<< miraculously mirador >>

miraculousness Meaning in Odia (Oriya). ( miraculousness ଶବ୍ଦର ଓଡିଆ ଅର୍ଥ)



ଚମତ୍କାର,

ଚମତ୍କାର |,

People Also Search:

mirador
mirage
mirages
miranda
mire
mired
mirer
mires
miri
miriam
mirier
miriest
miring
mirk
mirker

miraculousness తెలుగు అర్థానికి ఉదాహరణ:

ସେ ସେହି ସିଜନରେ ଗୁଜରାଟ ସହ ମେଚରେ ୯ ତି ୱିକେଟ ନେବା ସହ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ସିଜନରେ ୨୫ଟି ୱିକେଟ  ମାତ୍ର ୧୮.୭୨ ହାରରେ ନେଇଥିଲେ ।

|ଉତ୍ତର ଗ୍ୟାଲେରିର ପଶ୍ଚିମ ପଟେ ରାଜାଙ୍କ ଶୋଭାଯାତ୍ରାରେ କ୍ରୀଡ଼ାବିତ୍, ଚମତ୍କାର ଖେଳ ଦେଖାଉଥିବା ମନୋରଞ୍ଜନକାରୀ, ବିଭିନ୍ନ ପଶୁମାନଙ୍କର ଶୋଭାଯାତ୍ରା, ଜଙ୍ଗଲରେ ବସିଥିବା ସାଧକ, କ୍ଷ୍ମେର୍ ଓ ଚାମ୍ ସେନା ମଧ୍ୟରେ ଯୁଦ୍ଧ ଆଦିର ଶିଳାଚିତ୍ର ରହିଛି ।

ପାପୁଲିରେ ସୁନ୍ଦରଭାବେ ଅଳତା ଲଗେଇବାଦ୍ୱାରା ନୃତ୍ୟର ହସ୍ତମୁଦ୍ରାଗୁଡିକ ଚମତ୍କାର ଦେଖାଯାଏ ।

ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -|ପଦ୍ମାଳୟା ପଦ୍ମକରଂ|ପଦ୍ମପତ୍ର ନିଭେକ୍ଷଣାମ୍|ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍ |ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାର ଗୋଲାପର ଆଖ୍ୟାଦିଆଯାଇଛି ।

ଏତଦ୍‍ବ୍ୟତୀତ ଏଠାର ହାତୀଦାନ୍ତର କାମ ମଧ୍ୟ ବେଶ୍ ଚମତ୍କାର. କଟକରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ନାନା ଶୈ‍କ୍ଷିକ ଅନୁଷ୍ଠାନ ଯଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ରହିଛି ।

|ବିଶ୍ୱାସ କରାଯାଏ ଯେ ମନ୍ଦିରର ଗର୍ଭଗୃହର ଛାତରେ ଚମତ୍କାରୀ ଋତୁଚକ୍ରୀ ପଥର ଖଚିତ ହୋଇଛି ଯାହା ଫଳରେ ବର୍ଷା ଆଗମନର ଏକ ସପ୍ତାହ ପୂର୍ବରୁ ଏଥିରୁ ପାଣି ବୁନ୍ଦା ଝରିଥାଏ ।

ନାଗମୁଚଳିନ୍ଦ, ସ୍ରବସ୍ତି ଚମତ୍କାର ଓ ଏପରି ଅନ୍ୟ କିଛି ବୌଦ୍ଧ ସାଙ୍କେତିକ କଳା ଏହି ଗୁମ୍ଫାରେ ରହିଛି ।

ଦୈତ୍ୟରାଜ ବୃଷପର୍ବଣଙ୍କ ଏକ ଯଜ୍ଞ ନିମିତ୍ତ ବିନ୍ଦୁ ସରୋବର ନିକଟରେ ଏକ ନିଆରା ସଭାଗୃହ ନିର୍ମାଣ କରି ସେ ନିଜର ଚମତ୍କାର କାରିଗରୀ ବିଦ୍ୟା ପ୍ରଦର୍ଶନ କରିଥିଲେ ।

ରୋନାଲ୍ଡିନୋଙ୍କ ଚମତ୍କାର ଫୁଟବଲ ଖେଳରେ ପ୍ରତିଦ୍ୱନ୍ଦୀ ଦଳର ସମର୍ଥକମାନେ ବିଶେଷ ପ୍ରଭାବିତ ହୋଇ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ ।

ଅନ୍ୟାନ୍ୟ ଚିତ୍ର ମଧ୍ୟରେ ସ୍ରବସ୍ତି ଚମତ୍କାର, ଅଷ୍ଟଭୟ ଅବଲୋକିତେଶ୍ୱର ଓ ମାୟାର ସ୍ୱପ୍ନ ପ୍ରଭୃତି ଉଲ୍ଲେଖଯୋଗ୍ୟ ।

 | ଖେଳ ଜୀବନୀ |ତାଙ୍କର ପ୍ରଥମ ରଣଜୀ ପଦାର୍ପଣରେ କରୁଣ ଚମତ୍କାରପ୍ରଦର୍ଶନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

୨୦୧୧ ମସିହା ବିଶ୍ୱ କପ କ୍ରିକେଟରେ ମଧ୍ୟ ଯୁବରାଜ ଚମତ୍କାର ପ୍ରଦର୍ଶନ କରିବା ଫଳରେ ଭାରତ ଚମ୍ପିୟାନ ହେଇଥିଲା ଓ ଯୁବରଜ ସେଥିରେ "ପ୍ଲେୟାର ଅଫ ଥି ଟୁର୍ଣମେଣ୍ଟ" ବା ଶ୍ରେଷ୍ଠ ଖେଳାଳି ଘୋଷିତ ହେଇଥିଲେ ।

ଏଠାରୁ ନନ୍ଦା ଦେବୀ , କେଦାରନାଥ ଆଦି ନରଫାବୃତ ଶ୍ରୁଙ୍ଗ ସବୁ ଦୃଷ୍ଟି ଗୋଚର ହେଇ ସନ୍ଧ୍ଯା ସମୟରେ ସୂର୍ଯ୍ୟର ଆଲୋକ ପଡି ଚମତ୍କାର ରାଗ ଦେଖାଯାଇଥାଏ ।

miraculousness's Usage Examples:

the revelations produced by Muhammad and thus suggesting the Quran miraculousness include: Q2:23 And if you (Arab pagans, Jews, and Christians) are in.


we find inspiration for art and where we find love, and the kind of miraculousness of just being alive and having a life.


The miraculousness of these verse is said to come from the resemblance of the human embryo.


intensity in this image, such spontaneity, such joie de vivre, such miraculousness, that even today it still bowls me over.


The doctrine of the miraculousness of the Quran is further emphasized by Muhammad"s illiteracy since the.


the conditions of life, creating sudden good fortune ("instantaneous miraculousness") for the person opening to it.


The concept of miraculousness of the Qur"an was understood as soon as it was revealed by Muhammed.



miraculousness's Meaning in Other Sites