<< matrimonies matris >>

matrimony Meaning in Odia (Oriya). ( matrimony ଶବ୍ଦର ଓଡିଆ ଅର୍ଥ)



ବିବାହିତ, ବିବାହ,

Noun:

ବିବାହ,

matrimony తెలుగు అర్థానికి ఉదాహరణ:

୨୦୦୧ର ଜନଗଣନା ଅନୁଯାୟୀ ତତ୍କାଳୀନ ଭାରତରେ ୧.୫ ମିଲିୟନ ବିବାହିତ କନ୍ୟା ୧୫ ବର୍ଷରୁ କମ୍ ବୟସର ଥିଲେ ।

|ଦେଶ ବିଭାଜନ ବେଳ, ୧୯୪୭ ମସିହା, ମୋ ମାଆ ପଞ୍ଜାବର ଗୋଟିଏ ଛୋଟ ସହରରୁ ଆସି ଦିଲ୍ଲୀରେ ପହଞ୍ଚିଲା ବେଳେ ଗୋଟିଏ ବିବାହିତା ଯୁବତୀ କନ୍ୟା ଥିଲା ।

ଦାରିଦ୍ର୍ୟ, ଯୈାତୁକ ଦାବି ଓ ସାଂସ୍କୃତିକ ପରମ୍ପରା,କିଛି ଆଇନଗତ ସ୍ୱୀକୃତି,ସାମାଜିକ ଓ ଧାର୍ମିକ ଚାପ,ଝିଅ ଅବିବାହିତ ହୋଇ ରହିଯିବାର ଭୟ, ଅସ୍ୱାକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟ ବିବାହର କାରଣ ପାଲଟିଛିି ।

| ଆହୁରି ଦେଖନ୍ତୁ |ପ୍ରଭୁ ଶ୍ରୀରାମ|ହନୁମାନ| ଆଧାର |ହିନ୍ଦୁ ପବିତ୍ର ଦିନ|ଭାରତର ପର୍ବ ପର୍ବାଣି ହଳଦୀ କୁକୁମ, କିମ୍ବା ହଳଦୀ କୁଙ୍କୁମ ଉତ୍ସବ ହେଉଛି ଭାରତରେ ଏକ ସାମାଜିକ ଉତ୍ସବ ଯେଉଁଥିରେ ବିବାହିତ ମହିଳାମାନେ ଦଳଦୀ ଏବଂ କୁମକୁମ ପରସ୍ପରକୁ ବାଣ୍ଟିଥାନ୍ତି ।

ହଳଦୀ ଏବଂ କୁଙ୍କୁମ ହେଉଛି ବିବାହିତ ସ୍ତ୍ରୀମାନଙ୍କର ବୈବାହିତ ଜୀବନର ପ୍ରତୀକ ଏବଂ ଏହି ଉତ୍ସବରେ ସେମାନେ ସ୍ୱାମୀମାନଙ୍କର ଦୀର୍ଘ ଜୀବନ କାମନା କରିଥାନ୍ତି ।

ଏଥିପାଇଁ ବିବାହିତ ଦମ୍ପତି ପାଣିଗ୍ରହଣବିଧି ଶେଷରେ ସାଙ୍ଗ ହୋଇ ବଷିଷ୍ଟ ଓ ଅରୁନ୍ଧତୀ ନକ୍ଷତ୍ରଦ୍ୱୟଙ୍କୁ ଦର୍ଶନ କରିବାର ବିଧି ଅଛି ।

ଫଳରେ, ବିବାହିତ ପତ୍ନୀ ସହ (ନାବାଳିକ କ୍ଷେତ୍ରରେ) ଶାରୀରିକ ସମ୍ବନ୍ଧ ରଖିବା କ୍ଷେତ୍ରରେ ସ୍ୱାମୀର ଅଧିକାରକୁ ମଧ୍ୟ ସୀମୀତ କରିଦିଆଗଲା ।

ବିବାହିତ ମହିଳାମାନେ ନିଜ ନିଜ ସ୍ୱାମୀଙ୍କ ମଙ୍ଗଳ ପାଇଁ ଅଳତା ଲଗାଇଥାନ୍ତି ।

ବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ ।

ପ୍ରିୟବ୍ରତ ଦାସ ବେଦବିତ ତଥା ସମାଜ ସଂସ୍କାରକ ଶନ୍ନୋଦେବୀଙ୍କ ସହ ବିବାହିତ

ଭଙ୍ଗାମନ ନେଇ ମଲିକାପୁରଥାମା ଅବିବାହିତ ରହି, ପାହାଡ଼ ତଳେ ଏକ ମନ୍ଦିରରେ ରହିଲେ ।

ଗବେଷଣାରୁ ଜଣାପଡ଼ିଛି ଯେ ବିବାହିତ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କରେ ଭେଦ ଦେଖିବାକୁ ମିଳୁଛି ।

matrimony's Usage Examples:

stramonium, jimsonweed Hyoscyamus niger, black henbane Lycium barbarum, common matrimony vine Nicotiana attenuata, coyote tobacco Physalis hederifolia, ivyleaf.


Other minor festivals include weddings of individuals where couples are tied together in the holy matrimony.


BharatMatrimony is an online matrimony service and a part of Matrimony.


In a speech which he delivered at his appointment, he proposed that matrimony was to be mandatory for all citizens, in order to put an end to the libertine behaviour then already widespread.


Spinach, watercress, and matrimony vine are produced in the cooler months.


to earn a living, loves and is loved by the Widow Potter (Leighton), desisting from matrimony for reasons known only to himself.


This plenteous bequest made him think of entering into matrimony.


regulars; and their simple vows, as solemn vows with other religious, are a diriment impediment to matrimony, that is, a marriage contract attempted by a Jesuit.


forth to execution, and saw no other chance of escape, he retracted his ungallant resolution, and preferred the typical noose of matrimony to the literal.


Monarchy and matrimony: the courtships of Elizabeth I.


The cope and/or stole may be worn over choir dress when a cleric presides over a sacrament (for instance, at matrimony, if not celebrated during Mass), or by the cleric presiding over prayers.


deterred thereby from receiving the Sacraments; Regarding matrimony the exaction is to be remitted if otherwise there would be danger of concubinage; Regarding.


the Pontifical, the priest"s offices (baptism, penance, matrimony, extreme unction, etc.



Synonyms:

intermarriage, marital status, wedlock, sigeh, bigamy, open marriage, monandry, common-law marriage, exogamy, inmarriage, marriage, union, monogamy, misalliance, monogamousness, polygamy, marriage of convenience, endogamy, cuckoldom, spousal relationship,

Antonyms:

detribalization, detribalisation, disunion, exogamy, endogamy,

matrimony's Meaning in Other Sites