medaled Meaning in Odia (Oriya). ( medaled ଶବ୍ଦର ଓଡିଆ ଅର୍ଥ)
ପଦକ,
Noun:
ବ୍ୟାଜ୍, ପଦକ,
People Also Search:
medaletmedaling
medalist
medalists
medallic
medallion
medallions
medallist
medallists
medals
medan
meddle
meddled
meddler
meddlers
medaled తెలుగు అర్థానికి ఉదాహరణ:
୨୦୧୬ରେ ଲୁଧିଆନାରେ ଅନୁଷ୍ଠିତ ଏବଂ ୨୦୧୮ମସିହାରେ ପାଟଣାଠାରେ ଅନୁଷ୍ଠିତ ଫେଡେରେସନ କପ ପ୍ରତିଯୋଗିତାରେ ୮୦କିଲୋ ଓଜନବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
ପୁଣି ଭୀମରାଓ କେସରକାର ଜାଭେଲିନରେ ରୋପ୍ୟ ପଦକ ପାଇ ଭରତକୁ ୩୭ ତମ ସ୍ଥାନ ପାଇବାରେ ସାହାଯ୍ୟ କରିଥିଲେ .|ସେଓଲଠାରେ ହେଇଥିବା ପର ଅଲିମ୍ପିକରେ ୧୯୮୮ ମସିହାରେ ମଧ୍ୟ ଭାଗ ନେଇ ଭାରତ ବିଶେଷ ସାଗଫଳତା ପାଇ ନ ଥିଲା ।
ଗତ ଅଲିମ୍ପିକ ଭଳି ଏଥର ମଧ୍ୟ ୧୨ଟି ସ୍ୱର୍ଣ୍ଣପଦକ ସହିତ ଜର୍ମାନୀ ପଦକ ତାଲିକାର ଶୀର୍ଷସ୍ଥାନ ମଣ୍ଡନ କରିଥିବା ବେଳେ,ଗତଥର ଭଳି ଏଥର ମଧ୍ୟ ନରୱେ ଦ୍ୱିତୀୟ ସ୍ଥାନ ।
ମସ୍କୋର ୧୯୫୫ ମସିହାରେ ବୋଲସୋଇ ଥିଏଟରରେ ନିକିତା କୃଶ୍ଚେଭଙ୍କର ଉପସ୍ଥିତିରେ ନିର୍ମଳେନ୍ଦୁ ତାଙ୍କର ପ୍ରଦର୍ଶନ କରିଥିଲେ ଓ ପରବର୍ତ୍ତୀ ସମୟରେ ୱାରସରେ ଏକ ଆନ୍ତର୍ଜାତୀୟ ଲୋକ ସଙ୍ଗୀତ ମେଳଣରେ ସେ ଏକ ସ୍ୱର୍ଣ୍ଣ ପଦକ ପାଇଥିଲେ ।
|ଚିକିତ୍ସାରେ ସାଧାରଣତଃ ଶିରାଭ୍ୟନ୍ତର ସାଧାରଣ ସାଲାଇନ୍ ଏବଂ ଶିରାଭ୍ୟନ୍ତର ଚିନି ଦ୍ରବଣ ଦିଆଯାଏ | ଥାୟାମିନ ଦିଆଯାଏ ଏବଂ ମଦ୍ୟପାନ ପ୍ରତ୍ୟାହାରକୁ ରୋକିବା ପାଇଁ ପଦକ୍ଷେପ ମଧ୍ୟ ପରାମର୍ଶ ଦିଆଯାଏ ।
ସେହି ବର୍ଷ ଏପ୍ରିଲରେ ଅନୁଷ୍ଠିତ ଫେଡେରେସନ କପ୍ ଜାତୀୟ ସିନିଅର ଆଥଲେଟିକ୍ସରେ 200ମିଟରରେ ସ୍ୱର୍ଣ୍ଣ ଏବଂ 100ମିଟରରେ ରୌପ୍ୟ ପଦକ ହାସଲ ।
ଇଞ୍ଜିନିୟରିଙ୍ଗ କଲେଜ ପରୀକ୍ଷାରେ ମଧ୍ୟ ସେ ସର୍ବୋଚ୍ଚ ରାଙ୍କ ରଖି ସ୍ୱର୍ଣ୍ଣ ପଦକ ପାଇଥିଲେ ।
|ଯୁଦ୍ଧ ଆରମ୍ଭ ହେବା ପରେ କେବଳ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଏକ ଦଳ କୌଣସି ନିର୍ଣ୍ଣାୟକ ପଦକ୍ଷେପ ନେଇଥିଲେ।
ଭାରତୀୟ ଆଇନ ସେବା କ୍ଷେତ୍ରରେ ଏହି ପଦକ୍ଷେପକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୯ ତାରିଖ ଜାତୀୟ ଆଇନ ସେବା ଦିବସ ରୂପେ ସାରା ଦେଶରେ ପାଳିତ ହୋଇ ଆସୁଛି ।
୨୦୧୧ ମସିହାରେ ପୁଣି କମୱେଲ୍ଥ କୁସ୍ତିରେ ସେ ସ୍ୱର୍ଣ୍ଣ ପଦକ ପାଇ ଥିଲେ ।
;| କ୍ରୀଡ଼ା ଜୀବନୀ |୧୯୯୭ ମସିହାରେ ହାମ୍ପି ବିଶ୍ୱ ଜୁନ ଚେସ ଚମ୍ପିଅଂଶିପରେ 10 ବର୍ଷରୁ କମ ବାଳିକା ବର୍ଗରେ ୩ଟି ସ୍ୱର୍ଣ୍ଣ ପଦକ ପାଇଥିଲେ ।
୨୦୧୨ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ଓ ୨୦୧୪ର ଟୁସ୍କାନୀ କପ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
medaled's Usage Examples:
In 2010, the corps medaled for the first time at the DCI World Championships, taking the bronze with their production Metropolis: The Future Is Now.
participated in several Winter Olympic Games since 1928, though has never medaled in the Winter Olympics.
He also bronze medaled in the 200 m individual medley.
Though she never medaled at the Olympics, she was a finalist in women's individual foil in 1952 and 1956, finishing fourth both times: in 1952, she tied for third place, but lost to Denmark's Karen Lachmann on touches.
At the 1964 Summer Olympics in Tokyo, Japan, Duenkel medaled in two individual swimming events as a 17-year-old.
Georg Åberg and Erik Almlöf also medaled for Sweden, completing a sweep—previously accomplished twice by the United.
During her professional career, Rhodes-Patterson medaled at every USATF Indoor Championship from 1993 to 1999, including two first-place.
past the first round in their events, and as of Athens, no Arubans had medaled in any events.
medals (four gold, two silver and one bronze medals), becoming the most medaled athlete in these Games.
Harrigan advanced to quarterfinals in her event, although neither athlete medaled.
Vincent and the Grenadines in the opening ceremony and neither athlete medaled in their events or advanced to later rounds.
The competition was dominated by the hosts, Germany, who medaled in every event and took five of the seven gold medals.
Belize did not medal in Beijing, and had not medaled before Beijing, but Jonathan Williams became the first Belizean athlete.