namibia Meaning in Odia (Oriya). ( namibia ଶବ୍ଦର ଓଡିଆ ଅର୍ଥ)
ନାମିବିଆ,
ନାମିବିଆ,
People Also Search:
namibiannamibians
naming
namings
namma
namo
nams
nan
nana
nanak
nanas
nance
nances
nanchang
nancies
namibia తెలుగు అర్థానికి ఉదాహరణ:
ଅଷ୍ଟ୍ରେଲିଆ, ବେଲିଜ୍, ବୃନେଇ, କାନଡ଼ା, ହଂକଂ, ଜାମାଇକା, ନାମିବିଆ, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ସୁରିନାମ, ତାଇୱାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ମୁଦ୍ରାର ନାମ ଡଲାର ।
ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସେ ଆଙ୍ଗୋଲା, ମାଲି, ମାଲାୱି, ରିପବ୍ଲିକ ଅଫ କଙ୍ଗୋର ସଭାପତି ଯଥାକ୍ରମେ ଜୋଅଓ ଲୌରେଙ୍କୋ, ଇବ୍ରାହିମ ବୌବାକାର, ହାଗେ ଗିଙ୍ଗୋବ ଓ ଡେନିସ ସାସୌ; ନାମିବିଆର ପ୍ରଥମ ଲେଡି, ସନ ୨୦୧୮ର ନୋବେଲ ପୁରସ୍କାର ବିଜେତା ଡେନିସ କୁକ୍ୱେଗେଯୁନେସ୍କୋର ଡେପୁଟି ଡାଇରେକ୍ଟର ଜେନେରାଲ, ଗିନିର ଡେପୁଟି ପ୍ରଧାନ ମନ୍ତ୍ରୀ ଓ ଆଫ୍ରକିକା ସମସ୍ତ ସାଂସ୍କୃତିକ ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ।
|ନାମିବିଆରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ କଲରାପତରିଆଙ୍କ ଇଲାକା ଲିଙ୍ଗ, ବୃଷ୍ଟିପାତ ବା ଋତୁ ଉପରେ ନିର୍ଭରଶୀଳ ନୁହେଁ; ଇଲାକାର ବ୍ୟାପ୍ତି କେବଳ ଶିକାର ଜନ୍ତୁଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ ।
ଉତ୍ତର-ପୂର୍ବ ନାମିବିଆରେ ବାଘମାନେ ୪୫୧ ବର୍ଗ କି.ମି. ଓ ବାଘୁଣୀମାନେ ୧୮୮ ବର୍ଗ କି.ମି. ଇଲାକା ନିୟନ୍ତ୍ରଣ କରିବା ଦେଖାଯାଏ ।
ନାମିବିଆ,ବୋତସ୍ୱାନା,ଆଙ୍ଗୋଲା,କତାଙ୍ଗ,ଜାମ୍ବିୟା ଓ ଜିମ୍ବାୱେରେ ବସବାସ କରନ୍ତି ।
| ଭୂଗୋଳ | ଧର୍ମ | ପ୍ରଶାସନିକ ବିଭାଜନ | ଭାଷା | ଆଧାର |ଆଫ୍ରିକାର ଦେଶ ନାମିବିଆ ଦକ୍ଷିଣ ଆଫ୍ରିକାରେ ଥିବା ଏକ ଦେଶ।
ନାମିବିଆର ଏଟୋଷା ଜାତୀୟ ଉଦ୍ୟାନରେ ହୋଇଥିବା ଏକ ପରୀକ୍ଷାରେ ଦେଖାଯାଇଥିଲା ଯେ ଚିତାବାଘମାନେ ପ୍ରାୟ ୨ ଘଣ୍ଟା ମଧ୍ୟରେ ୧୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ମାଂସ ଖାଇଯାନ୍ତି ଓ ଶିକାର ପାଖରେ ପ୍ରାୟ ୧୧ ଘଣ୍ଟା ପର୍ଯ୍ୟନ୍ତ ଜଗି ବସିରହିଥାନ୍ତି ।
ଦକ୍ଷିଣ-ପଶ୍ଚିମ କଳା ଗଣ୍ଡା (Diceros bicornis occidentalis) ନାମିବିଆ, ଦକ୍ଷିଣ ଅଙ୍ଗୋଲା, ପଶ୍ଚିମ ବୋତ୍ସୱାନା ଓ ପଶ୍ଚିମ ଦକ୍ଷିଣ ଆଫ୍ରିକାର ଶୁଷ୍କ ଓ ଅଳ୍ପ ଶୁଷ୍କ ସାଭାନ୍ନାରେ ପରିଲକ୍ଷିତ ହୋଇଥାନ୍ତି ।
ଏମାନେ ନାମିବିଆ, ବୋତ୍ସୱାନା, ଜିମ୍ବାବ୍ୱେ, ଦକ୍ଷିଣ ଆଫ୍ରିକା, ମୋଜାମ୍ବିକ୍ ଓ ଜାମ୍ବିଆରେ ବିଚରଣ କରନ୍ତି ।
ଦକ୍ଷିଣ ଆଫ୍ରିକା, ନାମିବିଆ ଓ ବୋତ୍ସୱାନାରେ ଚିତାବାଘଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି ।
Synonyms:
Africa, Windhoek, Republic of Namibia, Kalahari Desert, South West Africa, Herero, Namib Desert, Kalahari, Namibian,