<< measing measled >>

measle Meaning in Odia (Oriya). ( measle ଶବ୍ଦର ଓଡିଆ ଅର୍ଥ)



ମିଳିମିଳା,

ହମ୍,

Noun:

ହମ୍,

measle తెలుగు అర్థానికి ఉదాహరణ:

ଆଦୌ ଇମ୍ମ୍ୟୁନିଟି (immunity) ନଥିବାର ପ୍ରମାଣ ଥିବା, ଏଚଆଇଭି/ଏଡସ ନିୟନ୍ତ୍ରିତ ଲୋକ‌କୁ ଓ ମିଳିମିଳା ସଂସ୍ପର୍ଶରେ ଆସିବାର ୭୨ ଘଣ୍ଟା ମଧ୍ୟରେ ଅଧାପନ୍ତରିଆ ଇମ୍ମ୍ୟୁନିଟି ଦିଆଯାଇଥିବା ଲୋକ‌କୁ ଏହା ଦିଆଯାଏ ।

ଅନ୍ୟାନ୍ୟ ଭୂତାଣୁମାନଙ୍କ ନାମ – ଇନଫ୍ଳୁଏଞ୍ଜା କ ଓ ଖ, ମିଳିମିଳା, ଆଡେନୋଭୂତାଣୁ ଓ ରେସ୍ପିରେଟରୀ ଶିନ୍ସିଟିଆଲ ଭୂତାଣୁ (RSV) ।

ତା ପରେ ମିଳିମିଳା ରୋଗୀର ଚର୍ମ ପରି ଦେଖାଯାଏ ।

|ଏହା ଟିକା ଷ୍ଟ୍ରେନ୍‌ଦ୍ୱାରା ହୁଏନି, ଏକ ପ୍ରକାର ପୃଥକ୍ ମିଳିମିଳା ଭୂତାଣୁ ଯୋଗୁ ହୁଏ ।

ମିଳିମିଳା ଓ ହର୍‌ପିସ୍ ଭୁତାଣୁ ରକ୍ତ ମାଧ୍ୟମରେ ଫୁସ୍‌ଫୁସ୍‌‌କୁ ଯାଏ ।

ଅପକ୍ୱ ଜନ୍ମ, ଯାଆଁଳା ଜନ୍ମ; କେତେକ ସଂକ୍ରମଣ ଯଥା ଟକ୍ସୋପ୍ଲାଜ୍ମୋସିସ, ଜର୍ମାନ ମିଳିମିଳା ବା ରୁବେଲା, ଗର୍ଭାବସ୍ଥାରେ ମିଥାଇଲ ମର୍କରୀ ସଂସ୍ପର୍ଶ ଓ ଜୀବନର ପ୍ରଥମ କିଛି ବର୍ଷ ଭିତରେ ମୁଣ୍ଡ ଆଘାତ ଇତ୍ୟାଦି ଏହି ରୋଗର ସଙ୍କଟମୟ ଅବସ୍ଥା ସୃଷ୍ଟି କରେ ।

|ପାଟି ଭିତରେ ଗାଲରେ ଧଳା ଚିହ୍ନ ମଧ୍ୟ ମିଳିମିଳାର ଲକ୍ଷଣ ଅଟେ।

|ମିଳିମିଳା ପ୍ରତିଷେଧ ନିମନ୍ତେ ମିଳିମିଳା ଟିକା ଅତି ଫଳପ୍ରଦ ।

|ଆଧାର |ମୁଣ୍ଡା ଭାଷାସମୂହ ସାତ ଟିକାଦ୍ୱାରା ନିବାରଣୀୟ ଶିଶୁରୋଗ ଡିପଥେରିଆ, ପୋଲିଓ, ଯକ୍ଷ୍ମା, ହୁପିଂ କାଶ, ଧନୁଷ୍ଟଙ୍କାର, ହେପାଟାଇଟିସ ବି ଏବଂ ମିଳିମିଳାରୁ ସମସ୍ତ ପିଲାଙ୍କୁ ରକ୍ଷା କରିବା ପାଇଁ ଏକ ସମ୍ପୁର୍ଣ୍ଣ ଟିକାକରଣ ଅଭିଯାନ ।

ପର୍ଟୁସିସ୍, ଭାରିସେଲା ଓ ମିଳିମିଳା ଟିକା ମଧ୍ୟ ନିବାରଣରେ ସାହାଯ୍ୟ କରୁଛି ।

ଅଧିକାଂଶ ସମୟରେ ଏହି ଟିକା ସ‌ହିତ ମିଳିମିଳା ଟିକା ଓ ଗାଲୁଆ ଟିକା ମିଶେଇ ଏମଏମଆର ଟିକା ନାମରେ ଦିଆଯାଏ ।

ଏମଏମଆର ଟିକା ଦେବାଦ୍ୱାରା ଉତ୍ତର ଓ ଦକ୍ଷିଣ ଆମେରିକାରେ ମିଳିମିଳା ହାର ଅତି କମ ଅଛି ।

measle's Usage Examples:

For example, the measles vaccine is given to children 9–12 months old, and the short window between.


within 72 hours of exposure to measles among those who are incompletely immunized.


Bob Sears discusses measle outbreak on NPR, Orange County Register, retrieved January 22, 2015 "As.


"Classic Paper: The diagnosis of the invasion of measles from a study of the exanthema as it appears on the buccal mucous membrane".


lead for Accelerated Immunization Initiatives: measles, rubella, epidemic meningitis and yellow fever control and Immunization in Emergencies at the United.


As of 26 December, there were 5,612 confirmed cases of measles and 81 deaths, out of a.


common name the measled cowrie, is a species of sea snail, a cowry, a marine gastropod mollusk in the family Cypraeidae, the cowries.


Koplik"s spots (also Koplik"s sign) are a prodromic viral enanthem of measles manifesting two to three days before the measles rash itself.


Originally, areas of Quebec were considered for division and distribution to the Loyalists; Quebec feared that the Loyalists would affect the area negatively, and could bring diseases such as measles into their community therefore the idea was abandoned.


in the fictional country village of Upper Cassington, while Peg and Jo convalesce from the measles and Kate takes the opportunity to learn about agriculture.


These viruses include Coxsackie B and adenovirus, echoviruses, influenza H1N1, Epstein-Barr virus, rubella (German measles virus),.


measles morbillivirus, and canine morbillivirus (previously known as canine distemper virus).


off the medical register due to his involvement in the Lancet MMR autism fraud, a 1998 study that falsely claimed a link between the measles, mumps, and.



measle's Meaning in Other Sites