naeves Meaning in Odia (Oriya). ( naeves ଶବ୍ଦର ଓଡିଆ ଅର୍ଥ)
ନାଭି,
Noun:
ଜାରୁଲ୍ |,
People Also Search:
naevinaevus
naf
naff
naffy
nag
nag hammadi library
naga
nagano
nagara
nagari
nagas
nagasaki
nagative in the
nagged
naeves తెలుగు అర్థానికి ఉదాహరణ:
ଶଙ୍ଖ କ୍ଷେତ୍ରରେ ନାଭି ମଣ୍ଡଳରେ ଶ୍ରୀମନ୍ଦିର ଓ କ୍ଷେତ୍ରର ଅଧିପତି କ୍ଷେତ୍ରପାଳ ।
| ମାନକ ମଡ଼େଲର ବଳସମୂହ | ଶକ୍ତିଶାଳୀ ନାଭିକୀୟ ବଳ |ଶକ୍ତିଶାଳୀ ବଳ ବିଦ୍ୟୁତ୍-ଚୁମ୍ବକୀୟ ବଳଠାରୁ ପ୍ରାୟ ୧୩୭ ଗୁଣ ଓ ଶକ୍ତିହୀନ ବଳର ପ୍ରାୟ ଦଶ ଲକ୍ଷ ଗୁଣ ।
ଶଙ୍ଖର ନାଭିଦେଶରେ ରୋହିଣୀ କୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ।
ଶକ୍ତିହୀନ ବଳ ହିଁ ନାଭିକୀୟ ଅବକ୍ଷୟର କାରଣ ।
ଏହା ଏକ ସ୍ଥିରିକୃତ ମାତ୍ରାର ମିଶ୍ରିତ (fixed dose combination) ଔଷଧ ଯେଉଁଥିରେ|ଓମ୍ବିଟାସଭିର (ombitasvir), ପାରିଟାପ୍ରେଭିର (paritaprevir), ଓ ରିଟୋନାଭିର (ritonavir) ଥାଏ ।
ଡାରୁନାଭିର ସ୍ତର ବୃଦ୍ଧି କରିବା ନମନ୍ତେ ଅଳ୍ପ ମାତ୍ରାର ରିଟୋନାଭିର ବା କୋବିସିସ୍ଟାଟ (cobicistat) ଦିଆଯାଏ ।
|ତାଙ୍କ ମତାନୁସାରେ ସୂଚନାଭିତ୍ତିକ ବ୍ୟବସ୍ଥାର (information system) ବିନ୍ୟାସରେ “ଅଭିନିବେଶର ଅଭାବ”କୁ ଉପେକ୍ଷା କରି “ସୂଚନାର ଅଭାବ”କୁ ପ୍ରଧାନ ସମସ୍ୟା ରୂପେ ଗ୍ରହଣ କରିବା ଭୁଲ ।
|ସନ ୨୦୦୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାରୁନାଭିର ସ୍ୱୀକୃତିପ୍ରାପ୍ତ ହେଲା ।
|ଆଧାର|ଚିକିତ୍ସା ବିଜ୍ଞାନ ଗ୍ୟାସ୍ଟ୍ରୋସ୍କିସିସ (ଇଂରାଜୀ ଭାଷାରେ Gastroschisis) ଏକ ଜନ୍ମଗତ ତୃଟି (birth defect) ଯେଉଁଥିରେ ଶିଶୁର ଅନ୍ତନଳୀ (Intestines) ନାଭି ମଣ୍ଡଳରେ (belly button) ଥିବା ଏକ କଣା ଦେଇ ଶରୀର ବାହାରକୁ ବାହାରିଆସିଥାଏ ।
ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଓମ୍ବିଟାସଭିର, ପାରିଟାପ୍ରେଭିର ଓ ରିଟୋନାଭିର ଔଷଧମାନଙ୍କ ସହିତ ଏକତ୍ର ଦେବାକୁ ଫୁଡ ଆଣ୍ଡ ଡ୍ରଗ ଆଡମିନିସ୍ଟ୍ରେସନଦ୍ୱାରା (Food and Drug Administration) ସ୍ୱୀକୃତିପ୍ରାପ୍ତ ହୋଇଛି ।
ତିନି ଠାକୁରଙ୍କ ଜିର୍ଣ୍ଣଶୀର୍ଣ୍ଣ ମୂର୍ତ୍ତିଙ୍କୁ ଘେନି ପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳରେ ଦେଉଳ ତୋଳାଇ ପରମେଶ୍ୱରଙ୍କୁ ସେଠାରେ ବିଜେ କରାଇଲେ ।
ଆରେନାଭିରିଡି (Arenaviridae) ଭୁତାଣୁ ପରିବାରର ଲାସା ଏକ ସଭ୍ୟ ।
ପରମାଣୁର ନାଭି ବା ନ୍ୟୁକ୍ଳିୟସ୍ ମଧ୍ୟରେ ରହିଥିବା ନ୍ୟୁଟ୍ରନ୍ ଯୋଗୁଁ ପରମାଣୁକୁ ତାହାର ବସ୍ତୁତ୍ୱ ମିଳେ ।