<< medievalists medina >>

medievally Meaning in Odia (Oriya). ( medievally ଶବ୍ଦର ଓଡିଆ ଅର୍ଥ)



ମଧ୍ୟଯୁଗୀୟ,

Adjective:

ମଧ୍ୟଯୁଗୀୟ,

medievally తెలుగు అర్థానికి ఉదాహరణ:

ଏହି କ୍ଷୁଦ୍ର ରୂପର ବ୍ୟବହାର ସେତେଟା ପସନ୍ଦ କରାଯାଉନଥିଲେ ବି ମଧ୍ୟଯୁଗୀୟ ଈଂରାଜୀରେ ଏହାର ଅଧିକ ବ୍ୟବହାର ଦେଖାଯାଇଛି (Χρ̄es masse ଶବ୍ଦରେ Χριστόςର କ୍ଷୁଦ୍ରରୂପ ହେଲା "Χρ̄") ।

ଏହି ଶବ୍ଦ ମଧ୍ୟଯୁଗୀୟ ଈଂରାଜୀ ଶବ୍ଦ Cristenmasseରୁ ଉଦ୍ଧୃତ ।

ସେଠାରୁ ଫେରି ସେ ଖିଚିଂ ପାଖାପାଖି ଅଞ୍ଚଳରେ ଖନନ କରି ଅନେକ ମଧ୍ୟଯୁଗୀୟ ପୁରାତନ ମୂର୍ତ୍ତୀ ଉଦ୍ଧାର କରିଥିଲେ ।

|ଓଡ଼ିଶାର ମଧ୍ୟଯୁଗୀୟ ପୁରାକୀର୍ତ୍ତିଗୁଡ଼ିକ ମଧ୍ୟରୁ କଟକର ଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ, କଦମ ରସୁଲ, କାଳିଆବୋଦା ଗୁରୁଦ୍ୱାରା ଏବଂ ପୁରୀର ବାଉଳି ମଠ ଅନ୍ୟତମ ।

ଏହି କଥାରେ ଜଣେ ମଧ୍ୟଯୁଗୀୟ ବୈଜ୍ଞାନିକ କାର୍ଭାଲୋ ଭାରତର କର୍ଣ୍ଣାଟକ ରାଜ୍ୟର ପଶ୍ଚିମଘାଟ ପର୍ବତମାଳାସ୍ଥିତ ଜଙ୍ଗଲମାନଙ୍କରେ ଏକ ବିରଳ ଉଡନ୍ତା ଏଣ୍ଡୁଅ ପ୍ରଜାତିର ଅନୁସନ୍ଧାନ କରୁଥିଲେ ଓ ଶେଷରେ ଏହି ଏଣ୍ଡୁଅ ଏକ ପାହାଡ଼ରୁ ତଳକୁ ଉଡ଼ି ଯାଇଥିଲା ।

ଚୀନୀ ପରିବ୍ରାଜକ ହୁଏନ୍‍ସାଂଙ୍କ ବିବରଣୀରେ ଉଲ୍ଲିଖିତ ମଧ୍ୟଯୁଗୀୟ ବନ୍ଦର “ଚେଲିତାଲେ” ହିଁ ମାଣିକପାଟଣାର ପୁରାତନ ନାମ ଥିଲା ବୋଲି କେତେକ ଗବେଷକ ମତ ରଖିଛନ୍ତି ।

ଏହା ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଦକ୍ଷିଣ ଏସିଆରେ ଏକ ସଂଯୋଗ ଭାଷା ଥିଲା ଏବଂ ପ୍ରାରମ୍ଭିକ ମଧ୍ୟଯୁଗୀୟ ଯୁଗରେ ଦକ୍ଷିଣ ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ମଧ୍ୟ ଏସିଆକୁ ହିନ୍ଦୁ ଏବଂ ବୌଦ୍ଧ ସଂସ୍କୃତି ବ୍ୟାପିବା ପରେ ଏହା ଧର୍ମ ଏବଂ ଉଚ୍ଚ ସଂସ୍କୃତିର ଭାଷା ଏବଂ ଏହି କ୍ଷେତ୍ରରେ ରାଜନୈତିକ ଉଚ୍ଚବର୍ଗଙ୍କ ଭାଷାରେ ପରିଣତ ହୋଇଥିଲା ।

ଏହା ସାଧାରଣତଃ "ସୁପର ଦୋରେଟ", " ସୁପିସ ୟୋର ଡୋରୀ" ଏବଂ "ପ୍ୟାନ ପୁର୍ୟ୍ଯୟୁ" ନାମରେ ମଧ୍ୟଯୁଗୀୟ ୟୁରପରେ ବ୍ୟାପକ ରୂପେ ଜଣାଯାଏ ।

ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି ।

ପୁଣି ମଧ୍ୟଯୁଗୀୟ କଳାକୌଶଳର ଏହା ଏକ ପ୍ରତିଫଳନ ବୋଲି କେହି କେହି କହନ୍ତି ।

|ପ୍ରତାପରୁଦ୍ର ଦେବ ପ୍ରାଚୀନ ଓ ମଧ୍ୟଯୁଗୀୟ ବିଶିଷ୍ଟ ଉତ୍କଳୀୟ ସମ୍ରାଟମାନଙ୍କର ଶେଷ ଦାୟଦ ବୋଲି ବୋଲି ଗ୍ରହଣ କରିବା ସମୀଚିନ ଅଟେ ।

ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍‍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍‍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ ।

medievally's Usage Examples:

Post-medievally it was replaced by other red dyes, starting with cochineal.


The Kurki or Kurck family, also known as the family of Laukko, is a medievally-originated Finnish noble family that produced several historically prominent.


She was instead found reminiscent of Candice Night when singing slower, medievally inspired tracks.


The songs performed here are usually modern medievally-styled tunes, Christmas carols and other traditional tunes.


allowed for expansion at either end, a major reason for the informal medievally-inspired design, which would not suffer if asymmetrically developed.


At various points in his career, he embraced plainchant, medievally-influenced modal writing, and 17th-century forms (in the 1930s and 40s.


This family is but a branch of the medievally-originated Baltic German house of Tiesenhausen, which already in late.


William Morris"s medievally inspired typography for the Kelmscott Press at the end of the 19th century.


They were pre -medievally, known for their scholarship in Sanskrit, Astrology -Astronomy, Mathematics.


It is the first album in Grave Digger"s trilogy of medievally inspired concept albums which was continued by Knights of the Cross (1998).


The advowson (right to appoint the priest) was medievally for over a century held by two religious orders, the Knights Templars.


The name Zeng originates from Czenge or Cenge from the medievally Thuringian dialect.


Paracelsus, and on numerous pages regarding fine powders made medievally by sublimations and distillations.



medievally's Meaning in Other Sites