<< meet meet up with >>

meet up Meaning in Odia (Oriya). ( meet up ଶବ୍ଦର ଓଡିଆ ଅର୍ଥ)



ମେଲଣ, ହଠାତ୍ ଦେଖାଗଲା,

meet up తెలుగు అర్థానికి ఉదాహరణ:

|ପଞ୍ଚୁଦୋଳ ମେଲଣ , ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମା ଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ ।

ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ଓ ନାମକରଣ ରହିଛି ।

|ସେହିପରି ଶୈବପୀଠ ସହିତ ବୈଷ୍ଣବ ଭକ୍ତ ଓ ପୀଠର ସୌହାର୍ଯ୍ୟ ବୃଦ୍ଧିରେ ଦୋଳ ମେଲଣ ଓ ଦୋଳ ମଣ୍ଡପ ସାହାଯ୍ୟ କରିଥାଏ ।

ଏହି ଅବସରର ମେଲଣ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୁଏ ।

| ଦୋଳ ମେଲଣ |ବହୁ ପୁରାଣ ଶାସ୍ତ୍ରରେ ନାରାୟଣ, ବିଷ୍ଣୁ, ବାସୁଦେବ, କୃଷ୍ଣଙ୍କର କଥା କୁହାଯାଇଥିଲେ ହେଁ କୃଷ୍ଣଙ୍କ ଜୀବନ ଚରିତ ମୁଖ୍ୟତଃ ମହାଭାରତ ଓ ଅଖିଳ ହରିବଂଶ ପୁରାଣଦ୍ୱାରା ଭାରତରେ ଲୋକପ୍ରିୟ ।

ସାଧାରଣତଃ ଶୈବ, ଶାକ୍ତ କିମ୍ବା ଅନ୍ୟ ନିର୍ବିବାଦୀୟ ପୀଠରେ ବା ତାଙ୍କ ନିକଟରେ ଆୟୋଜିତ ହୋଇଥାଏ ଦୋଳ ମେଲଣ

|ଓଡ଼ିଶାର ବହୁ ପର୍ବ ପରି ଦୋଳ ଚାଚେରୀ ଆଉ ମେଲଣ ଉଭୟ ଯାତ୍ରା ଓ ସ୍ଥାନୀୟ ସମାବେଶର ଉଲ୍ଲେଖଯୋଗ୍ୟ ସମ୍ମିଶ୍ରଣ।

ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ ।

ଏଠାରେ ମକର ପର୍ବ ସମୟରେ ଟୁସୁମେଲଣ ମହାନ୍ତ ସମ୍ପ୍ରଦାୟ ତରଫରୁ ଅନୁଷ୍ଠିତ ହୋଇଥା, କିମ୍ବଦନ୍ତୀ କହେ ମୋଗଲ ସମ୍ରାଟଙ୍କ ଆଧିପତ୍ୟ କାଳରେ ତଥାକଥିତ କଳାପାହାଡ଼ର କାମାନ୍ଧତାର ଶିକାର ହେଉଥିଲେ ଭାରତର ହିନ୍ଦୁ ଲଳନା ମାନେ ।

|ତେବେ ମୁଖ୍ୟତଃ ଏହି ଦୋଳ ମେଲଣ ତିନି ଭିନ୍ନ ଭିନ୍ନ ପ୍ରକାରର|ଫାଲଗୁନର ରାଜଦୋଳ ମେଲଣ, ଅର୍ଥାତ ଫଗୁ (ଶୁକ୍ଳପକ୍ଷ) ଦଶମୀ ଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ।

|ଦଶଦୋଳ, ଦଶଦିନ ବ୍ୟାପୀ ମେଲଣ ଅର୍ଥାତ ଫଗୁଣ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ନବମୀ ପର୍ଯ୍ୟନ୍ତ ।

|ଦୋଳପୂର୍ଣ୍ଣିମାରେ ଗୁଆଁମାଳ, ଲୁଣିଆ, କାଳିମେଘା, ତିହିଡ଼ି, ବ୍ରାହ୍ମଣୀଗାଁ, ପାଟରାଜପୁରରେ ମେଲଣ ବଡ଼ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ।

meet up's Usage Examples:

Original editionThe Hardy Boys meet up with a professional diver by the name of Roland Perry, who is employed by the Crux Brothers diving company.


people involved often meet either randomly or (increasingly) arrange to meet up beforehand over the Internet.


Along the way they meet up with another progressive punk band, Minor Threat, whom they hang out with.


There is also a town where players can meet up to talk, trade, shop, and form parties.


Thereafter it splits into two parts before the parts meet up again.


upper Holroyd, and Coleman Rivers to meet up with the Kaantju on ceremonial occasion on the Ebagoolah cattle-run.


69 Aston Martin V8 Volante (UH) The Living Daylights Before Q branch winterize, Bond driving to meet up with Koskov at the manor.


60008 and 4468 were later to meet up with the other four members of the class in a 2-week event at York from 3 July, called 'The Great Gathering', 75 years to the day that Mallard set the World Speed Steam record.


The messages say K Dog was supposed to meet up with Spyder, a crystal meth drug dealer about transport routes.


50 decides to go after Spyder and goes to a junkyard to meet up with him.


Meanwhile, Angel has finished her shoot in the water tank and is snuggling with Mark, when Gordon and Wilson meet up with her.


Routes 54 and 61 meet up again at an intersection just outside Mount Carmel.


The group holds an annual conference where multiple LGBT Social groups meet up, including people from out of state.



Synonyms:

contact, touch, breast, converge, adjoin,

Antonyms:

diverge, decrease, begin, switch on, go to bed,

meet up's Meaning in Other Sites