minedetector Meaning in Odia (Oriya). ( minedetector ଶବ୍ଦର ଓଡିଆ ଅର୍ଥ)
ଖଣିଜ ପଦାର୍ଥ,
ମାଇନ୍ ଡିଟେକ୍ଟର |,
People Also Search:
minefieldminefields
minehead
minelayer
miner
mineral
mineral dressing
mineral extraction
mineral jelly
mineral oil
mineral pitch
mineral resources
mineral water
mineralisation
mineralised
minedetector తెలుగు అర్థానికి ఉదాహరణ:
ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ୱବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ ।
ଏହି ଅରଣ୍ୟଞ୍ଚଳ ରେ ବହୁ ଖଣିଜ ପଦାର୍ଥ ରହିଥିଲେ ମଧ୍ୟ ଗମନାଗମନ ସୁବିଧା ଅଭାବରୁ ତାହାର ସଦୁପୋଯୋଗ ହୋଇ ପାରି ନଥିଲା ।
ଏହା ଛଡା ଭାରତର ବିଭିନ୍ନ ଖଣିଜ ପଦାର୍ଥର ସିଙ୍ଘଭାଗ ଓଡ଼ିଶାରେ ହିଁ ଅଛି।
ଖାଦ୍ୟ ଶସ୍ୟରେ ବାର୍ଲି, ଓଟସ୍, କାମମା, ଜୋୱାର, ମିଲେଟ, ଧାନ, ତେଲ ଏବଂ ସୋରିଷର ଏକ ପ୍ରମୁଖ ସ୍ଥାନ ରହିଛି | ମାଳଭୂମି ଏବଂ ବେଳାଭୂମିରେ ମଧ୍ୟ ଗହମ ଚାଷ କରାଯାଏ | ଖଣିଜ ପଦାର୍ଥ ମଧ୍ୟରେ ଲୁଣ ଏବଂ ଚୂନ ପଥର ପ୍ରମୁଖ ।
ଏହା ବ୍ୟତୀତ ଲୁହା, ସୁନା, ଟିଣ ଓ ଅନେକ ଅଧାତବ ଖଣିଜ ପଦାର୍ଥ ଆଣ୍ଡିଜରୁ ମିଳିଥାଏ ।
|ହିମାଳୟ ବିଭିନ୍ନ ଖଣିଜ ପଦାର୍ଥ ଓ ମୂଲ୍ୟବାନ୍ ପଥରର ଉତ୍ସ ।
ସଞ୍ଚାରିତ ଧୂଳିକଣିକାମାନ ବର୍ଷାଦ୍ୱାରା ତାକଲାମାକାନରୁ ନେଇ ଆମେରିକା ପର୍ଯ୍ୟନ୍ତ ଅନେକ ଖଣିଜ ପଦାର୍ଥର ପ୍ରାକୃତିକ ବିତରଣ କରିଥାନ୍ତି ।
|ଗୀତ|ଆଧାର|ବାହାର ଆଧାର|୨୦୨୦ର ଓଡ଼ିଆ କଥାଚିତ୍ର|ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଟନସିଲ ପଥର (Tonsil stones), ଅନ୍ୟ ନାମ ଟନସିଲୋଲିଥ ରୋଗରେ ଟନସିଲ ମଧ୍ୟରେ ଥିବା ଫାଙ୍କମାନଙ୍କରେ ଖାଦ୍ୟ ଅବଶେଷ ରହି ଖଣିଜ ପଦାର୍ଥରେ ପରିବର୍ତ୍ତିତ ହୋଇଯାଏ ।
|ଲୁଣ ଖଣି, ସମୁଦ୍ର ପାଣି ଓ ଖଣିଜ ପଦାର୍ଥ ଥିବା ଅଗଭୀର ଜଳାଶୟରୁ ଲୁଣ ନିଷ୍କାସନ କରାଯାଏ ।
ଖଣିଜ ପଦାର୍ଥରୁ ଏହା ଅତି ଅଳ୍ପ ପରିମାଣରେ ମିଳିଥାଏ; spodumene (LiAl(SiO3)2), amblygonite (Li,Na)AlPO4(F,OH)), lepidolite (KLi2Al(Al,Si)3O10(F,OH)2). ବ୍ୟବସାୟିକ ଭାବେ ବ୍ୟବହୃତ ଅଧିକାଂଶ ଲିଥିୟମ ବ୍ରିନ୍ସ୍ (brines)ରୁ ମିଳିଥାଏ ।
ଖଣିଜ ପଦାର୍ଥରେ ପରିବର୍ତ୍ତିତ ନହୋଇଥିଲେ ତାହାକୁ କ୍ରନିକ କେଜିଅସ ଟନସିଲାଇଟିସ୍ ( CCT ) କୁହାଯାଏ | ଖରାପ ନିଶ୍ୱାସ ନିର୍ଗତ ହୁଏ | ସାଧାରଣତଃ କୌଣସି ଯନ୍ତ୍ରଣା ହୁଏ ନାହିଁ, କିନ୍ତୁ ସେଠାରେ କିଛି ଜିନିଷ ଥିବାର ଅନୁଭବ ହୁଏ | |ବାରମ୍ଭାର ଗଳା ପ୍ରଦାହ ହେଉଥିଲେ ଏହି ରୋଗ ସଙ୍କଟ ରହେ ।
ଅର୍ବିଟର ମହାକାଶରୁ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ୍, କ୍ୟାଲସିୟମ୍ ଓ ଲୌହ ଭଳି ଶିଳା ସୃଷ୍ଟିକାରୀ ତତ୍ତ୍ୱ ସହ ଜଳ, ଖଣିଜ ପଦାର୍ଥ ଓ ହିଲିୟମ୍-୩ର ସନ୍ଧାନ କରିବ ।
ତେଣୁ ଖଣିଜ ପଦାର୍ଥ ଉତ୍ତୋଲଣ , ରପ୍ତାନି ଓ ବିଭିନ୍ନ ଧାତବ ପଦାର୍ଥ ଉତ୍ପାଦନ ଓଡ଼ିଶା ଅର୍ଥନୀତିକୁ ବିଶେଷ ଭାବେ ପ୍ରଭାବିତ କରି ଥାଏ।