moothouse Meaning in Odia (Oriya). ( moothouse ଶବ୍ଦର ଓଡିଆ ଅର୍ଥ)
ମଠ,
Noun:
ବେଶ୍ୟା,
People Also Search:
mootingmootman
moots
mop
mop handle
mop headed
mop up
mopboard
mope
moped
mopeds
mopes
mophead
mopier
mopiest
moothouse తెలుగు అర్థానికి ఉదాహరణ:
ସେହି ସମୟରୁ ଶ୍ରୀକ୍ଷେତ୍ରରେ ମଠଗୁଡ଼ିକ ସ୍ଥାପନ ହୋଇଚାଲିଲା ।
|ଯାତ୍ରା କାର୍ଯ୍ୟକ୍ରମ|ପରମ୍ପରାନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ବଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରେ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ଶାମ୍ବ ଦଶମୀ ପୂର୍ବଦିନ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣ୍ଣାହୁତି ଦିଆଯାଇଥାଏ ।
ଅନ୍ୟାନ୍ୟ ଗଣମାଧ୍ୟମଠାରୁ ଶୀଘ୍ର ଓ ସଠିକ ଖବର ପ୍ରସାରଣ କରି, ସମ୍ବାଦ ଶ୍ରୋତାମାନଙ୍କର ଖୁବ ବିଶ୍ୱାସଭାଜନ ହୋଇପାରିଛି ।
ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ପ୍ରାୟ ୧୫୦ ବର୍ଷ ପୂର୍ବରୁ ଜଣେ ସନ୍ୟାସୀ ମାଳ ରଗୁଡିର ସର୍ବୋଚ୍ଚ ଶିଖରରେ ଘୋର ଜଙ୍ଗଲ ମଧ୍ୟରେ ଏକ ମଠ ସ୍ଥାପନ କରିଥିଲେ ।
ସେ ଗୌଡ଼ୀୟ ବୈଷ୍ଣବଧର୍ମର ଜଣେ ପ୍ରକ୍ଷାତ ଧର୍ମୀୟ ନେତା, ଗୁରୁ ଓ ଗୌଡ଼ୀୟ ମଠମାନଙ୍କର ପ୍ରତିଷ୍ଠାତା ଅଟନ୍ତି ।
ଏହା ପରେ ବର୍ତ୍ତମାନର ଏମାର ମଠ ସ୍ଥାନରେ ଛତା ପୋତି ନିଜ ଶିଷ୍ୟଙ୍କ ସହ ରହିଲେ ।
ମାତ୍ର ଭକ୍ତ ଜଗନ୍ନାଥ ତାହାକୁ ଘୋରି ଭାବବିହ୍ୱଳ ଅବସ୍ଥାରେ ମଠ କାନ୍ଥରେ ଲେପିଦେଲେ ।
ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ ଦଶନାମୀ ସନ୍ୟାସୀ ମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ ଉତ୍ସୃଷ୍ଟି ।
ଏହାଛଡ଼ା ପୁରୀ ଗୋବର୍ଦ୍ଧନ ମଠର ଦଶମ ଶଙ୍କରାଚାର୍ଯ୍ୟ ତଥା ଭାଗବତର ଟୀକାକାର ଶ୍ରୀଧର ସ୍ୱାମୀ ଓ ବିକ୍ଷାତ ଦାର୍ଶନିକ ବଳଦେବ ବିଦ୍ୟାଭୂଷଣ ଏଠାରେ ଜନ୍ମ ନେଇଥିଲେ ।
ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ।
ଜଗନ୍ନାଥଙ୍କ ଦୈନନ୍ଦିନ ନୀତିକୁ ବାଦ୍ ଦେଲେ ବାର୍ଷିକ ଯାତ୍ରା ଉତ୍ସବ, ପର୍ବପର୍ବାଣିରେ କେତେକ ନୀତି ସମ୍ପାଦନା ପାଇଁ ସେବକମାନେ ଚଳନ୍ତି ପ୍ରତିମାମାନଙ୍କୁ ଘଣ୍ଟ , ଛତା , କାହାଳୀ ସହ ଶ୍ରୀମନ୍ଦିରର ବାହାରେ ଥିବା ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀ, ମଠ ଓ ତୀର୍ଥ ଆଦିକୁ ନେଇ ସେଠାରେ ପରମ୍ପରା ଅନୁଯାୟୀ ରୀତିନୀତି ସମ୍ପାଦନା କରନ୍ତି।
ବର୍ତ୍ତମାନ ମଠର ଟ୍ରଷ୍ଟିଙ୍କୁ ଦୟଣାଚୋରି ନୀତି ପାଇଁ ଖଣ୍ଡୁଅା ପ୍ରଦାନ କରାଯାଉଛି ।