matchable Meaning in Odia (Oriya). ( matchable ଶବ୍ଦର ଓଡିଆ ଅର୍ଥ)
ମେଳଣ, ତୁଳନାତ୍ମକ,
People Also Search:
matchboardmatchboards
matchbook
matchbooks
matchbox
matchboxes
matched
matcher
matchers
matches
matchet
matchets
matching
matchings
matchless
matchable తెలుగు అర్థానికి ఉదాహరణ:
ମସ୍କୋର ୧୯୫୫ ମସିହାରେ ବୋଲସୋଇ ଥିଏଟରରେ ନିକିତା କୃଶ୍ଚେଭଙ୍କର ଉପସ୍ଥିତିରେ ନିର୍ମଳେନ୍ଦୁ ତାଙ୍କର ପ୍ରଦର୍ଶନ କରିଥିଲେ ଓ ପରବର୍ତ୍ତୀ ସମୟରେ ୱାରସରେ ଏକ ଆନ୍ତର୍ଜାତୀୟ ଲୋକ ସଙ୍ଗୀତ ମେଳଣରେ ସେ ଏକ ସ୍ୱର୍ଣ୍ଣ ପଦକ ପାଇଥିଲେ ।
ଦୋଳ ଦଶହରା ଆଦି ଯାନୀଯାତ୍ରାରେ ଦେବତାମାନଙ୍କ ଶୋଭାଯାତ୍ରା ଓ ଦେବ ମେଳଣ ବେଳେ ଖୋଳ କରତାଳ ବଜାଯାଇ ସଙ୍କୀର୍ତ୍ତନ କରାଯାଏ ।
ତିନି ଦିନ ଧରି ଯାତ୍ରାର ପୂର୍ବ ଦିନରେ ଗଉଡ଼ ବାଡ଼ି ଖେଳ, ବିମାନରେ ଠାକୁରଙ୍କ ଭୋଗ ଖିଆ, ଦୋଳ ମେଳଣ, ଫଗୁ ଖେଳ, ଦୋଳି ଖେଳ ଓ ରାତ୍ରିରେ ନାଟକ ମଞ୍ଚସ୍ଥ ହୋଇଥାଏ ।
ଏହି ଗ୍ରାମରେ ପ୍ରସିଦ୍ଧ ଦିପୋଟି ମେଳଣ ଅନୁଷ୍ଠିତ ହୁଏ ।
ଏହି ସମୟରେ ଆଦିବାସୀ ଅଞ୍ଚଳଗୁଡିକ ଯାତ୍ରା ମେଳଣର ଆମୋଦପ୍ରମୋଦରେ ଜୀବନ୍ତ ହୋଇଉଠେ ।
ସର୍ବପ୍ରଥମେ ଭୁବନର ଐତିହାସିକ ବଳଦଯାତ୍ରାର ସ୍ରଷ୍ଟା ଥୋରିଆ ସମାଜଙ୍କ ଆରାଧ୍ୟ ଦେବୀ ବଣିଜାରୀଙ୍କ ପରେ ଭୁବନର ପ୍ରଥମ ଦୁର୍ଗାମେଢ଼ ବନଦୁର୍ଗା, ନୂଆଭୁବନ, ହରପାର୍ବତୀ, ବାଜିଛକ, ପୋଥାଳ ସାହି, ସେନସାହି, କ୍ଲାସିକ କ୍ଳବ, ଗଡ଼ଗଁପୁର, ହାଟୁଆବଣିକ ସଂଘ ଓ ଶେଷରେ ଗୁଜୁରୀହାଟ ଦେଶ ଦୁର୍ଗା ମେଢ଼ ପହଞ୍ଚିବା ପରେ ନୂଆବଜାରରେ ମେଳଣ ହୋଇଥାଏ ।
ଏଠାରେ ପ୍ରତିବର୍ଷ ଦୋଳ ମେଳଣ ଓ ପଣା ସଂକ୍ରାନ୍ତି ଦିନ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଫାଲଗୁନ ଶୁକ୍ଲ ଦଶମୀ ତିଥି ଠାରୁ ପ୍ରତି ବର୍ଷ ତାଙ୍କ ମେଳଣ ଆରମ୍ଭ ହୋଇଥାଏ ବିଶେଷ କରି ବରାହ ଦୋଳ ଏମାନଙ୍କର କଳସ ଯାତ୍ର ବହୁ ଆଡମ୍ବର ସହ ହୋଇଥାଏ ପରେ ଏହା ବାରୁଣୀ ମହାସ୍ନାନ ପର୍ଯ୍ୟନ୍ତ ଚାଲିଥାଏ ।
ଏଠାରେ ପ୍ରତିବର୍ଷ ରଜ ଓ ଦୋଳ ମେଳଣ ଅନୁଷ୍ଠିତ ହୋଇଥାଏ ।
ମେଳଣ ପରେ ମା ଦୁର୍ଗା ମେଲାଣି ନେଇଥାନ୍ତି ।
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକେ ଏହି ମେଳଣ ଦେଖିବାକୁ ଆସନ୍ତି ।
matchable's Usage Examples:
year), show levels of performance on terabyte-sized databases that are unmatchable by all relational database implementations.
even for free), providing particular parts of them at a scale and cost unmatchable by the old order.
The unmatchable card becomes the "old maid", and whoever holds it at the end.
matching, the only vertices that can be deleted to produce a perfectly matchable graph are the ones on the larger side of the bipartition.
located in the picturesque Sahya valley, deep in the middle of forest of unmatchable beauty, and in these texts, it is referred to as "Sahyamalaka Kshetra.
the top five in the first ten races, pulling out to a commanding and unmatchable points lead.
In graph theory, a maximally-matchable edge in a graph is an edge that is included in at least one maximum-cardinality matching in the graph.
Composition of properties forming matchable facial features: Location and size: eyes, mouth, bridge of nose Value:.
who pairs that contact to the business based on demographics or other matchable constructs, these would all be considered third party leads.
be extended to a maximum matching in the graph (such edges are called maximally-matchable edges, or allowed edges).
If music has a matchable syntax, noteworthy equivalents to basic aspects of linguistic syntax have.
The detector tends to detect a high number of repeatable and matchable regions even under a large viewpoint change.
defining the attributes of those very creative young ones, who possess unmatchable qualities, unique approach and innovative ways and thereby they not only.