maybe Meaning in Odia (Oriya). ( maybe ଶବ୍ଦର ଓଡିଆ ଅର୍ଥ)
ବୋଧ ହୁଏ, ଯଥା ଶୀଘ୍ର ସମ୍ଭବ, ସମ୍ଭବତ।,
Adverb:
ଯଥା ଶୀଘ୍ର ସମ୍ଭବ,
People Also Search:
maybesmaycock
mayday
maydays
mayenne
mayer
mayest
mayfair
mayflies
mayflower
mayflowers
mayfly
mayhap
mayhem
mayhems
maybe తెలుగు అర్థానికి ఉదాహరణ:
୯ବିଂ ଶତାବ୍ଦୀରେ ଫରାସୀ ଭୂଗୋଳ-ଶାସ୍ତ୍ରୀ (ଇନ୍ୱ ଖୋର୍ଦାଦବେହ) ବାଦ୍ୟ-ଯନ୍ତ୍ରର ନିଜ କୋଶ ରଚନା ସମ୍ବନ୍ଧୀ ଚର୍ଚ୍ଚାରେ କହିଥିଲେ ଯେ , "ବିଜାଣ୍ଟିନ ସାମ୍ରାଜ୍ୟ"ର ବିଶିଷ୍ଟ ବାଦ୍ୟ-ଯନ୍ତ୍ରରେ ସାମିଲ ଥିଲେ - ଉରଘୁନ (ଆଁର୍ଗନ) , ଶିଲ୍ୟାଣୀ ( ବୋଧ ହୁଏ ଏକ ପ୍ରକାରର 'ହାର୍ପ' କିମ୍ବା 'ଲାଇଅର') , ସଲଞ୍ଜ (ବୋଧ ହୁଏ ଏକ 'ବୈଗ ପାଇପ') ଏବଂ ବୀଜାଣ୍ଟିନ ଲାଇଅର (ୟୂନାନୀ : λύρα ~ lūrā) ।
| ଭାଷାତାତ୍ତ୍ୱିକ ଦିଗ |ଦ୍ୱିତୀୟରେ ରହସ୍ୟମଞ୍ଜରୀର ଭାଷା ଓ ପ୍ରାଚୀନ ଶବ୍ଦର ପ୍ରୟୋଗ, ଅପ୍ରାକୃତିକ ଶବ୍ଦାଳଙ୍କାର ଓ ପୌରାଣିକ ଅଳଙ୍କାର ରୀତି ଅନୁଧ୍ୟାନ କଲେ ବୋଧ ହୁଏ ଯେ ଏହା ଏକ ପ୍ରାଚୀନ କାବ୍ୟ ।
ବୋଧ ହୁଏ ସେ ଶିଶୁ ଶ୍ରୀକୃଷ୍ଣଙ୍କଠାରେ ରାତ୍ରି କାଳରେ ପହରା ଦେଲାବେଳେ ଦର୍ଶନ କରିଥିଲେ ଏବେ ମଧ୍ୟ ସେ ସେହି ଚିହ୍ନକୁ ଧାରଣ କରିଛନ୍ତି।
|ଭାବାବେଗ, ଭାବନା ଗୁଡିକର ମାର୍ମିକ ଅଭିବ୍ୟକ୍ତି ,ପ୍ରେମର ଓଜୋଶ୍ୱି ପ୍ରବାହଧାରା ପ୍ରୀତମ ବିୟୋଗର ପୀଡାର ମର୍ମଭେଦି ପ୍ରଖତାରେ ତାଙ୍କ ପଦ ଗୁଡ଼ିକର ଅଳଙ୍କୃତ କରିବା ଭଳି ମହାନ କବି ମୀରାଙ୍କ ଭଳି ବୋଧ ହୁଏ କେହି କବି ଥାଇପାରନ୍ତି ।
ବୋଧ ହୁଏ ସେ ପର୍ଯ୍ୟନ୍ତ ଭକ୍ତବତ୍ସଳ ମାଆ ଗୋବିନ୍ଦ ଭଞ୍ଜଙ୍କୁ ଅପେକ୍ଷା କରିଥିଲେ କେନ୍ଦୁଝର ଆସିବା ପାଇଁ।
ବୋଧ ହୁଏ ଏହି ଶବ୍ଦ ସଂସ୍କୃତର ଅଗ୍ରସୈନ୍ୟର ଅପଭ୍ରଂଶ ହେଇଥାଇପାରେ ।
ଆଣ୍ଟିସାଇକୋଟିକ ଔଷଧ ଦେଲେ ମଧ୍ୟ କିଛି ଉପକାର କରୁଥିବା ବୋଧ ହୁଏନାହିଁ ।
|ଇନଷ୍ଟିଚ୍ୟୁଟ ଅଫ ସାଇନସର ମୋଲିକ୍ୟୁଲାର ବାୟୋଫିଜିକ୍ସ (Molecular biophysics) ୟୁନିଟରେ ପୋସ୍ଟଡକ୍ଟରାଲ କାମ ବୋଧ ହୁଏ ମୋଟ ଦୈବ ନିର୍ଦ୍ଧାରିତ ଲକ୍ଷ ଥିଲା ।
|ଐତିହାସିକା ରୋମିଲା ଥାପରଙ୍କ ମତାନୁସାରେ ଋକବେଦର ସରସ୍ୱତୀଙ୍କ ବର୍ଣ୍ଣନା, ପର୍ବତ ଗର୍ଭରୁ ପ୍ରବାହିତ ହେବା ଆଫଗାନିସ୍ଥାନର ହରଖ୍ୱତୀ ସହିତ ଅଧିକ ସାମଞ୍ଜସ୍ୟ ଥିଲାପରି ବୋଧ ହୁଏ ।
| ବୟସ୍କ ଓ ଅନ୍ତର୍ନିହିତ ରୋଗ ଥିବା ଲୋକ ଓ ସେମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ନିମନ୍ତେ |ପୂର୍ବରୁ ଅନ୍ୟ ବେମାରୀ ଥିବା ଓ ଏକାନ୍ତରେ ଥିବା ବୟସ୍କ ଲୋକ ଅଧିକ ଚାପଗ୍ରସ୍ତ ହେବାରୁ ତାଙ୍କର ଉତ୍କଣ୍ଠା, କ୍ରୋଧ ଓ ପରିତ୍ୟକ୍ତ ବୋଧ ହୁଏ ।
ପୂର୍ବତନ ରାଜାଙ୍କ ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା (ସୁନିଆଁ) କଟାଯାଇ ନୂଆ ରାଜାଙ୍କ ନାମାଙ୍କିତ ନୂତନ ମୁଦ୍ରା ଚଳିବା ବିଧିରୁ ବୋଧ ହୁଏ ଏହି ଶବ୍ଦର ସୃଷ୍ଟି ହୋଇଅଛି ।
କିଛି ଚିତ୍ର ମୂଳ ଗୁମ୍ଫାରେ ଅନୁପ୍ରବେଶ ପରି ବୋଧ ହୁଏ ।
ଏତେ ଜ୍ୱର ହେଲାଣି; ବୋଧ ହୁଏ ଆଉ ଯିବା ହୋଇପାରିବ ନାହିଁ ।
maybe's Usage Examples:
At one point, Gretchen cavalierly chides him that maybe he should "be with someone else.
below, far, near, side, inside, touch (contact) Logical concepts Not, maybe, can, because, if Intensifier, augmentor Very, more Similarity Like/as/way.
Actually, our peculiar understanding of beingness is, maybe, the result of the peculiar meanings.
window, or maybe Jack did — at any rate, the window broke" and "John solved the problem, or maybe Jack did — at any rate, the problem was solved" both.
Ireland Then maybe at the closing of your day You will go and see the moon rise over Claddagh Or see the sun go down at Galway Bay.
It's the only thing you didn't mention, which makes me really proud, because it's supposed to be transparent, which is maybe one of the most important things that has come to me – in playing and in relating to the other instruments and in particular my band.
I don’t think there was a virgin on the set, except maybe a couple of the guys.
several spices) and majja (maybe equivalent of Sanskrit madhu, mead or hydromel), and renunciation of its usage constitutes the 5th of the Buddhist precepts.
The Governor, maybe by then Sir Herbert Stanley, told Venning to go ahead.
afternoon of brisk wind and refreshing chill, in a stadium that maybe squeaked with an overload, FSU ceased to be the OTHER school, became the football.
I think that’s really important, for us to just have a chance to relate with all different kinds of kids, not just the ones who go to church, but maybe the ones who don’t go to church.
And maybe also, I was afraid to make a new start in life.
script quite did justice to the story, and maybe someone else should have a go at it.
Synonyms:
perhaps, perchance, mayhap, possibly, peradventure,
Antonyms:
certainty,