<< miniature poodle miniatures >>

miniatured Meaning in Odia (Oriya). ( miniatured ଶବ୍ଦର ଓଡିଆ ଅର୍ଥ)



କ୍ଷୁଦ୍ର,

Noun:

କ୍ଷୁଦ୍ର ପ୍ରତିକୃତି, ଥମ୍ବନେଲ୍ |,

Adjective:

ଛୋଟ, ଭଲ,

miniatured తెలుగు అర్థానికి ఉదాహరణ:

ଆଇନଷ୍ଟାଇନଙ୍କ ମତରେ ଆଲୋକ ତରଙ୍ଗ ନୁହେଁ, ବରଂ ଏଥିରେ ଅନେକ ଶକ୍ତିର ଛୋଟ ଛୋଟ ପୁଡ଼ା ବହନ କରୁଥିବା କ୍ଷୁଦ୍ରକଣ ପଦାର୍ଥ (ଫୋଟୋନ୍) ଥାଆନ୍ତି ।

ତାଙ୍କ ରଚନାଗୁଡ଼ି ମୁଖ୍ୟତଃ ଅଲଗା ଅଲଗା ସ୍ୱୟଂସମ୍ପୂର୍ଣ୍ଣ କ୍ଷୁଦ୍ରଗୀତ ଭାବେ ଦେଖାଯାଏ ।

|ଗୁମ୍ଫା ୧୦ରେ ବିହାର, ଗୀର୍ଜାଘର ପରି ଏକ ପୂଜା ଗୃହ, ପଛ କାନ୍ଥରେ ୪ଟି ଓ ଡାହାଣ ପଟ କାନ୍ଥରେ ୪ଟି ଲେଖାଏଁ କରି ଧ୍ୟାନ କରିବା ପାଇଁ ୮ଟି କ୍ଷୁଦ୍ର ପ୍ରକୋଷ୍ଠ ଓ ସାମନା ପଟକୁ ଏକ ବାରଣ୍ଡା ରହିଛି ।

ଆନି କ୍ଷୁଦ୍ର ଗଳ୍ପ ତ‌ଥା ଛୋଟ ପିଲା ମାନ‌ଙ୍କ ପାଇଁ ବ‌ହି ଲେଖୁଥିଲେ ।

ଏହି କ୍ଷୁଦ୍ର ରୂପର ବ୍ୟବହାର ସେତେଟା ପସନ୍ଦ କରାଯାଉନଥିଲେ ବି ମଧ୍ୟଯୁଗୀୟ ଈଂରାଜୀରେ ଏହାର ଅଧିକ ବ୍ୟବହାର ଦେଖାଯାଇଛି (Χρ̄es masse ଶବ୍ଦରେ Χριστόςର କ୍ଷୁଦ୍ରରୂପ ହେଲା "Χρ̄") ।

|ଅଧିକାଂଶ କ୍ଷେତ୍ରରେ କୌଣସି କାରଣ ବଶତଃ ଗୋଟିଏ ବଡ଼ ଖଣ୍ଡ କ୍ଷୁଦ୍ରାନ୍ତ୍ର ଅପରେଶନ କରି କାଢ଼ିଦିଆଗଲା ଏହି ରୋଗ ହୁଏ ।

|ବାକି ସାତଟି କବିତା ଦ୍ୱିତୀୟ ଭାଗରେ ଅଛି, ସେସବୁ ହେଲା:|ପ୍ରଳୟ ଦୁନ୍ଦୁଭି|ଉନ୍ମାଦ|ଆର୍ଯ୍ୟ ବାହିନୀ|ବିଜୟବନ|ଜାତୀୟ ପତାକା|ସମର ସଙ୍ଗୀତ|ଏ ଦେଶ| ଉପନ୍ୟାସ ଓ ଗଳ୍ପ |ତାଙ୍କର ଉପନ୍ୟାସ କଣାମାମୁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ ଦୁଇଟି ଉଲ୍ଲେଖନୀୟ ଗଦ୍ୟ ରଚନା ।

ଏହି ଷଢ଼େଇରେ ଗୋଟିଏ କ୍ଷୁଦ୍ର କଣାଟିଏ କରି ବାଉଁଶଟିଏ ଯୋଡ଼ାଯାଏ ଏବଂ ଘୋଡ଼ାକେଶକୁ ସୂତା ଭାବରେ ବ୍ୟବ‌ହାର କାରଯାଇଥାଏ ।

ମରାମତି ସମୟରେ ଏଠାରୁ ସୂର୍ଯ୍ୟମୂର୍ତ୍ତି, ଚାରିଭୂଜା ମହିଷାମର୍ଦ୍ଦିନୀ, ଅଷ୍ଟଭୂଜା ଚାମୁଣ୍ଡା, ଚାରିଭୂଜା ଚାମୁଣ୍ଡା ପାର୍ବତୀମୂର୍ତ୍ତି, ଗଣେଶମୂର୍ତ୍ତି, ପ୍ରାଚୀନ ମନ୍ଦିରର ବଜ୍ରମସ୍ତକ, ଆମଳକ ଶିଳା, ଅନେକ ପ୍ରାଚୀନ ସ୍ତମ୍ଭର ଉପରିଭାଗ, ମିଥୁନମୂର୍ତ୍ତି, କ୍ଷୁଦ୍ରକ୍ଷୁଦ୍ର ବୌଦ୍ଧ ସ୍ତୂପ ଭଳି ପଥରଖଣ୍ଡ ଯେଉଁଥିରେ କି ପୂଜକ ଶିବଲିଙ୍ଗକୁ ପୂଜା କରୁଥିବାର ଦୃଶ୍ୟ ଖୋଦିତ ହୋଇଛି, ତାନ୍ତ୍ରିକ ମନ୍ଦିରର ଉପରିଭାଗ ଆଦି ମିଳିଛି ।

| ଜୀବନୀ |ପଞ୍ଜାବର ଅମୃତସର ନିକଟସ୍ଥ ରସୁଲପୁର କାଲାନ ନାମକ ଏକ କ୍ଷୁଦ୍ର ସହରରେ ଜନ୍ମ ଗ୍ରହଣ କରିଥିବା ଖୁସ୍‍ବିର୍ ୫ କିଲୋମିଟର ଓ ୧୦ କିଲୋମିଟର ଚାଲିବା ଦୌଡ଼ରେ ଜୁନିଅର ସ୍ତରର ଜାତୀୟ ରେକର୍ଡ଼୍ ସ୍ଥାପନ କରିଥିଲେ ।

ଜୀବାଶ୍ମ, କୋରାଲ ଓ କ୍ରୀଷ୍ଟାଲକୁ ନେଇ ତାଙ୍କର ଏକ କ୍ଷୁଦ୍ର ସଂଗ୍ରହାଳୟ ରହିଛି ।

ସେମେଟି, ସାଧାରଣତଃ ଉକେଠାରୁ ବୟସରେ ବଡ଼ ଓ ଡେଙ୍ଗା ହୋଇଥାଏ ଏବଂ ତାହାର ଥୋଡିଟି ଶକ୍ତ, କେଶ ଛୋଟ, କ୍ଷୁଦ୍ର ଆଖି ତଥା ଅଧିକ ପୌରୁଷିକ ବା ମାଚୋ ହୋଇଥାଏ ।

miniatured's Usage Examples:

the right to the exclusive tooling designed by Ziebart which he then miniatured for easier processing.


in the thesis, which means both "a county in central China" and "China miniatured in a county," according to the author himself.


She had miniatured everybody, and the royal family, and she had maintained her earnest gay.


He has painted and miniatured on metal surfaces At the age of 15, he started working in the field of.



miniatured's Meaning in Other Sites