meningitis Meaning in Odia (Oriya). ( meningitis ଶବ୍ଦର ଓଡିଆ ଅର୍ଥ)
ମେନିଞ୍ଜାଇଟିସ୍, ମେନିଞ୍ଜର ପ୍ରଦାହଜନକ ରୋଗ,
Noun:
ମେନିଞ୍ଜର ପ୍ରଦାହ,
People Also Search:
meningitisesmeningocele
meninx
meniscectomy
menisci
meniscus
meniscuses
menispermaceae
menispermum
menispermums
mennonite
meno
menology
menominee
menominees
meningitis తెలుగు అర్థానికి ఉదాహరణ:
ଜୀବାଣୁଦ୍ୱାରା ହୋଇ ମଧ୍ୟ ଭୁତାଣୁ ମେନିଞ୍ଜାଇଟିସ୍ ଭଳି ଜଣାପଡେ ।
ରୋଗ ନିର୍ଣ୍ଣୟ ପୂର୍ବରୁ ସମାନ୍ତରାଳ ଲକ୍ଷଣ ପ୍ରସ୍ତୁତ କରୁଥିବା ଅନ୍ୟ ରୋଗ ଯଥା:- ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome), ମାଲିଗନାଣ୍ଟ ହାଇପରଥର୍ମିଆ (malignant hyperthermia), ଆଣ୍ଟିକଲିନର୍ଜିକ ଟକ୍ସିସିଟି (anticholinergic toxicity), ଅଂଶୁଘାତ (heat stroke), ଓ ମେନିଞ୍ଜାଇଟିସ୍ ରୋଗମାନ ନ ଥିବା ନିର୍ଣ୍ଣୟ କରିବାକୁ ହେବ ।
ଯୁବକ ଅବସ୍ଥାରେ ନିମୋକୋକାଲ୍ ଅପେକ୍ଷା ମେନିଙ୍ଗୋକୋକାଲ ମେନିଞ୍ଜାଇଟିସ୍ର ମୃତ୍ୟୁ ହାର କମ(୩-୭%) ।
କୌଣସି ଜୀବାଣୁ ନ ମିଳିଲେ ଆସେପ୍ଟିକ୍ ମେନିଞ୍ଜାଇଟିସ୍ (Aseptic meningitis) ନାମ ଦିଆଯାଏ ।
ପ୍ରାୟ ୧୪% ରୋଗୀଙ୍କର ଜଟିଳ ମେନିଞ୍ଜାଇଟିସ୍ ହୁଏ ।
ବ୍ରାଜିଲରେ ପ୍ରତି ଏକ ଲକ୍ଷ ଲୋକରେ ୪୫.୮ ଲୋକ ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ରୋଗ ଭୋଗନ୍ତି ।
| ଇତିହାସ |କିଛି ଲୋକଙ୍କ ମତରେ ଗ୍ରୀକ ଚିକିତ୍ସକ ହିପୋକ୍ରାଟେସ୍ ମେନିଞ୍ଜାଇଟିସ୍ ବିଷୟରେ ଅବଗତ ଥିଲେ ।
| ପରଜୀବୀ ଜନିତ |ମେନିଞ୍ଜାଇଟିସ୍ କରୁଥିବା ସାଧାରଣ ପରଜୀବୀଙ୍କର ନାମ: ଆଞ୍ଜିଓସ୍ଟ୍ରୋଙ୍ଗିଲସ୍ କ୍ୟାଣ୍ଟେନୋସିସ୍ (Angiostrongylus cantonensis), ନାଥୋସ୍ଟୋମା ସ୍ପିନିଜେରମ୍ (Gnathostoma spinigerum) ଓ ସିସ୍ଟୋସୋମା (Schistosoma) ।
ଯକ୍ଷ୍ମା ମେନିଞ୍ଜାଇଟିସ୍ର ଜୀବାଣୁକୁ କଲ୍ଚର କରି ଜିଲ୍ନିଲ୍ସେନ୍ ପଦ୍ଧତିରେ ସ୍ଟେନ କରି ଚିହ୍ନି ହୁଏ, କିନ୍ତୁ ଏହା ସମୟ ସାପେକ୍ଷ ।
ଏହା ଫଳରେ ମେନିଞ୍ଜାଇଟିସ୍, ନିମୋନିଆ ଓ ଏପିଗ୍ଲୋଟାଇଟିସ ରୋଗ ହାର କମିଛି ।
ଏହା ଲକ୍ଷଣ ବିହୀନ ହୋଇପାରେ, କିମ୍ବା ମେନିଞ୍ଜାଇଟିସ୍, ଷ୍ଟ୍ରୋକ୍ ଲକ୍ଷଣ, ପାରେସିସ କିମ୍ବା ଟେବିସ ଡର୍ସାଲିସ ହୋଇପାରେ ।
ବାରମ୍ବାର ହେଉଥିବା ମେନିଞ୍ଜାଇଟିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୫୯ % ଲୋକଙ୍କର ଏହି ଦୋଷ ଥାଏ, ୩୬% ଲୋକଙ୍କର ପ୍ରତିରୋଧ ଅକ୍ଷମତା ଥାଏ ଓ ୫ % ଲୋକଙ୍କର ମେନିଞ୍ଜେସ୍ ନିକଟରେ ଥିବା ସଂକ୍ରମଣ ଯୋଗୁ ହୁଏ ।
ଯକ୍ଷ୍ମା ମେନିଞ୍ଜାଇଟିସ୍ରେ ବିଶେଷତଃ ଏଚ୍.ଆଇ.ଭି. ନ ଥିଲେ ଏହାଦ୍ୱାରା ବହୁତ ଉପକାର ହୁଏ ।
meningitis's Usage Examples:
referred to as meningococcus, is a Gram-negative bacterium that can cause meningitis and other forms of meningococcal disease such as meningococcemia, a life-threatening.
efforts to recover from spinal meningitis, Backus took up weight training and bulked up into a 290-pound strongman, despite concerns that such training would.
Herpesviral meningitis is meningitis associated with herpes simplex virus (HSV).
Ayton battled with meningococcal meningitis and septicaemia in 1995, when she was aged 14.
lead for Accelerated Immunization Initiatives: measles, rubella, epidemic meningitis and yellow fever control and Immunization in Emergencies at the United.
"[Comparative epidemiologic study of meningococcic cerebrospinal meningitis in temperate regions and in the meningitis belt in Africa.
The symptoms are the same for both meningitis and aseptic meningitis but the severity of the symptoms and the treatment can depend on the certain cause.
suggested that his death was caused by meningitis, but according to the semiofficial Mehr news agency, an Iranian medical examiner found that he had died.
associated complications such as brain abscess, meningitis, or subdural empyema.
established the study of comparative osteology and first described cerebrospinal meningitis.
(adsorbed)) Bexsero (for meningitis B) Boostrix (for tetanus toxoid, reduced diphtheria toxoid and acellular pertussis vaccine, adsorbed) Cervarix (human.
It causes the only form of bacterial meningitis known to occur epidemically, mainly in Africa and Asia.
infection caused by Neisseria meningitidis that can cause meningitis and blood poisoning.
Synonyms:
cerebromeningitis, brain fever, leptomeningitis, meningoencephalitis, choriomeningitis, infectious disease, cerebrospinal fever, encephalomeningitis, epidemic meningitis, cerebrospinal meningitis,