<< movie house movie projector >>

movie makers Meaning in Odia (Oriya). ( movie makers ଶବ୍ଦର ଓଡିଆ ଅର୍ଥ)



ଚଳଚ୍ଚିତ୍ର ନିର୍ମାତା,

Noun:

ଚଳଚ୍ଚିତ୍ର ନିର୍ମାତା |,

movie makers తెలుగు అర్థానికి ఉదాహరణ:

|ଆଧାର|ଚଳଚ୍ଚିତ୍ର ନିର୍ମାତା|ଚଳଚ୍ଚିତ୍ର ନିର୍ଦ୍ଦେଶକ|ସଙ୍ଗୀତଜ୍ଞ ଶିରିଝୋଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ କ୍ଷୁଦ୍ର ଗ୍ରାମ ।

ଫିଲ୍ମଟି ପୁରସ୍କୃତ ହେବା ପରେ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର କହିଥିଲେ ଯେ "ମୁଁ ଏଭଳି ଫିଲ୍ମ ତିଆରି କରିବାକୁ ଗଲେ ବିଫଳ ହେବି ।

ଚଳଚ୍ଚିତ୍ର ନିର୍ମାତାମାନେ ପୋଷ୍ଟି, ଦୋ ଲଚିଆନ ଓ ଭାଙ୍ଗରା ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ; ଯାହା କିଛି ସଫଳତା ପାଇଥିଲା, ମାତ୍ର ପଞ୍ଜାବୀ ଚଳଚ୍ଚିତ୍ର ପୁନଃଉତ୍ଥାନରେ ଅସଫଳ ହୋଇଥିଲା ।

ସେ ପ୍ରଥମେ ଚଳଚ୍ଚିତ୍ର ନିର୍ମାତା ମୁଜାଫର ଅଲ୍ଲୀଙ୍କୁ ବିବାହ କରିଥିଲେ ।

ସେ ଚଳଚ୍ଚିତ୍ର ନିର୍ମାଣ ସ‌ହ ଚିତ୍ରନାଟ୍ୟ ରଚନା, ସଙ୍ଗୀତକାର, ଗୀତିକାର, ନିର୍ଦ୍ଦେଶକ, ଲେଖକ ଭାବରେ ବିଂଶ ଶତାବ୍ଦୀର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଭାବରେ ପରିଚିତ ଥିଲେ ।

| ଚଳଚ୍ଚିତ୍ର |ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟ ତାଙ୍କର ଏକ ଧାରାବାହିକରେ  ଏକ ଚରିତ୍ରାର ନାମ ଜଟାୟୁ ରଖିଥିଲେ ।

|ଏହିପରି ଭାବେ ଅମିତଙ୍କୁ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେବାର ପ୍ରଥମ ସୁଯୋଗ ମିଳିଲା, ଯେତେବେଳେ ତାଙ୍କର ସହକର୍ମୀ ମିତ୍ର ତଥା ଗାୟିକା ଶିଳ୍ପା ରାଓ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ଅମିତଙ୍କ ନାମ ସୁଝାଇ ଥିଲେ ।

|ଆଧାର|ବାହାର ଆଧାର|୧୯୭୨ ଜନ୍ମ|ଜୀବିତ ବ୍ୟକ୍ତି|ହିନ୍ଦୀ କଥାଚିତ୍ର ଅଭିନେତା|ଟାଇଗର ପ୍ରକଳ୍ପ ଗଣସମ୍ପାଦନା ୨୦୧୮ ଅନ୍ତର୍ଗତ ଗଢ଼ା ଯାଇଥିବା ପ୍ରସଙ୍ଗ ସତ୍ୟଜିତ ରାୟ (; ୨ ମଇ ୧୯୨୧ – ୨୩ ଅପ୍ରେଲ ୧୯୯୨), ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଥିଲେ ।

| ଆଧାର |ଜଗନ୍ନାଥଙ୍କ ନୀତି ଚାର୍ଲି ଚାପଲିନ୍ ( ମୂଳନାମ Sir Charles Spencer Chaplin) (୧୬ ଅପ୍ରେଲ ୧୮୮୯– ୨୫ ଡିସେମ୍ବର ୧୯୭୭) ଜଣେ ଇଂରେଜ ହାସ୍ୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଯିଏ କି ନିର୍ବାକ ଚଳଚ୍ଚିତ୍ର ଯୁଗରେ ଖ୍ୟାତି ଅର୍ଜନ କରିଥିଲେ ।

ତାଙ୍କର ପୁଅ ଶାଦ୍ ଅଲ୍ଲୀ ମଧ୍ୟ ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ ।

ସତ୍ୟଜିତ ତାଙ୍କର ଲଣ୍ଡନ ଯାତ୍ର ସମୟରେ ଫ୍ରେଞ୍ଚ ଚଳଚ୍ଚିତ୍ର ନିର୍ମାତା ଜିନ୍ ରେନୋଇର୍‌ଙ୍କୁ ଭେଟିଲା ପରେ ଏବଂ ୧୯୪୮ ମସିହାରେ ଭିଟ୍ଟୋରିଓ ଦେ ସିକାଙ୍କର ଇଟାଲୀ ଚଳଚ୍ଚିତ୍ର ବାଇସାଇକେଲ ଥିଭ୍‌ସ୍ ଦେଖିଲା ପରେ ସେ ନିଜେ ଜଣେ ସ୍ୱଧୀନ ଚଳଚ୍ଚିତ୍ର ନିର୍ମାତା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ।

movie makers's Usage Examples:

Due to the street's proximity with the latter, a variety of aircraft could be seen from this street and thus photographers (and movie makers) seized the opportunity to capture landing aircraft.



Synonyms:

senate, diet, assembly, legislative assembly, US Congress, authorities, house, Duma, legislative council, general assembly, parliament, congress, Congress, United States Congress, regime, legislative body, U.S. Congress, government, legislature,

Antonyms:

disassembly,

movie makers's Meaning in Other Sites