<< necessitous necessity >>

necessitously Meaning in Odia (Oriya). ( necessitously ଶବ୍ଦର ଓଡିଆ ଅର୍ଥ)



ଅବଶ୍ୟ,

Adjective:

ଦୀନହୀନ, ସର୍ବ atাariা, ବହୁତ ଗରିବ,

necessitously తెలుగు అర్థానికి ఉదాహరణ:

ଅବଶ୍ୟ ବହୁଦିନ ପରେ, ସେ ପ୍ରଭୁ ଶ୍ରୀ ରାମଙ୍କ ପାଦ ସ୍ପର୍ଶ ପାଇ ପୁନର୍ବାର ନିଜ ରୂପ ଫେରି ପାଇଲେ ।

ଅବଶ୍ୟ, ଯେତେବେଳେ ବି ରୋଗ ଏବଂ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଆବଶ୍ୟକ ହୁଏ, ସେତେବେଳେ ସାଧାରଣ ଚଳପ୍ରଚଳ ଉପରେ ପ୍ରତିବନ୍ଧକ ତଥା ମଣ୍ଡଳୀ, ଦୋକାନ ଏବଂ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ପ୍ରତିବନ୍ଧକ ଲାଗୁ କରାଯାଇପାରେ ||ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସେପ୍ଟେମ୍ବର ମାସରେ ପ୍ରତି ଶନିବାର ଦିନ ମଧ୍ୟ ବନ୍ଦ ରହିବ ।

 ଏହି ବାଘୁଣୀକୁ ନିରୀକ୍ଷଣ କରିବା ପାଇଁ ତାଙ୍କୁ ପରେ ଅନେକ ସୁଯୋଗ ମିଳିଲା ଅବଶ୍ୟ

ଅବଶ୍ୟ ରାଜ୍ୟ ଫେରି ପାଇବା ପାଇଁ ମରହଟ୍ଟାମାନଙ୍କୁ କଥା ଦେଇଥଲେ, ଗଜପତି ବର୍ଷକୁ ୧୦ ହଜାର ଟଙ୍କା ପେଚକସ (ମରହଟ୍ଟା ଶବ୍ଦ-ଭଡ଼ା ସୁତ୍ରେ) ଦେବେ ।

ଅବଶ୍ୟ, ଭାରତ ବିଭାଜନର ସିଦ୍ଧାନ୍ତ ଅନୁସାରେ ଦୁଇଟି ନୂତନ ଦେଶ ମଧ୍ୟରେ ରହିଥିବା ୬୫୦ରୁ ଅଧିକ ଗଡଜାତ ରାଜ୍ୟର ଶାସକମାନଙ୍କ ପାଇଁ ସେମାନେ କେଉଁ ଦେଶରେ ଯୋଗ ଦେବେ ତାହା ସେମାନଙ୍କ ଅଧିକାରଭୁକ୍ତ ଥିଲା ।

ଅତଏବ ୧୮୬୧ ମସିହାରେ ପ୍ରସ୍ତୁତ ପୋଲିସ ଅଧିନିୟମର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଅନୁଭବ କରିବାହେତୁ ଭାରତ ସରକାରଙ୍କ ଗୃହ ବିଭାଗଦ୍ୱାରା ୨୦୦୫ ମସିହାରେ ଏକ କମିଟି ସ୍ଥାପନ କରାଯାଇଛି ।

ଅବଶ୍ୟ କାର୍ଟେସିଆନ ଜ୍ୟାମିତିରେ ଏହି ସଂଖ୍ୟାରେଖା ଭୂଲମ୍ବ ଅବସ୍ଥାରେ ମଧ୍ୟ ଅଙ୍କାଯାଏ ।

ଅବଶ୍ୟ 2013 ପରଠାରୁ ଏମାନଙ୍କୁ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ମଧ୍ୟ ବ୍ୟବହାର କରାଯାଉଛି ।

ଏହାକୁ ସେମାନେ ପ୍ରତିଦିନ ଖାଇବା ସହିତ ରୋଶ ହସାନା ବା ଜୀଉ ନବବର୍ଷର ପ୍ରଥମ ଓ ଦ୍ୱିତୀୟ ରାତ୍ରୀର ଭୋଜନରେ ଅବଶ୍ୟ ସେବନ କରିଥାନ୍ତି ।

ଅବଶ୍ୟ ସଂପୂର୍ଣ୍ଣରୂପେ ବିଧବାବେଶ ଧାରଣ ନ କରିବା ହେତୁ ଶ୍ରୀଶ୍ରୀମା’ଙ୍କୁ ଜୟରାମବାଟୀ ଓ କାମାରପୁକୁର ଅଞ୍ଚଳରେ ନାନା ପ୍ରକାର ସାମାଜିକ ସମାଲୋଚନା ସହିବାକୁ ପଡ଼ିଥିଲା, ମାତ୍ର ସେ ପତିଙ୍କ ନିର୍ଦ୍ଦେଶକୁ ଯଥାର୍ଥ ମାନି ଚଳିଥିଲେ ।

ଏହି ମ୍ୟାଚରେ ସେ ଅବଶ୍ୟ ବିଶେଷ କିଛି କରିପାରିନଥିଲେ, ମାତ୍ର ତାଙ୍କର କିଛି ସମୟର ରହଣୀ ମଧ୍ୟରେ ସେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ମାଧ୍ୟମରେ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରିଦେଇଥିଲେ ।

|ରୋଗୀ ବିଛଣାରେ ପଡ଼ିରହି ବେଳେ ଛଟପଟ ହୁଏ ଓ ବାତ ମାରିପାରେ, ଏଣୁ ସ୍ୱତନ୍ତ୍ର ନିରୀକ୍ଷଣର ଅବଶ୍ୟକତା ଥାଏ ।

necessitously's Meaning in Other Sites