<< metabolically metabolised >>

metabolise Meaning in Odia (Oriya). ( metabolise ଶବ୍ଦର ଓଡିଆ ଅର୍ଥ)



ମେଟାବୋଲିଜ୍,

Verb:

ମେଟାବୋଲିଜିମ୍ |,

metabolise తెలుగు అర్థానికి ఉదాహరణ:

ଏହା କୋଷ ପରଦାକୁ (cell membrane) ବା କବକର ମେଟାବୋଲିଜ୍ମ (metabolism) ପ୍ରଭାବିତ କରିପାରେ ।

ମାନବ ଶରୀରରେ ଅତ୍ୟଧିକ ମେଟାବୋଲିଜ୍ମ ହେଉଥିବାରୁ କାଟେକଲ ଗ୍ରୁପ, ଯେପରିକି କେଟାକଲ-ଓ-ମିଥାଇଲ ଟ୍ରାନସଫରେଜ, ଇଲେକଟ୍ରନ ଆକସେପ୍ଟର ହୋଇପାରେନାହିଁ ।

ଏଚ୍.ଆଇ.ଭି. ଯୋଗୁ କେତେକ ହର୍ମୋନ୍ ସୃଷ୍ଟି ହେବାରେ ବାଧା ପ୍ରାପ୍ତ ହୁଏ ଓ ସେଥି ଯୋଗୁ ଶ୍ୱେତ ସାର, ପୁଷ୍ଟି ସାର ଓ ଚର୍ବି ଜାତୀୟ ସାରମାନଙ୍କର ବିପାକ ବା ମେଟାବୋଲିଜ୍ମ (Metabolism) ବାଧା ପ୍ରାପ୍ତ ହୁଏ ।

|ଶରୀରର ଜୀବକୋଷ ମେଟାବୋଲିଜ୍ମ (cell metabolism) ବା ଚୟାପଚୟ ନିମନ୍ତେ ଅମ୍ଳଜାନ ଆବଶ୍ୟକ ।

ଉଦାହରଣ ସ୍ୱରୁପ ଭିଟାମିନ ଡି ମିନେରାଲ ମେଟାବୋଲିଜ୍ମରେ ହରମୋନ ଭଳି କାମ କରେ ଓ ଭିଟାମିନ ଏ ତନ୍ତୁ ବୃଦ୍ଧି ଓ ବିଭେଦନ (Differntiation) କରେ ।

|ଜୀବକୋଷ ନଷ୍ଟ ହୋଇଯିବା ଯୋଗୁ ଯକୃତଦ୍ୱାରା ବିଲିରୁବିନ ମେଟାବୋଲିଜ୍ଣ ହୋଇପାରେ ନାହିଁ ।

ଏହା କୋଷ ପରଦାକୁ (cell membrane) ପ୍ରଭାବିତ କରି କବକର ବୃଦ୍ଧିକୁ ରୋକିଦିଏ (stops fungal growth) ବା ତାହାର ମେଟାବୋଲିଜ୍ମକୁ ପ୍ରଭାବିତ କରେ ।

ଏହି ରୋଗ ନିମନ୍ତେ ଆଜନ୍ମ ମେଟାବୋଲିଜ୍ମ ଦୋଷ (Inborn errors of metabolism) ଏକ ସଙ୍କଟ ଦାୟକ ରୋଗ ।

ଏତଦ୍ୱାରା ମସ୍ତିଷ୍କର କୋଷଗୁଡିକରେ ଅମ୍ଳଜାନ ଅଭାବ ଯୋଗୁ ଆନେରୋବିକ୍ ମେଟାବୋଲିଜ୍ମ ହୋଇ ଲାକ୍ଟିକ ଏସିଡ ନିର୍ଗତ ହୁଏ ।

| ବିକାରୀଶରୀର କ୍ରିୟା |ବିଲିରୁବିନ ମେଟାବୋଲିଜ୍ନ ପ୍ରକ୍ରିୟା ପଥରେ ଅନେକ ପାଥୋଲୋଜିକାଲ(ରୋଗ ସୃଷ୍ଟିକାରୀ) ପ୍ରକ୍ରିୟାମାନଙ୍କର ଜଣ୍ଡିସ ଏକ ଲକ୍ଷଣ, ନିଜେ ଏକ ରୋଗ ନୁହେଁ ।

|ପଲିଫିନଲର (Polyphenol)s, ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭିଟ୍ରୋରେ (in vitro) ଥିଲେ ମଧ୍ୟ ଅତ୍ୟଧିକ ମେଟାବୋଲିଜ୍ମ ଯୋଗୁ ଭିଭୋରେ (in vivo) ଆଣ୍ଟିଅକ୍ସିଡାଣ୍ଟ ହୋଇପାରୁନି ।

ଗିଲବର୍ଟ ସିଣ୍ଡ୍ରୋମ ଓ କ୍ରଗଲର ନାଜ୍ଜର ସିଣ୍ଡ୍ରୋମ ଟାଇପ ୧ ଓ ୨ ରୋଗରେ ଜେନେଟିକ ଅବ୍ୟବସ୍ଥା ଜୋଗୁ ବିଲିରୁବିନ ମେଟାବୋଲିଜ୍ମ ସଠିକ ହୋଇ ନପାରି ଜଣ୍ଡିସ ହୁଏ ।

metabolise's Usage Examples:

Mexazolam is metabolised via the CYP3A4 pathway.


They can metabolise alcohol produced in fermenting fruit, but can still become intoxicated.


) Protein binding > 99%; half-life 4 hours; metabolised to diclofenac (minor); excretion.


microorganisms in the lake"s waters, including a chemolithotroph that metabolises hydrogen.


For example, the enzyme CYP2C19 metabolises several drugs, such as the anti-clotting agent Clopidogrel, into their.


A strain of the bacterium Pseudomonas mendocina metabolises benzoic acid, yielding 1,2-benzoquinone via catechol.


been shown not to enter the brain after administration and to reverse metabolise in vivo into clozapine which has a series of effects on the DREADDs as.


- and D-isomers are not allowed for infants - who lack the enzymes to metabolise these compounds.


Nicodicodine is metabolised in the liver by demethylation to produce 6-nicotinoyldihydromorphine, and subsequently further metabolised to dihydromorphine.


) Protein binding > 99%; half-life 4 hours; metabolised to diclofenac (minor); excretion urine (67%).


Nicocodeine is metabolised in the liver by demethylation to produce nicomorphine, also known as 6-nicotinoylmorphine, and subsequently further metabolised to morphine.


They continue to synthesize sugars which the slug then metabolises.


days during which time it ceases to eat and slowly wastes away as it metabolises its own body to provide energy to guard the eggs and young.



Synonyms:

digest, metabolize,

Antonyms:

expand, forbid, disallow,

metabolise's Meaning in Other Sites