<< mirths miry >>

mirving Meaning in Odia (Oriya). ( mirving ଶବ୍ଦର ଓଡିଆ ଅର୍ଥ)



ପ୍ରତିବିମ୍ବ,

Noun:

ଇର୍ଭିଙ୍ଗ୍ |,

mirving తెలుగు అర్థానికి ఉదాహరణ:

କଳାକାରଟି ଜଦି ଆଖପାଖର ସମାଜ ଓ ଘରଣାବଳୀକୁ ପ୍ରତିବିମ୍ବିତ ନକରେ, ତେବେ ସେ ଗତିହିନ ହୋଇପଡେ ।

 ସମସ୍ତ କ୍ଷୁଦ୍ରକଣିକାର ନିଜର ଏକ ପ୍ରତିବିମ୍ବ ସ୍ୱରୂପ ବିକ୍ଷୁଦ୍ରକଣିକା (Anti-Particle) ମଧ୍ୟ ରହିଛି ।

ଏହା ଭାରତମାତାଙ୍କୁ ଏକ|ସ୍ତ୍ରୀ ରୂପେ ଓ ନବସ୍ଥାପିତ ବିଧିର ଧାରଣ କରୁଥିବା ଭାରତୀୟ ଗଣରାଜ୍ୟକୁ ଏକ ସନ୍ତାନ ରୂପେ ପ୍ରତିବିମ୍ବିତ କରୁଛି, ଅର୍ଥାତ୍ ଜଣେ ମା ନିଜ ସନ୍ତାନକୁ ଆଶ୍ରୟ ଦେଉଥିବା ପରିସ୍ଥିତିକୁ ଦର୍ଶାଉଛି ।

ସେହି ପ୍ରତିବିମ୍ବକୁ ଧାନ କରି ପୂଜାପଣ୍ଡା ପ୍ରସାଦ ନୈବେଦ୍ୟ କରିଥାନ୍ତି ।

| ପ୍ରତିବିମ୍ବ |ନିର୍ଦିଷ୍ଟ କେତେକ କାରଣକୁ (ଯାହାକୁ ଲାଲ୍ ପତାକା କାରଣ କୁହାଯାଏ) ଛାଡିଦେଲେ ଏକ୍ସରେ, ସିଟି ସ୍କାନ୍, ଏମ୍ ଆର୍ ଆଇ ଇତ୍ୟାଦି ପ୍ରତିବିମ୍ବ (Image)ପରୀକ୍ଷା ସାଧାରଣ କଟି ବ୍ୟଥାରେ କରାଯାଏ ନାହିଁ ।

ବିଜେତା ୱିଲିୟମ ଏହି କାର୍ଯ୍ୟକ୍ରମରେ ଟିକେ ପରିବର୍ତ୍ତନ ଆଣିଲେ: ପ୍ରଥମତଃ, ଲିଖିତାଦେଶଗୁଡ଼ିକୁ ଆଙ୍ଗ୍ଲୋ-ସାକ୍ସୋନ ପରିବର୍ତ୍ତେ ଲାତିନ ଭାଷାରେ ଲେଖାଗଲା, ଦ୍ବିତୀୟତଃ, ସେଥିରେ ଅଧିକରୁ ଅଧିକ ରାଜକୀୟ ଆଦେଶ ଓ ନିର୍ଦ୍ଦେଶ ପ୍ରତିବିମ୍ବିତ ହେବାକୁ ଲାଗିଲା ।

ଯେତେବେଳେ ମିସ୍ତ୍ରର ସୈନିକ ମାନେ ପାଖାପାଖି ୧୫୦୦BCରେ ଦକ୍ଷିଣ-ପଶ୍ଚିମ ଏସିଆରେ ବିଜୟ ପ୍ରାପ୍ତ କରିଥିଲେ ସେତେବେଳେ , ମେସୋପୋଟାମିୟା ସହିତ ସାଂସ୍କୃତିକ ସମ୍ବନ୍ଧ ପୁଣିଥରେ ମଜବୁଦ୍ ହୋଇଗଲା ଏବଂ ମିସ୍ତ୍ରର ବାଦ୍ୟ-ଯନ୍ତ୍ର ମଧ୍ୟ ଏସିଆ ସଂସ୍କୃତିର ଭାରି ପ୍ରଭାବକୁ ପ୍ରତିବିମ୍ବିତ କରିଥିଲା ।

ଲାଲ ପତାକା ଚିହ୍ନ ନ ଥାଇ ପ୍ରଥମ ଚାରି ସପ୍ତାହ ମଧ୍ୟରେ ପ୍ରତିବିମ୍ବ ପରୀକ୍ଷା ବିଶେଷ ଫଳପ୍ରଦ ହୁଏ ନାହିଁ ।

|ଐତିହାସିକା ଓ ଲେଖିକା ରୋମିଲା ଥାପରଙ୍କ ମତରେ ଏକ ନଦୀ ପୌରାଣିକ ଆଖ୍ୟା ପାଇଲା ପରେ ଏହାର ନାମ ଅନେକ ନଦୀରେ ପ୍ରତିବିମ୍ବିତ ହୁଏ ।

| ରୋଗ ନିର୍ଣ୍ଣୟ | ରକ୍ତ ପରୀକ୍ଷା ଓ ପ୍ରତିବିମ୍ବ (Imaging) |ମେନିଞ୍ଜାଇଟିସ ସନ୍ଦେହ କଲେ ପ୍ରଦାହର ସୂଚକ ଦେଖିବା ନିମନ୍ତେ ରକ୍ତ ପରୀକ୍ଷା କରାଯାଏ ।

mirving's Meaning in Other Sites