<< mothering sunday motherland >>

motherinlaw Meaning in Odia (Oriya). ( motherinlaw ଶବ୍ଦର ଓଡିଆ ଅର୍ଥ)



ଶାଶୁ,

motherinlaw తెలుగు అర్థానికి ఉదాహరణ:

ସେ ମସ୍ତାନୀଙ୍କୁ ବାଜିରାଓଙ୍କ ଦ୍ୱତୀୟ ପତ୍ନୀ ବୋଲି ମାନିଥିଲେ, କିନ୍ତୁ ତାଙ୍କ ଶାଶୁ ମା ରାଧାବାଈ ଓ ଦିଅର ଚିମ୍ନାଜୀ ଆପ୍ପାଙ୍କ ବିରୋଧରେ କେବେ ବି ଯାଇ ନ ଥିଲେ।

ଏହା ପରେ ପରେ ସେ ଶାଶୁଘର ଚାଲିଯିବି, ପୂଜା ପାଇଁ ଫୁଲଟିଏ, ମୁନ୍ନା- ଏ ଲଭ୍ ଷ୍ଟୋରୀ, ବାହୁଡ଼ିବେ ମୋ ଜଗାବଳିଆ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ନବବଧୂ ନିଜ ଶାଶୁଘରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅଳତାଥିବା ଏକ ପାତ୍ରରେ ପାଦ ରଖନ୍ତି, ତା'ପରେ ଗୃହପ୍ରବେଶ କରନ୍ତି ।

ସେ ସମୟରେ ତାଙ୍କ ଶାଶୁଘର ଲୋକେ ତାଙ୍କ ବାପାଘର ଲୋକଙ୍କୁ ତାଙ୍କ(ଫୁଲନ୍‌ଙ୍କ ବାପଘର ଲୋକ) ପାଖେ ଫୁଲନ୍‌ଙ୍କୁ ରଖନ୍ତୁ ବୋଲି ପରାମର୍ଶ ଦେଇଥିଲେ, ଅନ୍ତତଃ ସେପର୍ଯ୍ୟନ୍ତ ଯେଉଁ ପର୍ଯ୍ୟନ୍ତ ସେ ଘରୋଇ କାମଦାମ ଠିକ୍ ସେ ଶିଖି ନାହାନ୍ତି।

ଏହି ଧାରାବାହିକରେ ତାଙ୍କୁ ଜଣେ ଶାଶୁର ଭୂମିକାରେ ନିଭାଇବାକୁ ମିଳିଥିଲା ।

ଫଳରେ ସେ ଘର ଛାଡ଼ିଯିବାକୁ ଚାହେଁ, ମାତ୍ର ସେଠାରେ ତା'ର ମିଛିମିଛିକା ଶାଶୁ, ଶଶୁର, ନଣନ୍ଦ ହୋଇଥିବା ଲୋକମାନେ ତାକୁ ସେମାନଙ୍କର ଭୁଲ ମାଗନ୍ତି ଏବଂ ସମସ୍ତ ଅନାଥମାନେ ମିଶି ଗୋଟେ ସୁନ୍ଦର ଫ୍ୟାମିଲି (ପରିବାର) ଗଢ଼ନ୍ତି ।

ସପ୍ତମ ଗର୍ଭରେ ଶାଶୁ ଘରୁ ବାହାର କରିବାରୁ ଦେବୀ ଦୋଷ କ୍ଷମା କରି ତାକୁ ସାତ ପୁଅ ଫେରାଇ ଦିଅନ୍ତି ।

ଦୁଇ ଝିଅ ରୁନୁ ଏବଂ ସୁଲତା ବିବାହ କରି ଶାଶୁଘରେ ରହୁଛନ୍ତି ।

|ପାଣ୍ଡୁଙ୍କ ମୃତ୍ୟୁ ପରେ ଅମ୍ବିକା ତାଙ୍କ ଶାଶୁ ସତ୍ୟବତୀ ଏବଂ ଭଉଣୀ ଅମ୍ବାଳିକାଙ୍କୁ ଜଙ୍ଗଲକୁ ନେଇ ବାକି ଦିନଗୁଡ଼ିକୁ ଆଧ୍ୟାତ୍ମିକ ଅବସରରେ ବିତାଇଲେ ।

ଝିଅଟିଏ ବିଦାବୋଇ ଶାଶୁ ଘରକୁ ଯିବାବେଳେ କାନ୍ଦଣାଗୀତ ଗାଇଥାଏ।

motherinlaw's Meaning in Other Sites