<< meds medulla oblongata >>

medulla Meaning in Odia (Oriya). ( medulla ଶବ୍ଦର ଓଡିଆ ଅର୍ଥ)



ମେଡୁଲା, ମଜ୍ଜା, ବୃକ୍ଷର ମହତ୍ତ୍।, ମେରୁଦଣ୍ଡ,

Noun:

ମଜ୍ଜା, ବୃକ୍ଷର ମହତ୍ତ୍। |,

People Also Search:

medulla oblongata
medullae
medullar
medullary
medullary ray
medullas
medullated
medusa
medusae
medusan
medusans
medusas
medusoid
mee
meed

medulla తెలుగు అర్థానికి ఉదాహరణ:

କର୍ଟେକ୍ସରେ ଫିଲଟର ଥାଏ ଓ ନଳୀ ମେଡୁଲାରେ ଥାଏ ।

ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନଗୁଡ଼ିକରେ ଭଗ୍ନ ଅଂଶ ସଠିକ ସ୍ଥାନରେ ଥିଲେ ଏକ ସ୍ଲିଙ୍ଗ୍ ବ୍ୟବ‌ହାର ଯଥେଷ୍ଟ ହୁଏ | ଅସ୍ତ୍ରୋପଚାର ପରିବର୍ତ୍ତେ ଅନେକ ହ୍ୟୁମରସ୍ ଶାଫ୍ଟ ଭଙ୍ଗା ଏକ ବ୍ରେସ ସାହାଯ୍ୟରେ ଚିକିତ୍ସା କରାଯାଇପାରେ | ଅସ୍ତ୍ରୋପଚାର କରି ଭଙ୍ଗା ସ୍ଥାନ ଖୋଲି ହାଡ଼ ଯଥା ସ୍ଥାନରେ ଖଞ୍ଜାଯିବା ପରେ ଇଣ୍ଟ୍ରାମେଡୁଲାରି କଣ୍ଟା ବା ଚର୍ମ‌ଭେଦୀ ପିନ ଲଗାଯାଏ ।

ବ୍ରେନସ୍ଟେମରେ ମିଡବ୍ରେନ, ପନ୍ସ ଓ ମେଡୁଲା ଓବଲଙ୍ଗାଟା ଥାଏ ।

ଆଠରୁ ଅଠରଟି କୋନ ସଦୃଶ ରେନାଲ ଲୋବ ଏଥିରେ ଥାଏ ଓ ପ୍ରତ୍ୟେକ ଲୋବରେ କର୍ଟେକ୍ସ ଓ ମେଡୁଲା ଥାଏ ।

ପ୍ରତ୍ୟେକ ଡିମ୍ବାଶୟ ଏକ କଠିନ ଆବରଣଦ୍ୱାରା ଆବୃତ୍ତ ହୋଇରହିଥାଏ ଏବଂ ବାହ୍ୟ ଆବରଣ ରୂପେ କର୍ଟେକ୍ସ ଏବଂ ଭିତର ଆବରଣ ରୂପେ ମେଡୁଲା ମଧ୍ୟ ରହିଥାଏ ।

ମେଡୁଲା ଲିଜନରେ ଆଟାଭିସ୍ଟିକ ଶ୍ୱାସକ୍ରିୟା (Ataxic breathing ) ହୁଏ ।

ପାର୍ଶ ପ୍ରତିକ୍ରିୟା ସାଂଘାତିକ ହେଲେ ମେଡୁଲାରି ଥାଇରଏଡ କର୍କଟ (medullary thyroid cancer), ଆଞ୍ଜିଓଇଡିମା, ଅଗ୍ନାଶୟ ପ୍ରଦାହ ଓ ବୃକ୍‌କ ସମସ୍ୟା (kidney problems) ହୋଇପାରେ ।

|ଏହାର କାରଣ ଜଣା ପଡିନାହିଁ, ଯଦିଓ ଅନେକ ତତ୍ତ୍ୱର ପ୍ରସ୍ତାବ ଦିଆଯାଇଛି | ମସ୍ତିଷ୍କର ସେରେବେଲମ, ପନ୍ସ ଓ ମେଡୁଲା ଓବଲଙ୍ଗାଟା ଏହି ରୋଗରେ ଜଡ଼ିତ ହୋଇଥାଏ ।

ଏହାର ବାହ୍ୟ ଅଂଶକୁ କର୍ଟେକ୍ସ ଓ ଅଭ୍ୟନ୍ତର ଅଂଶକୁ ମେଡୁଲା କହନ୍ତି ।

ଚାରି ପ୍ରକାର ଥାଇରଏଡ କର୍କଟ ଦେଖାଯାଏ ଯଥା:- ପାପିଲାରି ଥାଇରଏଡ କର୍କଟ (papillary thyroid cancer), ଫଲିକୁଲାର ଥାଇରଏଡ କର୍କଟ (follicular thyroid cancer), ମେଡୁଲାରି ଥାଇରଏଡ କର୍କଟ (medullary thyroid cancer) ଓ ଆନାପ୍ଲାସ୍ଟିକ ଥାଇରଏଡ କର୍କଟ (anaplastic thyroid cancer) ।

medulla's Usage Examples:

Medial medullary syndrome, also known as inferior alternating syndrome, hypoglossal alternating hemiplegia, lower alternating hemiplegia, or Dejerine syndrome.


Chromaffin cells, also pheochromocytes, are neuroendocrine cells found mostly in the medulla of the adrenal glands in mammals.


osteopetrosis have demonstrated bone remodeling and recanalization of medullar canals following hematopoietic stem cell transplantation.


they form an almost continuous layer covering the medullary pyramids and olivary body, while in other cases they are barely visible on the surface.


three types of fiber: kemp, medullated fibers, and true wool fibers.


The formatio reticularis of the medulla oblongata, shown by a transverse section passing through the middle of the olive.


Several branches are given to the pineal body, the anterior medullary velum, and the tela chorioidea of the third ventricle.


) Details Identifiers Latin Nucleus marginalis medullae spinalis, lamina spinalis I NeuroNames 2138 TA98 A14.


neoplasia type 2 (also known as "Pheochromocytoma and amyloid producing medullary thyroid carcinoma", "PTC syndrome," and "Sipple syndrome") is a group.


the gracile nucleus they give rise to a raised area called the gracile tubercle on the posterior side of the closed medulla at the floor of the fourth.


embryonic hindbrain, from which the medulla oblongata develops.


their axons through the anterior external arcuate fibers and medullary striae to the cerebellum via the inferior cerebellar peduncle.


Ilizarov technique, elastic stable intramedullary nailing system (ESIN), and flexible intramedullary nailing (FIN).



Synonyms:

adrenal medulla, animal tissue, plant tissue,

Antonyms:

thin, mesomorphic, angular, cortex,

medulla's Meaning in Other Sites