<< moisturise moisturiser >>

moisturised Meaning in Odia (Oriya). ( moisturised ଶବ୍ଦର ଓଡିଆ ଅର୍ଥ)



ଆର୍ଦ୍ରତା,

ଅଧିକ ପ୍ରସ୍ତୁତ କରନ୍ତୁ |,

moisturised తెలుగు అర్థానికి ఉదాహరణ:

ହାରାହାରି ତାପମାତ୍ରା ୨୩° ସେଲସିୟସ୍‍ରୁ ୩୨° ସେଲସିୟସ୍ ମଧ୍ୟରେ ରହିଥାଏ ଓ ଆପେକ୍ଷିକ ଆର୍ଦ୍ରତା ପ୍ରାୟ ୮୩% ।

|ପାଣିପାଗର ପରିବର୍ତ୍ତନ, ବାୟୁ ଚାପ, ଏକ ସ୍ଥାନରୁ ଅନ୍ୟ ସ୍ଥାନର ଉତ୍ତାପ ଓ ଆର୍ଦ୍ରତାର ଫରକ ଉପରେ ନିର୍ଭର କରେ ।

ବଙ୍ଗୋପସାଗର ସହିତ ଲାଗିଥବାରୁ ବୃଷ୍ଟିପାତର ମାତ୍ରା ସାମାନ୍ୟଠାରୁ ଅଧିକ ଓ ଆର୍ଦ୍ରତା ୮୦% ପର୍ଯ୍ୟନ୍ତ ହୋଇଥାଏ ।

ନଭେମ୍ବରରୁ ଫେବୃଆରୀଯାଏଁ ଶୁଖିଲା ଜଳବାୟୁ ରହିଥାଏ ଯେଉଁ ସମୟରେ କି ମଧ୍ୟମ ଧରଣର ଆର୍ଦ୍ରତା ଦେଖାଯାଏ ଓ କିଛି ଗରମ ଓ କିଛି ଶୀତ ଅନୁଭୂତ ହେଇଥାଏ।

|୧୭୪୦ ଦଶନ୍ଧିରେ ବେଞ୍ଜାମିନ୍ ଫ୍ରାଂକଲିନ୍ ନିଜର Aurora Borealis, Suppositions and Conjectures towards forming an Hypothesis for its Explanation ଲେଖାରେ କହିଥଲେ ଯେ ମେରୁ ନିକଟରେ ଚାର୍ଜିତ କଣିକାଙ୍କ ଘନତା ବଢ଼ିଯାଏ, ତା’ ସହିତ ତୁଷାର ଓ ଆର୍ଦ୍ରତା ଯୋଗୁଁ ଅଧିକ ହୋଇ ଧ୍ରୁବୀୟ ଜ୍ୟୋତି ସୃଷ୍ଟି ହୁଏ ।

ବ୍ରହ୍ମପୁତ୍ର ସମତାଳୀୟ ଅଞ୍ଚଳରେ ଥିବା ହେତୁ ଏଠାକାର ଜଳବାଯୁରେ ଆର୍ଦ୍ରତା  ରହିଥାଏ ।

| ଆଧାର |୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ|ଓଡ଼ିଆ ଖାଦ୍ୟ ଜୋଗ୍ରେନ ସିଣ୍ଡ୍ରୋମ୍ (ଇଂରାଜୀ ଭାଷାରେ Sjögren's syndrome ବା SjS, SS) ଏକ କ୍ରନିକ ରୋଗ ବା ଦୀର୍ଘକାଳୀନ ଅଟୋଇମ୍ମ୍ୟୁନ ବେମାରୀ ଯେଉଁଥିରେ ଆର୍ଦ୍ରତା ପ୍ରସ୍ତୁତକାରୀ ଗ୍ରନ୍ଥି ପ୍ରଭାବିତ ହୁଅନ୍ତି ।

ଏହା ଦକ୍ଷିଣ ଏସିଆର ବୃହତ୍ ସ୍ଥଳଭାଗଦ୍ୱାରା ପ୍ରଭାବିତ ହୋଇଥାଏ | ମାଳଦ୍ୱୀପ ବିଶ୍ୱର ସର୍ବନିମ୍ନ ଉଚ୍ଚତା ଥିବା ଦେଶ, ତେଣୁ ତାପମାତ୍ରା ଏବଂ ଆର୍ଦ୍ରତା କ୍ରମାଗତ ଅଧିକ ରୁହେ ।

ଏହି ସବୁ ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ, ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତା, ସ୍ଥିର ଜଳରାଶି ପ୍ରଭୃତି ମଶାମାନଙ୍କ ଲାର୍ଭାର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ।

ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରକାରର ସାପ ଦେଖିବାକୁ ମିଳିଥା’ନ୍ତି ।

|ଦେଶର କେନ୍ଦ୍ରୀୟ ଉଚ୍ଚଭୂମିର ଆର୍ଦ୍ରତା, ଥଣ୍ଡା ତାପମାତ୍ରା ଏବଂ ବର୍ଷା ଜଳବାୟୁ ହିଁ ଏଠାରେ ଉଚ୍ଚମାନର ଚା ଉତ୍ପାଦନ ପାଇଁ ଅନୁକୁଳ ପାଗ ଯୋଗାଏ ।

| ଆଧାର |୧୯୫୦ ଜନ୍ମ|୨୦୨୦ ମୃତ୍ୟୁ|ଓଡ଼ିଆ ଲୋକ|ମାଲକାନଗିରି ଜିଲ୍ଲାର ଲୋକ|୮ମ ଓଡ଼ିଶା ବିଧାନ ସଭାର ସଭ୍ୟ ଟ୍ରେଞ୍ଚ ଫୁଟ ବା ଖାଇ ପାଦ ଏକ ପ୍ରକାର ରୋଗ ଯେଉଁଥିରେ ଆର୍ଦ୍ରତା ଯୋଗୁ ପାଦର କ୍ଷତି ହୋଇଥାଏ ।

ଯାହା ଫଳରେ ମାଟି ଥଣ୍ଡା ରହିବା ସହିତ ଆର୍ଦ୍ରତା ବଜାୟ ରହିଥାଏ ।

moisturised's Usage Examples:

Don"t let well-moisturised skin fool you!" (Tweet) – via Twitter.


ocean during the summer khareef monsoon, while the hot Tihamah plain is moisturised by some rainfall and the generally high humidity of the Red Sea.


creams include a humectant for softer consistency and keeping the lather moisturised.


deep conditioners penetrate the cuticle better leaving the hair more moisturised.


remains only a face on a large piece of skin that must be continually moisturised, with her brain in a vat below.


Academy of Dermatology recommends to keep the facial skin clean and moisturised to avoid having skin diseases.


Blending over moisturised skin with a wet sponge can also help compensate for the lack of slip.


In addition to soap, lather shaving creams include a humectant for softer consistency and keeping the lather moisturised.



Synonyms:

moisturize, hydrate, wash, dampen, moisten, humidify,

Antonyms:

dehumidify, dehydrate, stay, dirty, handwash,

moisturised's Meaning in Other Sites