mrs Meaning in Odia (Oriya). ( mrs ଶବ୍ଦର ଓଡିଆ ଅର୍ଥ)
ଶ୍ରୀମତୀ, ପେଟନି,
People Also Search:
msmsc
mss
mu
mubarak
mucate
mucates
muce
much
much as
much obliged
muchly
muchness
muciferous
mucilage
mrs తెలుగు అర్థానికి ఉదాహరణ:
|ରାୟଗଡ଼ା ଜିଲ୍ଲାର ଖିଲାପଦର ଗ୍ରାମରେ ଜନ୍ମିତ ଶ୍ରୀମତୀ ଗମାଙ୍ଗ ରମାଦେବୀ ମହିଳା ମହାବିଦ୍ୟାଳୟରେ ତାଙ୍କର ଇଣ୍ଟରମିଡିୟଟ୍ ଡିଗ୍ରୀ ହାସଲ କରିଥିଲେ ।
|୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଘୋଷିତ “ଜରୁରୀକାଳୀନ ପରିସ୍ଥିତି”ର ସମର୍ଥନ କରି ସେ ବିବାଦୀୟ ହୋଇଥିଲେ ।
|ତାଙ୍କ ପିତା ୧୮୯୨ରେ ଶ୍ରୀମତୀ ଏ ବି ଏନ୍ କଲେଜ, ବିଶାଖାପଟନମ୍ରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ,ତେଣୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସେଠାକାର ଏସ୍ ଏ ଏଙ୍ଗ୍ଲୋ ଇଣ୍ଡିଆନ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା ।
ତାଙ୍କ ପିତାଙ୍କ ନାମ ପଣ୍ଡିତ ମାୟାଧର ଆଚାର୍ଯ୍ୟ ଏବଂ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଦେବୀ ।
ଏହି ଘରଟିକୁ ୧୯୪୭ ମସିହାରେ ସେମାନେ ଶ୍ରୀମତୀ କଳାବତୀ ବର୍ମାଙ୍କୁ ବିକ୍ରି କରି କେନିଆ ଚାଲିଯାଇଥିଲେ ।
ଦୀର୍ଘ ୧୧ ବର୍ଷକାଳ ସେ ଏହାକୁ ଚଳାଇବାପରେ ଏକ ଉପଯୁକ୍ତ ଉତ୍ତରାଧିକାରୀଙ୍କ ସନ୍ଧାନ କରୁ କରୁ ସେ ଶ୍ରୀ ଓ ଶ୍ରୀମତୀ ହେନେରୀଙ୍କୁ ପାଇଲେ ।
ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।
|କଥାଭାଷାରେ ଭକ୍ତିଭାବର ପ୍ରଦର୍ଶନ ସ୍ୱରୂପ ନାମ ପୂର୍ବରୁ ଶ୍ରୀମତୀ ଲାଗାଇ ରାଧାଙ୍କୁ ରାଧାରାଣୀ, ରାଧିକା ବୋଲି ଭକ୍ତମାନେ ସମ୍ବୋଧିତ କରିଥାନ୍ତି।
|ପରିବାର ଓ ପ୍ରାଥମିକ ଜୀବନ|ସଂଘମିତ୍ରା ମିଶ୍ର ମାତା ଶ୍ରୀମତୀ ଦେବୀ ଏବଂ ପିତା ବଂଶୀଧର ମିଶ୍ରଙ୍କ ଔରସରୁ କଟକ ଜିଲ୍ଲାର ଖଣ୍ଡାସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ ।
|ବ୍ୟକ୍ତିଗତ ଜୀବନ|ସେ, ଶ୍ରୀମତୀ ଗୀତା ଗୋଛିକାର ଓ ଶ୍ରୀଯୁକ୍ତ ରାମ ନାରାୟଣ ଗୋଛିକାରଙ୍କ ଝିଅ ।
| ଶେଷ ଜୀବନ |ଶ୍ରୀମତୀ ସୁବୁଲକ୍ଷ୍ମୀଙ୍କ ଦେହାନ୍ତ ୨୦୦୪ ମସିହାରେ ଚେନ୍ନାଇରେ ହୋଇଥିଲା ।
mrs's Usage Examples:
org Rocky Mountain Conference on Solid-State NMRhttp://mrsej.
and one Compy, of 8 Sergts, 8 Corpls, 4 Drumrs " 30 private Men with the usuals Comd.
At De Brug a hovering object was videoed by a mrs Erasmus, and the police notified at 02:20, who could confirm its.
Synonyms:
title of respect, form of address, Mrs, title,
Antonyms:
low status,