<< motorable motorbike >>

motorbicycle Meaning in Odia (Oriya). ( motorbicycle ଶବ୍ଦର ଓଡିଆ ଅର୍ଥ)



ମୋଟରସାଇକେଲ୍,

Noun:

ମୋଟରସାଇକେଲ୍ |,

motorbicycle తెలుగు అర్థానికి ఉదాహరణ:

ମୋଟରସାଇକେଲ୍ ଦୌଡ଼ ବ୍ୟବସ୍ଥାରେ ଏହି ସଂଘ ସବୁ ଦଳଙ୍କ ପ୍ରତିନିଧିତ୍ୱ କରିଥାଏ ।

|ଗଣମାଧ୍ୟମରେ ମୋଟରସାଇକେଲ୍ ଦୌଡ଼|ମୋଟୋ ଜିପି ସମ୍ବନ୍ଧୀୟ ହିଟିଂ ଦ ଏପେକ୍ସ୍ ନାମକ ଏକ ବୃତ୍ତ ଚିତ୍ର ୨୦୧୫ ମସିହାରେ ପ୍ରକାଶ ପାଇଥିଲା ।

ମୋଟରସାଇକେଲ୍ ଦୌଡ଼ ବିଶ୍ୱର ସର୍ବ ପୁରାତନ ମୋଟର ଦୌଡ଼ ପ୍ରତିଯୋଗିତା ।

|ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଓ ସମୟକ୍ରମ|୧୯୪୯: ପାଞ୍ଚଟି ବିଭିନ୍ନ ଶ୍ରେଣୀରେ (୧୨୫ ଘନ ସେଣ୍ଟିମିଟର୍ (ଘସେ ବା ସିସି), ୨୫୦ ଘସେ, ୩୫୦ ଘସେ, ୫୦୦ ଘସେ ଓ ପାର୍ଶ୍ୱ କାର୍ ସଂଯୁକ୍ତ) ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ର ବିଶ୍ୱ ଚାମ୍ପିୟନ୍‍ଶିପ୍ ଆରମ୍ଭ ହେଲା ।

|ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ ପ୍ରତିଯୋଗିତା ଚାରିଟି ବର୍ଗରେ ବିଭକ୍ତ – ମୋଟୋ ଜେନେରାଲ୍ ପ୍ରାକ୍ଟିସନର୍ (ମୋଟୋ ଜିପି), ମୋଟୋ-୨, ମୋଟୋ-୩ ଓ ମୋଟୋ-ଇ ।

ମୋଟରସାଇକେଲ୍ ନିର୍ମାତାମାନଙ୍କର ମଧ୍ୟ ଆଉ ଏକ ସଂଘ ରହିଛି ଯାହାକୁ ମୋଟରସାଇକେଲ୍ କ୍ରୀଡ଼ା ନିର୍ମାତା ସଂଘ (Motorcycle Sport Manufacturers Association - MSMA) ବୋଲି କୁହାଯାଏ ।

ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ମୋଟରସାଇକେଲ୍ ଦୌଡ଼ର ଆୟୋଜନ କରାଯାଇ ଆସୁଥିଲା ଓ ସାମାନ୍ୟ ବଡ଼ ଧରଣର ଜାତୀୟ ସ୍ତରର ପ୍ରତିଯୋଗିତାମାନଙ୍କୁ ଗ୍ରଁ-ପ୍ରି ଭାବେ ଅଭିହିତ କରାଯାଉଥିଲା ।

ମୋଟରସାଇକେଲ୍‍ମାନଙ୍କର ବୈଷୟିକ ବା ଯାନ୍ତ୍ରିକ ପ୍ରସଙ୍ଗରେ ନିର୍ମାତା ସଂଘର ସବୁ ସଦସ୍ୟଙ୍କ ସହମତି ରହିଲେ ସେମାନେ ଏକଚାଟିଆ ରୂପେ ନିର୍ମାଣ ସମ୍ବନ୍ଧୀୟ ନିୟମ ପ୍ରଚଳିତ କରାନ୍ତି ।

ସାଧାରଣ ଜନତାଙ୍କ ପାଇଁ ନିର୍ମିତ ମୋଟର ସାଇକେଲ୍‍ମାନଙ୍କୁ କିଛି ମାତ୍ରାରେ ପରିବୃଦ୍ଧ କରି “ସୁପର୍‍ବାଇକ୍ ବିଶ୍ୱ ଚାମ୍ପିୟନ୍‍ଶିପ୍” ଓ “ଆଇଲ୍ ଅଫ୍ ମ୍ୟାନ୍ ଟିଟି ରେସ୍” ପରି ପ୍ରତିଯୋଗିତାର ଆୟୋଜନ କରାଯାଏ ଯାହା ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ଠାରୁ ଭିନ୍ନ ।

|ଇତିହାସ|୧୯୪୯ ମସିହାରେ ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଙ୍ଘଦ୍ୱାରା ପ୍ରଥମ ଏଫ୍. ଆଇ. ଏମ୍. ବିଶ୍ୱ ସଡ଼କ ଦୌଡ଼ ପ୍ରତିଯୋଗିତାର ଆୟୋଜନ ହୋଇଥିଲା ।

| ଆଧାର | ବାହାର ଆଧାର |ଆଣ୍ଠୁଆ ମାରିବାର ୟୁଟ୍ୟୁବ ଭିଡିଓ|ଜୀବିତ ବ୍ୟକ୍ତି|ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ଼ ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ (ଇଂରାଜୀରେ Grand Prix motorcycle racing) ହେଉଛି ବିଶ୍ୱର ସର୍ବୋତ୍ତମ ମୋଟରସାଇକେଲ୍ ବା ମୋଟର ବାଇକ୍ ଦୌଡ଼ ପ୍ରତିଯୋଗିତା ।

ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଂଘ (ଏଫ୍. ଆଇ. ଏମ୍. - Fédération Internationale de Motocyclisme) ତତ୍ତ୍ୱାବଧାନରେ ଏହି ଦୌଡ଼ ପ୍ରତିଯୋଗିତାର ଆୟୋଜନ ଓ ସଞ୍ଚାଳନ କରାଯାଇଥାଏ ।

ପ୍ରଥମ ତିନୋଟି ବର୍ଗରେ ୪ ଷ୍ଟ୍ରୋକ୍ ଇଞ୍ଜିନ୍‍ବିଶିଷ୍ଟ ମୋଟରସାଇକେଲ୍ ବ୍ୟବହୃତ ହେବାବେଳେ ଚତୁର୍ଥ ବର୍ଗରେ ଇଲେକ୍ଟ୍ରିକ୍ ମୋଟରବାଇକ୍ ବ୍ୟବହୃତ ହୋଇଥାଏ ।

motorbicycle's Usage Examples:

She moves around in a motorbicycle and can be quite violent when challenged.


Other terms used for low-powered cycles include motorbike, motorbicycle, motorized bicycle, motor-driven cycle, and goped (motorized inline skateboard.



motorbicycle's Meaning in Other Sites