<< martyrdoms martyring >>

martyred Meaning in Odia (Oriya). ( martyred ଶବ୍ଦର ଓଡିଆ ଅର୍ଥ)



ସହିଦ,

Adjective:

ଶହୀଦ,

martyred తెలుగు అర్థానికి ఉదాహరణ:

ଗୁରୁ ଅର୍ଜନଙ୍କ ସହିଦ ହେବାର ଏକ ଶତାବ୍ଦୀ ପରେ ଲୁଇସ ଇ ଫେଂଏଚ ଓ ଡବ୍ଲ୍ୟୁ. ଏଚ. ମେକ୍ଲିଓଡ଼ ଉଲେଖ କରିଥିଲେ କି ସ୍ୱର୍ଣ୍ଣମନ୍ଦିର ଅସଲି ଶିଖ ଗୁରୁ ମାନଙ୍କ କବଜାରେ ନ ଥିଲା ଏବଂ ଏହା ସର୍ବଦା ଶତ୍ରୁତାପୂର୍ଣ ସମ୍ପ୍ରଦାୟିକତା ହାତରେ ଥିଲା. ୧୮ତମ ଶତାବ୍ଦୀ ରେ, ଗୁରୁ ଗୋବିନ୍ଦ ସିଂ ଓ ନୂତନ ସ୍ଥାପିତ ଖାଲସା ଶିଖ ମାନଙ୍କ ସହିତ ଫେରି ଆସିଥିଲେ ଏବଂ ଏହାକୁ ମୁକ୍ତ କରିବା ପାଇଁ ଲଢ଼ିଥିଲେ।

| ଆଧାର |ଔଷଧ|ଚିକିତ୍ସା ବିଜ୍ଞାନ ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଭୁବନେଶ୍ୱରରେ ଥିବା ଏକ ସରକାରୀ ବିଦ୍ୟାଳୟ ।

ଏହି ଆକ୍ରମଣରେ ସେନାର ମେଜର ସନ୍ଦିପ ଉନ୍ନିକୃଷ୍ଣନ, ଏଟିଏସର ମୁଖ୍ୟ ହେମନ୍ତ କରକରେ, ହାବିଲଦାର ତୁକାରମ ଓମ୍ବଲେ ଇତ୍ୟାଦି ସହିଦ ହେଇଥିଲେ।

ଏହି ଯୁଦ୍ଧରେ ପ୍ରମୋଦ ସହିଦ ହୋଇଥିଲେ ।

ଲୁଇ ଏ ଫେଂଚଙ୍କ ଅନୁସାରେ ଏହା ଶୀଖ ଧର୍ମର ସମାନ ପ୍ରଦର୍ଶନ କରୁ ନାହିଁ ଓ ଆଂଶିକ ଐତିହାସିକ ଅଟେ ଯାହା ବିନା ମୁଣ୍ଡ ଥବା ଶରୀରକୁ ପ୍ରଦର୍ଶିତ କରୁଛି କିନ୍ତୁ ଏହା ମହତ୍ୱପୁର୍ଣ କଳାକୃତି ଅଟେ,ଏବଂ ଏହା ଶୀଖ ଧର୍ମରେ ବାହାଦୁରି ଓ ସହିଦ ହେବା ଦର୍ଶାଇଥାଏ।

ଯୁଦ୍ଧରେ ସହିଦ ହୋଇଥବା ଆତ୍ମାର ସଦଗତି ପାଇବା ପାଇଁ ଏକ ପ୍ରାର୍ଥନା ଭାବେ ସେରେସ ଏହି ଗୀତଟି ଲେଖିଥିଲେ ।

ଏଠାରେ ସାକ୍ଷୀ ଭାବେ ଅଛି ସହିଦ୍ ସ୍ତମ୍ଭ ଯାହାକି ମନେ ପକାଏ ବୀର ସୁରେନ୍ଦ୍ର ସାଏ ଓ ତତ୍କାଳୀନ ଜମିଦାରଙ୍କ ପାଞ୍ଚ ପୁତ୍ର ଅଇରି ସିଂଘ, ବଇରି ସିଂଘ ଆଦିଙ୍କ ବିରତ୍ୱର ଗାଥା ।

|ସହିଦ ବେଦି|ସହିଦ ଚାଷୀମାନଙ୍କ ସ୍ମୃତିରେ ତାକରଡ଼ାଠାରେ ପ୍ରତିଷ୍ଠା କରାଯାଇଥିଲା ସହିଦ ସମାଧି ।

ଇରମରେ ଜନ୍ମିତ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ଓଡ଼ିଆ ସଂଗ୍ରାମୀମାନଙ୍କ ଭିତରୁ ସେ ଏକମାତ୍ର ମହିଳା ସଂଗ୍ରାମୀ ।

martyred's Usage Examples:

Saint James was martyred at the hands of a mob incensed at his preaching about Jesus and his "transgression of the Law" - an accusation.


Lingle was initially lionized as a martyred journalist, but it was eventually revealed that he was involved in racketeering with the Capone organization and that his death had more to do with his own criminal activities than his journalism.


appears that Silvan was very young when he was martyred, showing his devoutness to Christianity from a young age.


Some of the hymn writers died while imprisoned; many were martyred.


Pope Francis canonizes the martyred children of Tlaxcala Haskett, R.


SaintsMartyr Hyacinth the Cubicularius, of Caesarea in Cappadocia (108)* Martyrs Theodotus and Theodota, martyred with St.


Martyred Intellectuals Memorial (Bengali: শহীদ বুদ্ধিজীবী স্মৃতিসৌধ) is a memorial built in memory of the martyred intellectuals of the Bangladesh Liberation.


The panegyrist of Yusuf I of Granada, Abū al-Qāsim Ibn Juzayy was martyred in the Battle.


It was previously believed for centuries that Urban I was also martyred.


October 12, 1975 (Sunday)Oliver Plunkett (1629-1681), the martyred Primate of All Ireland, was proclaimed a saint in the Roman Catholic Church by Pope Paul VI.


He was deprived of his see by the Visigoths, exiled to Toulouse, and perhaps martyred.


missionary who was martyred with his three companions in Thane, India, for "blaspheming" Muhammad.


"Sukma Naxal attack: 9 CRPF jawans martyred as 100 Maoists ambush convoy; "distressing", says Rajnath".



Synonyms:

sufferer, victim, shaheed,

Antonyms:

begin, add, switch on, be born,

martyred's Meaning in Other Sites