<< medical examination medical intern >>

medical expense Meaning in Odia (Oriya). ( medical expense ଶବ୍ଦର ଓଡିଆ ଅର୍ଥ)



ଚିକିତ୍ସା ଖର୍ଚ୍ଚ,

Noun:

ଚିକିତ୍ସା ଖର୍ଚ୍ଚ,

medical expense తెలుగు అర్థానికి ఉదాహరణ:

. ୟୁରୋପରେ ମୋଟ ଚିକିତ୍ସା ଖର୍ଚ୍ଚର ୩% ଏହା ବାବଦ ଖର୍ଚ୍ଚ ହେଉଛି ।

କାର୍ଯ୍ୟ ଦିବସ ହ୍ରାସ ଜନିତ ଓ ଚିକିତ୍ସା ଖର୍ଚ୍ଚ ଜନିତ ଅର୍ଥର ପରିମାଣ ବହୁତ ଅଧିକ ହୁଏ ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସା ଖର୍ଚ୍ଚ ୨୫ ଆମେରିକୀୟ ଡଲାରରୁ କମ୍ ।

ରୁଟିନ ଇମେଜିଙ୍ଗ ଓ ଅପରେଶନଦ୍ୱାରା ଚିକିତ୍ସା ଖର୍ଚ୍ଚ ବୃଦ୍ଦି ହୁଏ କିନ୍ତୁ କିଛି ଅଧିକ ଉପକାର ମିଳେ ନାହିଁ ।

ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ ।

ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦ଦିନ ଚିକିତ୍ସା ଖର୍ଚ୍ଚ ପ୍ରାୟ ୪.୩୨ ପାଉଣ୍ଡ ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସରେ ଏହି ଔଷଧର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ ମାସର ଚିକିତ୍ସା ଖର୍ଚ୍ଚ ୨୫ରୁ ୫୦ ଆମେରିକୀୟ ଡଲାର ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ସପ୍ତାହ ଚିକିତ୍ସା ଖର୍ଚ୍ଚ ପ୍ରାୟ ୫୦ରୁ ୧୦୦ ଡଲାର ।

ଚିକିତ୍ସା ଖର୍ଚ୍ଚ ଓ କର୍ମ ଅପାରଗତା ଯୋଗୁ ଦୃଷ୍ଟିହାନି ଥିବା ଲୋକର ଅର୍ଥନୈତିକ ଖର୍ଚ୍ଚ ବଢ଼ିଯାଏ ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ।

ଇଂଲଣ୍ଡରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ୪୫୦ରୁ ୭୫୦ ପାଉଣ୍ଡ ।

medical expense's Usage Examples:

In addition to medical expense insurance, "health insurance" may also refer to insurance covering.


Offers to pay medical expensesAn offer to pay medical expenses is an offer of this nature made by a party who might potentially be liable for an injury to another is inadmissible despite its relevance.


6 million in compensatory damages for medical expenses and "244 million in punitive damages.


Petitioner deducted this sum from his income for the year 1946 as a medical expense under section 23(x) of the Internal Revenue Code.


insurance is a type of insurance that covers the whole or a part of the risk of a person incurring medical expenses.


million in compensatory damages for medical expenses and "244 million in punitive damages.


such as loss of earnings, property damage and medical expenses, and general damages, which are non-economic damages such as pain and suffering and emotional.


employer"s family health plan, and "500 per year to his employer"s Flexfund medical expense plan.


health insurance fund, which mutualises the risk of illness, and which reimburses medical expenses at varying rates.


Patients who use palliative care services usually live longer, have fewer disruptive medical crises, incur fewer medical expenses, and have significantly higher quality of life.


The Cauliflower Alley Club, whose conventions he attended every year, helped pay for some of his medical expenses.


Napoleon III's minister Count Walewski sent 500 francs to help pay his medical expenses, but it was too late.



Synonyms:

expense, disbursal, disbursement,

Antonyms:

income, appreciate, nonpayment,

medical expense's Meaning in Other Sites