nagpur Meaning in Odia (Oriya). ( nagpur ଶବ୍ଦର ଓଡିଆ ଅର୍ଥ)
ନାଗପୁର,
Noun:
ରଙ୍ଗପୁର |,
People Also Search:
nagsnah
nahal
nahals
nahor
nahuatl
nahuatls
nahum
naia
naiad
naiad family
naiadaceae
naiads
naiant
naias
nagpur తెలుగు అర్థానికి ఉదాహరణ:
| ଚେସ ଖେଳାଳି ଜୀବନ |୨୦୦୫ ମସିହାରେ ପଦ୍ମିନୀ ନାଗପୁରଠାରେ ୧୧ବର୍ଷରୁ କମ ସ୍ପର୍ଦ୍ଧାରେ ଜାତୀୟ ପ୍ରତିଯୋଗିତା ଜିତିଥିଲେ ।
ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ ।
ହେଲେ ୧୯୫୦ର ଦଳୀୟ ନିର୍ବାଚନରେ ସେ ଆଚାର୍ଯ୍ୟ କୃପାଳୀନୀଙ୍କ ବିରୁଦ୍ଧରେ ଲଢି ବିଜୟୀ ହେଲେ ତଥା ବହୁଚର୍ଚ୍ଚିତ ନାଗପୁର ଅଧୀବେଶନରେ ସଭାପତିତ୍ୱ କରିଥିଲେ ।
ସେ ସଂସ୍କୃତରେ ମଧ୍ୟ ନାଗପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଲାଭ କରିଛନ୍ତି ।
ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ ।
୧୯୦୧ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତାଙ୍କ ଭିତରେ ଏଭଳି ଆଲୋଡ଼ନ ସୃଷ୍ଟି ହେଲା ଯେ, ମଇମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଓ ୨୯ଜୁଲାଇ ୧୯୦୧ରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ନାଗପୁର ଚିଫ୍ କମିଶନର ଫ୍ରେଜର ସାହେବଙ୍କୁ ଓଡ଼ିଆର ପୁନଃ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବାହାରି ପଡ଼ିଲେ।
|ଅଘରିଆ ମାନେ ମୁଖ୍ଯତଃ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ଛୋଟନାଗପୁର ଅଞ୍ଚଳରେ ବସବାସ କରିଥାନ୍ତି ।
୧୯୯୦ ମସିହାରେ ନାଗପୁର ବିଶ୍ଵବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ LL.M. ଡିଗ୍ରୀ ଲାଭ କରି ୨୦୦୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ "Legal Aid and the Criminal Justice System in India" ବିଷୟରେ ଡ଼କ୍ଟରେଟ ଉପାଥି ଲାଭ କରିଥିଲେ ।
ଯଥା- (୧) ଝିଙ୍ଗାଫୁଲିଆ (୨) ଉଦାସିଆ (୩) ରସରସିଆ (୪) ରସପକ୍ଷୀଆ (୫) ଝୁମକା (୬) ଝୁମଟା (୭) ଖେମଟା (୮) ଆଡ଼ଖେମଟା (୯) ରିଝାଁମାଠା (୧୦) ତାମାଳିଆ (୧୧) ଗାଢଓ୍ୱା (୧୨) ଡ଼ମକଚ (୧୩) ନାଗପୁରିଆ (୧୪) ପତରତୁଳା (୧୫) ପାଟିଆମେଧା (୧୬) ଦୋଛୁଟା (୧୭) ଠାଳରିଙ୍ଗା ଇତ୍ୟାଦି ।
ଅନେକ ବିଶ୍ୱବିଦ୍ୟାଳୟର ସେ ବୋର୍ଡ଼ ସଭ୍ୟ ଅଛନ୍ତି ଓ ପୁଣେ ବିଶ୍ୱବିଦ୍ୟାଳୟ, ମୁମ୍ବାଇ ବିଶ୍ୱବିଦ୍ୟାଳୟର ନାଳନ୍ଦା କଲେଜରେ, ନାଗପୁର ବିଶ୍ୱବିଦ୍ୟାଳୟତ ଭାରତ କଲେଜରେ, ପୁଣେର ଭାରତୀ ବିଦ୍ୟାପୀଠାରେ ସେ ବରିଷ୍ଠ ଗୁରୁ ଭାବରେ କାର୍ଯ୍ୟରତ ଅଛନ୍ତି ।
ନାଗପୁରର ମରହଟ୍ଟା ଏବଂ କୋଲକାତା (ତତ୍କାଳୀନ କଲିକତା)ର ଇଂରେଜ ବଣିକମାନଙ୍କ ସହ ଗମନାଗମନ ଓ ଯୋଗାଯୋଗ ଲାଗି ଉତ୍ତମ ସ୍ଥାନରେ କଟକ ଅବସ୍ଥିତ ହୋଇଥିବାରୁ ଏହି ସମୟରେ କଟକର ବାଣିଜ୍ୟିକ ପ୍ରତିପତ୍ତି ବୃଦ୍ଧି ପାଇଲା | ୧୮୦୩ରେ ଇଂରେଜମାନେ କଟକକୁ ଦଖଲ କଲେ ଏବଂ ୧୮୧୬ରେ ଏହାକୁ ଓଡ଼ିଶା ଡିଭିଜନ୍ର ରାଜଧାନୀ ଘୋଷିତ କରାଗଲା ।
ଏହାପରେ ସେ ନାଗପୁରର ଏକ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।
nagpur's Usage Examples:
Das conducted extensive fieldworks in Chotanagpur in the then Bihar and in Assam.
He is often called the Apostle of Chotanagpur.
BackgroundThe first Belgian Jesuit to enter Chotanagpur was Fr Auguste Stockman.
As the prospects of evangelization among the tribals of Chotanagpur were bright, the first mission stations were opened among the Mundas.
As the faith spread and took firm root in Chotanagpur, the Catholic Church was being built up and developed, especially through parishes and schools.