<< masjid mask >>

masjids Meaning in Odia (Oriya). ( masjids ଶବ୍ଦର ଓଡିଆ ଅର୍ଥ)



ମସଜିଦ,

(ଇସଲାମ),

Noun:

ମସଜିଦ,

People Also Search:

mask
mask of pregnancy
maskable
masked
masked ball
masked shrew
masker
maskers
masking
masking paper
masks
maslin
masochism
masochisms
masochist

masjids తెలుగు అర్థానికి ఉదాహరణ:

ଏହାଛଡା ବାବ୍ରୀ ମସଜିଦ ପ୍ରକୃତରେ କିଏ ନିର୍ମାଣ କରିଥିଲେ, ଏହି ବିଷୟରେ ମଧ୍ୟ ତିନିଜଣ ନ୍ୟାୟାଧୀଶ ସହମତ ହୋଇପାରି ନ ଥିଲେ ।

୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ କିଛି ହିନ୍ଦୁଙ୍କଦ୍ୱାରା ବାବ୍ରୀ ମସଜିଦ ଭାଙ୍ଗି ଦିଆଯିବାପରେ ବିବାଦିତ ରାମଜନ୍ମଭୂମିର ମାଲିକାନାକୁ ନେଇ ସେତେବେଳେ ଉତ୍ତର ପ୍ରଦେଶର ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଥିଲା ।

ଦ୍ୱିତୀୟ ମସଜିଦଏକ ପୁରାତନ ମସଜିଦ

|ଭୂଗୋଳ|ଇତିହାସ|ମୋଗଲ ସାମ୍ରାଜ୍ୟ|ମୋଗଲମାନେ ଏହି ଅଞ୍ଚଳକୁ ୧୫୨୪ରୁ ୧୭୩୯ ପର୍ଜ୍ୟନ୍ତ ଶାସନ କରିଥିଲେ ଓ ବ‌ହୁତ ନିର୍ମାଣ କାର୍ଯ୍ୟ କରିଥିଲେ, ଯେପରି ଲାହୋରର ଶାଲିମାର ବଗିଚା ଓ ବଡ଼ସାହି ମସଜିଦ

|ମନ୍ଦିର|ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ଲିଖିତ ଖୋରଧାର ଇତିହାସରେ ଲେଖିଛନ୍ତି, ସେଠାରେ ଥିବା ସାରଳା ମନ୍ଦିର ୧୬୮୬ ମସିହାରେ ମୁସଲମାନମାନେ ଭାଙ୍ଗିନେଇ ସେହି ମନ୍ଦିରର ପ୍ରାୟ ମାଇଲିଏ ପଶ୍ଚିମକୁ ଏକ ମସଜିଦ ନିର୍ମାଣ କରିଛନ୍ତି ।

| ଏତେକାଫ |ରମଜାନ ମାସର ଶେଷ ଦଶଦିନ କିଛି ପୁରୁଷ ଘର ଛାଡ଼ି ମସଜିଦରେ ଓ କିଛି ମହିଳା ଘର ଭିତରେ ରହି ଆଲ୍ଲାଙ୍କୁ ସ୍ତୁତି କରନ୍ତି, ଏହା ଏତେକାଫ ଭାବେ ନାମିତ ।

|ଓଡ଼ିଶାର ମଧ୍ୟଯୁଗୀୟ ପୁରାକୀର୍ତ୍ତିଗୁଡ଼ିକ ମଧ୍ୟରୁ କଟକର ଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ, କଦମ ରସୁଲ, କାଳିଆବୋଦା ଗୁରୁଦ୍ୱାରା ଏବଂ ପୁରୀର ବାଉଳି ମଠ ଅନ୍ୟତମ ।

ଦୁର୍ଗ ଭିତରେ ଏକ ମସଜିଦ ମଧ୍ୟ ରହିଛି ।

ଏହା ସନ ୨୦୧୮ର ନଭେମ୍ବର ମାସରେ କେରଳରେ ରିଲିଜ ହୋଇଥିଲା ଯେତେବେଳେ କେରଳରେ ମହିଳା ଅଧିକାର ଆନ୍ଦୋଳନ ଆରମ୍ଭ ହେଉଥିଲା ଓ ଯେତେବେଳେ ଶାବରୀମାଳା ମନ୍ଦିରରେ ପ୍ରବେଶ ତ‌ଥା ମୁସଲମାନ ମହିଳାଙ୍କର ଧାର୍ମିକ କାମରେ ଭାଗ ନେବା ଓ ମହିଳାଙ୍କୁ ଇମାମ ପଦରେ ନିଯୁକ୍ତ କରିବା ଓ ମସଜିଦରେ ପ୍ରାର୍ଥନା ଅଧିକାର ନିମନ୍ତେ ଅଧିକାର ନିମନ୍ତେ ଆନ୍ଦୋଳନ ଆରମ୍ଭ ହେଉଥିଲା ।

|ବ୍ରିଟିଶ ଶାସନ ସମୟରେ ଥରେ, ଓ ପରେ ସ୍ୱାଧୀନତା ପରବର୍ତ୍ତୀ ଭାରତ ସରକାରଦ୍ୱାରା ତିନିଥର, ପ୍ରଥମେ ଆଦର୍ଶଗତ ମତଭେଦକୁ ନେଇ ୧୯୪୬ରେ ଆରଏସଏସ ଛାଡ଼ିଥିବା ଦାବି କରିଥିବା ନାଥୁରାମ ଗଡ଼ସେ ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ପରେ, ଜରୁରୀକାଳୀନ ପରିସ୍ଥିତି ସମୟରେ (୧୯୭୫-୧୯୭୭); ଏବଂ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ପରେ ତୃତୀୟ ଥର ପାଇଁ ଆରଏସଏସକୁ ଅଟକାଯାଇଥିଲା ।

ତେବେ ନ୍ୟାୟାଳୟ ଏହି ଫଇସଲାରେ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ କି ହିନ୍ଦୁମାନଙ୍କର ବିଶ୍ୱାସ ଅନୁଯାୟୀ ସେହି ବିବାଦିତ ସ୍ଥଳ ରାମଲାଲାଙ୍କ ଜନ୍ମଭୂମି ଏବଂ ଏହି ବିବାଦିତ ସ୍ଥଳରେ ଏକ ହିନ୍ଦୁ ମନ୍ଦିର ଭଙ୍ଗାଯାଇ ବାବ୍ରୀ ମସଜିଦ ଗଢାଯାଇଛି ।

ବିବାଦିତ ସ୍ଥଳକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଏବଂ ରାମ ମନ୍ଦିରକୁ ଭାଙ୍ଗି ମସଜିଦ କରାଯାଇଛି ବୋଲି ହିନ୍ଦୁମାନେ ଦାବୀ କରିବା ସହ ତଥା କଥିତ ଭଗ୍ନ ରାମ ମନ୍ଦିର ସ୍ଥଳରେ ଏକ ନୂତନ ରାମ ମନ୍ଦିର ଗଢିବାକୁ ଅଡିବସିଥିଲା ବେଳେ ବର୍ତ୍ତମାନ ସେଠାରେ ଏକ ମସଜିଦ ଥିବାରୁ ମୁସଲମାନ ଗୋଷ୍ଠୀ ଏହି ନୂତନ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ।

ତେବେ ସେଠାରେ ଏକ ମସଜିଦ ଥିବାରୁ ମୁସଲମାନ ଗୋଷ୍ଠୀ ଏହି ନୂତନ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ।

masjids's Usage Examples:

Among the older standing masjids in the city.


houses"—likely an exaggeration—in 16 mahalles, with 5 main mosques, 11 masjids, 2 imarets, 2 baths, 5 madrasahs, 7 mektebs, 17 caravanserais, and 400 shops.


historical artefacts and structures, including ancient coins, Roman pottery, drystone buildings, cairns, masjids, walled enclosures, standing stones and platform.


There are several masjids in Nanded, as nearly 34 percent of population in Nanded are Muslims, we can see several masjids in this city, some of them.


Bowenpally is known for its peace and communal harmony with masjids, gurdwaras and temples galore.


Kolloorvila Juma Masjid is one of the largest masjids in Kerala and can accommodate approximately 5,000 worshippers.



masjids's Meaning in Other Sites