mayoral Meaning in Odia (Oriya). ( mayoral ଶବ୍ଦର ଓଡିଆ ଅର୍ଥ)
ମେୟର,
Adjective:
ମେୟର,
People Also Search:
mayoraltiesmayoralty
mayoress
mayoresses
mayors
maypole
maypoles
mays
maythe
mayweed
mayweeds
mayz
mazard
mazarine
mazarines
mayoral తెలుగు అర్థానికి ఉదాహరణ:
୧୯୯୫ରେ ସେ ବିଜେପି ଟିକେଟରେ ଆଗ୍ରା ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବହୁମତରେ ଜିତିଥିଲେ ।
ବହୁ ବର୍ଷ ପରେ ମେୟର ଜେଜେ (ଜୟ କୁମାର ଜନାର୍ଦନ) ଭୁଲବଶତଃ ସେହି ସୂତାକୁ ଛିଣ୍ଡାଇ ଦେଇ କକୋଦରକୁ ମୁକ୍ତ କରିଥିଲେ ।
ସେ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ଆଗ୍ରାର ପ୍ରଥମ ମହିଳା ମେୟର ଥିଲେ ।
ସେ ମଧ୍ୟ ଓଡ଼ିଶାର ପ୍ରଥମ ମହିଳା ମେୟର ଭାବେ କଟକ ନଗର ନିଗମରୁ ନିର୍ବାଚିତ ହୋଇଥିଲେ ।
|୧୯୪୬ରେ ମାସାଚୁସେଟ୍ସର ୧୧ତମ ନିର୍ବାଚନ ମଣ୍ଡଳୀର ନିମ୍ନ ସଦନର ପ୍ରତିନିଧି ଜେମ୍ସ ମାଇକେଲ କର୍ଲି, କେନେଡ଼ିଙ୍କ ପିତାଙ୍କ ଉପଦେଶାନୁସାରେ ବୋଷ୍ଟନର ମେୟର ହେବା ଲାଗି ନିଜ ସଂସଦୀୟ ଆସନ ଖାଲି କଲେ ।
ମେୟର୍ ଏଡ୍ୱାର୍ଡୋ ପେସ୍ ଏହାକୁ ଏକ ଦେଶବିରୋଧୀ ଜଘନ୍ୟ ଅପରାଧ ବୋଲି ଅଭିହିତ କରିଥିଲେ; ତେବେ ପରେ ଦୋଷୀମାନେ ନିଜେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି କ୍ଷମା ପ୍ରାର୍ଥନା କରିଥିଲେ ।
ସ୍ୱାଧୀନତା ପରେ ସେ ରାଜନୀତିରେ ସକ୍ରିୟ ରହିବା ସହ ୧୯୫୮ ମସିହାରେ ଦିଲ୍ଲୀର ପ୍ରଥମ ମେୟର ହେବା ଗୌରବ ଅର୍ଜନ କରିଥିଲେ ।
ସମ୍ପ୍ରତି ଶ୍ରୀ ସୌମେନ୍ଦ୍ର ଘୋଷ(ବିଜୁ ଜନତା ଦଳ) କଟକର ମେୟର (ନଗରପାଳ) ଅଟନ୍ତି।
ଏହାଦ୍ୱାରା ଦେଶବନ୍ଧୁ ଚିତ୍ତରଞ୍ଜନ ମେୟର ଶହିଦ ସୁରା ବନ୍ଦୀ ଡେପୁଟି ମେୟର ଭାବରେ ନିର୍ବାଚିତ ହେଲେ ।
ଏଥିପାଇଁ ଏକ ଦୁଇଦିନିଆ ବର୍କସପ ହେବ ଯେଉଁଥିରେ ୧୦୦୦ ମେୟର ଓ ପୌରାଧ୍ୟକ୍ଷ, ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବମାନେ ଯୋଗଦେବେ ।
ତାର ଅନ୍ୟ ରୂପଟି ଥିଲା ଆଇନକୁ ମାନୁଥିବା ଜଣେ ଶିଳ୍ପପତି ଓ ମେୟର, ଯେ କୁମାର ରଞ୍ଜନ ନାମରେ ପରିଚିତ ଥିଲେ ।
ଏହି ଯାତ୍ରା ପରେ ମୁମ୍ବାଇର ମେୟର ତାଙ୍କୁ ବ୍ୟକ୍ତିଗତ ଭାବରେ ଅଭିନନ୍ଦନ ଜଣେଇଥିଲେ ।
mayoral's Usage Examples:
a municipality and thus have fewer responsibilities and less power than a mayoralty; they must have a population of fewer than 150.
He won nearly 100% of the December 1871 mayoral election as a Democrat which put an end to the brief surge of Radical Republican power in the city.
Cardinas was arrested in the house of Leonardo Sol, Sol Group leader of a Private Armed Group (PAG) in Barangay Flores, San Manuel townIn Barangay Gueset Norte, San Manuel, Pangasinan, Romero Gorospe, 40 Narra Tricycle Driver-Operators Association President and bodyguard of San Manuel mayoral bet and retired Vice Admiral Virgilio Q.
mayoral candidate Giovanni De Santis, rival of Cetto La Qualunque, in the satyrical film Qualunquemente.
The mayoral campaign of Xavier Becerra ran a tape of someone impersonating Gloria Molina disparaging the voting record of mayoral candidate Antonio.
Rumors of Stapleton's Klan membership circulated during the mayoral campaign.
After politicsStapleton's career in politics ended when he lost his 1947 mayoral re-election bid to J.
Boston mayoral election of 1884 saw the election of Hugh O"Brien, who unseated incumbent mayor Augustus Pearl Martin.
The 2013–14 San Diego mayoral special election was a special election to elect the Mayor of San Diego.
In 2009 Szili was the mayoral candidate of MSZP for the mayor of a major Hungarian city, Pécs.
Conservative Green Independent Current or final office holders of a mayoralty are highlighted in bold The 2000 London mayoral election was won by Ken.
Pepin"s sons were given the mayoralties of these realms in 695 (or thereabouts).
The party made further gains at the 2012 local elections, receiving the third highest number of votes overall and winning the mayoral election for Parma.