<< micrometer gauge micrometre >>

micrometers Meaning in Odia (Oriya). ( micrometers ଶବ୍ଦର ଓଡିଆ ଅର୍ଥ)



ମାଇକ୍ରୋମିଟର,

Noun:

ମାଇକ୍ରୋମିଟର |,

micrometers తెలుగు అర్థానికి ఉదాహరణ:

| ଇତିହାସ ଓ ନାମକରଣ |ମାଇକ୍ରୋମିଟର ଶବ୍ଦଟି ଦୁଇଗୋଟି ଗ୍ରୀକ୍ ଶବ୍ଦରୁ ଆସିଛି ।

ଏହା ମାଇକ୍ରୋମିଟର ଭିତରେ ଥିବା ଦାଢ଼ ଉପରେ ନିର୍ଭର କରିଥାଏ ।

| କାର୍ଯ୍ୟ ଶୈଳୀ |ମାଇକ୍ରୋମିଟର ଯନ୍ତ୍ରଟି ଠିକ୍ ଗୋଟିଏ ଦାଆ ଆକୃତିର ହୋଇଥାଏ ।

ନିର୍ଦ୍ଦିଷ୍ଟ ପଦାର୍ଥ, କିମ୍ବା ସୂକ୍ଷ୍ମ ଧୂଳି, ସେମାନଙ୍କର ମାଇକ୍ରୋମିଟର ଆକାର PM 10ରୁ PM 2.5ଦ୍ୱାରା ବର୍ଣ୍ଣିତ ।

ମାତ୍ର ଉନ୍ନତ ମାଇକ୍ରୋମିଟର ଯୋଗେ ଅତି କମ୍‌ରେ ୧ ମାଇକ୍ରୋମିଟର ବା ୦.୦୦୧ ମିଲିମିଟର ପର୍ଯ୍ୟନ୍ତ ମାପ କରାଯାଇପାରେ ।

ତେଣୁ ଛୋଟ ଦୈର୍ଘ୍ୟର ମାପକୁ ମାଇକ୍ରୋମିଟର କୁହାଯାଏ ।

ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା ମାଇକ୍ରୋମିଟର (micrometer; ) ।

ଏହାକୁ ମାଇକ୍ରୋମିଟର ସ୍କୃ-ଗଜ୍ ମଧ୍ୟ କୁହାଯାଇଥାଏ ।

ମାଇକ୍ରୋମିଟରର ବେରେ ଲାଗିଥିବା ଟୋପିଟିକୁ ଘୂରାଇଲେ ତଳେ ଥିବା ଦାନ୍ତିଟି ଉପରକୁ ଗତିକରେ ।

ସାଧାରଣ ମାଇକ୍ରୋମିଟରଟିରେ ୦.୦୧ ମିଲିମିଟର ମାପ କରାଯାଇପାରେ ।

| ବ୍ୟବହାର |ମାଇକ୍ରୋମିଟରକୁ ଜ୍ୟୋତିର୍ବିଜ୍ଞାନ, ପାଣିପାଗ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଅତି ସୂକ୍ଷ୍ମ ମାପ ପାଇଁ ବ୍ୟବହାର କରାଯାଇଥାଏ ।

ତେବେ ୧୮୮୮ ମସିହାରେ ଏଡ଼ୱାର୍ଡ଼ ୱିଲିଆମ ମୋର୍ଲେ ଗୋଟିଏ ଉନ୍ନତ ମାନର ମାଇକ୍ରୋମିଟର ବାହାର କରିଥିଲେ ।

ତାହାର ବେର ଅଗ୍ରରେ ଲାଗିଥିବା ଟୋପିଟିକୁ ଘୂରାଇଲେ ମାଇକ୍ରୋମିଟରର ଦାନ୍ତଟି ବସ୍ତୁକୁ ଜୋରରେ ଜାବୁଡ଼ି ଧରେ ।

micrometers's Usage Examples:

brand featuring primarily measurement tools such as calipers, gauges, micrometers, and measuring tapes.


carbonate shell with a regular dodecahedral structure about 10 micrometers across.


Each ameloblast is a columnar cell approximately 4 micrometers in diameter, 40 micrometers in length and.


The sea surface microlayer (SML) is the top 1000 micrometers (or 1 millimeter) of the ocean surface.


The discovery of acid etching (producing enamel irregularities ranging from 5-30 micrometers in depth) of teeth to allow a micro-mechanical bond to the tooth allows good adhesion of the restoration to the tooth.


The kidney-shaped microspores are 32 to 50 micrometers long, each with evenly spaced smooth papillae.


barometers and micrometers, but he soon specialized in optics, making spherometers and objectives.


5 to 3 micrometers in diameter and typically appear in tetrads.


outside diameter, capillaries typically 5 micrometers inside diameter.


In optics, pinholes with diameter between a few micrometers and a hundred.


Lufkin is a brand featuring primarily measurement tools such as calipers, gauges, micrometers, and measuring tapes.


derived unit W cm−2 sr−1 µm−1, or watts divided by centimeters squared, steradians, and micrometers.


Pitch-diameter micrometers (aka thread mics) have a matching set of thread-shaped tips for measuring the pitch.



Synonyms:

micron, nanometre, micromillimetre, metric linear unit, micromillimeter, nanometer, mm, millimetre, millimicron, nm, millimeter,

micrometers's Meaning in Other Sites