<< muslim ummah muslimism >>

muslimah Meaning in Odia (Oriya). ( muslimah ଶବ୍ଦର ଓଡିଆ ଅର୍ଥ)



ମୁସଲିମ୍,

Noun:

ମୁସଲିମା,

People Also Search:

muslimism
muslims
muslin
muslined
muslinet
muslins
musmons
musquash
musquashes
muss
mussed
mussel
mussels
musses
mussier

muslimah తెలుగు అర్థానికి ఉదాహరణ:

ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା ।

ଡଲ୍‍ଫିନ୍‍ମାନେ ସ୍ଥାନୀୟ ଭାଷା ଚିହ୍ନି ମଣିଷଙ୍କ ଡାକ ଶୁଣିବା ଓ କ୍ଷ୍ମେର୍-ମୁସଲିମ୍ ମତ୍ସ୍ୟଜୀବୀଙ୍କ ଅଞ୍ଚଳରେ ସତର୍କତାର ସହିତ ବିଚରଣ କରିବା ମଧ୍ୟ ଦେଖାଯାଇଛି ।

ଆରବର ମକ୍କାକୁ ପୃଥିବୀର ସବୁଠାରୁ ବେଶୀ ମୁସଲିମ୍ ତୀର୍ଥଯାତ୍ରୀ ଆସନ୍ତି ।

ଜିନ୍ନା ଏବଂ ମୁସଲିମ୍ ଲିଗ୍ ତଥା ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନ ଏବଂ ହିନ୍ଦୁ ମହାସଭା ପରି କଂଗ୍ରେସ ବିରୋଧୀମାନେ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ସମାଲୋଚନା କରି ରାଜନୈତିକ ମାଇଲଖୁଣ୍ଟ ହାସଲ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଆନ୍ଦୋଳନ ବିଫଳ ହୋଇଛି ।

|୧୫୭୫ରେ ରାଜା ମାନସିଂହଙ୍କଦ୍ୱାରା ଆଫଗାନମାନେ ପରାସ୍ତ ହେଲାପରେ ମୁସଲିମ୍ ସମ୍ପ୍ରଦାୟର ଲୋକେ ଭଦ୍ରକରେ ଅବସ୍ଥାପିତ ହୋଇଥିଲେ।

ଏହି ସମୟରେ ମୁସଲିମ୍ ସମ୍ରାଟ୍ ମାନଙ୍କଦ୍ୱାରା ଅନେକ ଐତିହାସିକ ସ୍ମାରକ ସବୁ ସ୍ଥାପନ କରାଯାଇଛି ।

ପ୍ରଥମେ ତାଙ୍କୁ ଜଣେ ମୁସଲିମ୍ ବୋଲି ମନେ କରା ଯାଉଥିଲା ଏବଂ ୟା ସାଇ କହି ସ୍ୱାଗତ କରା ଯାଇଥିଲା ।

ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଛି।

ଶେଷ ଚିଂଗ୍ ସମ୍ରାଟଙ୍କ ଅଭିଲେଖରେ ଆଗାମୀ ସରକାରଙ୍କୁ ଚୀନ‍ର ପାଞ୍ଚୋଟି ଅଞ୍ଚଳରେ (ଯଥା : ମାଞ୍ଚୁସ୍, ହାନ୍ ଚାଇନିଜ୍, ମଂଗୋଲ୍, ମୁସଲିମ୍ ଓ ତିବ୍ୱତୀୟ) ବସବାସ କରୁଥିବା ସମ୍ପ୍ରଦାୟମାନଙ୍କୁ ସେମାନଙ୍କ ବାସସ୍ଥାନ ସହିତ ରାଷ୍ଟ୍ରରେ ସମ୍ମିଳିତ କରାଇବାର କ୍ଷମତା ଦେଇଛନ୍ତି ।

ତଥାପି, ଜିନ୍ନା ବାଲ୍ୟ ବିବାହ ପ୍ରତିବନ୍ଧକ ଅଧିନିୟମ , ମୁସଲିମ୍ ୱାକଫ୍ (ଧାର୍ମିକ ଅନୁଦାନ)ର ବୈଧତା ପାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ସାନ୍ଧର୍ଷ୍ଟ କମିଟିରେ ନିଯୁକ୍ତ ହୋଇଥିଲେ, ଯାହାକି ଡେରାଡୁନରେ ଭାରତୀୟ ସାମରିକ ଏକାଡେମୀ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା ।

."| କର୍ମ ଜୀବନ |ଆମେରିକାର ହାର୍ଭଡ୍ ବିଶ୍ୱବିଦ୍ୟାଳୟରୁ ଗଣିତରେ ଉଚ୍ଚଶିକ୍ଷା ସାରି ସେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଆଲିଗଡ୍ ମୁସଲିମ୍ ବିଶ୍ୱବିଦ୍ୟାଳୟ, ଫର୍ଗୁସନ୍ କଲେଜ୍ ଓ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ (ଟି.ଆଇ.ଏଫ୍.ଆର୍) ଆଦି ଅନୁଷ୍ଠାନରେ ଗଣିତରେ ଅଧ୍ୟାପନା କରିଥିଲେ ।

Synonyms:

Moslem, Muslim, niqaabi,

Antonyms:

nonreligious person,

muslimah's Meaning in Other Sites