mandela Meaning in Odia (Oriya). ( mandela ଶବ୍ଦର ଓଡିଆ ଅର୍ଥ)
ମଣ୍ଡେଲା,
Noun:
ମଣ୍ଡେଲା,
People Also Search:
mandelbrotmandelson
mandelstam
mandible
mandibles
mandibular
mandibulate
mandilion
mandingo
mandioca
mandiocas
mandir
mandirs
mandola
mandolas
mandela తెలుగు అర్థానికి ఉదాహరణ:
ମଣ୍ଡେଲା ଏହାକୁ ବିରୋଧ କରିଥିଲେ ଯେହେତୁ ଏହା ଅଣ ଜାତୀୟ କଂଗ୍ରେସ ନେତୃତ୍ୱରେ ହୋଇଥିଲା; କିନ୍ତୁ ଅନେକ କଳା ଆଫ୍ରିକୀୟ ଏଥିରେ ଭାଗ ନେବାରୁ "ସପ୍ରେସନ ଅଫ କମ୍ୟୁନିଷ୍ଟ ଆକ୍ଟ, ୧୯୫୦"ର ପ୍ରଣୟନ ହୋଇଥିଲା ଏବଂ ସମସ୍ତ ବିରୋଧୀ ଦଳକୁ ଏହି ନିୟମ ପ୍ରଭାବିତ କରିଥିଲା ।
ପୋଲ୍ସମୁରରେ ରୋବେନ କାରାଗାର ଅପେକ୍ଷା ଅଧିକା ସୁବିଧାସୁଯୋଗ ଥିବା ସତ୍ତ୍ୱେ ମଣ୍ଡେଲା ରୋବେନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଝୁରି ହୋଇଥିଲେ ।
|ସିସୁଲୁଙ୍କ ବାସଭବନରେ ମଣ୍ଡେଲା ଏଭେଲିନ ମାସେଙ୍କୁ ଭେଟିଥିଲେ; ଯିଏକି ଏଙ୍ଗକୋବୋ, ଟ୍ରାନସ୍କେଇରୁ ଜଣେ ନର୍ସ ତଥା ଜାତୀୟ କଂଗ୍ରେସ କାର୍ଯ୍ୟକର୍ତ୍ତା ଥିଲେ ।
ମଣ୍ଡେଲା ଅନ୍ୟ ସମ୍ବାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।
ଏହି ଭାଷଣ ଫଳରେ ଜାତୀୟ କଂଗ୍ରେସକୁ ବାଜ୍ୟାପ୍ତ କରାଯାଇଥିଲା ଓ ମଣ୍ଡେଲା ପ୍ଲାନ ଅନୁସାରେ ଏକ କେନ୍ଦ୍ରୀୟ ନେତୃତ୍ୱ ଧର୍ମୀ ଦଳ ଗଠନ ହୋଇଥିଲା ।
|ସେପ୍ଟେମ୍ବର ୧୯୫୫ରେ ଦ୍ୱିତୀୟ ବାରଣାଦେଶର ଶେଷ ଭାଗରେ, ମଣ୍ଡେଲା ବାଣ୍ଟୁ ଅଥୋରିଟିଜ ଆକ୍ଟ, ୧୯୫୫ ବିଷୟରେ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାକୁ ଟ୍ରାନସ୍କେଇ ଯାତ୍ରା କରିଥିଲେ; ଏବଂ ନିଜ ମାଆ ନୋଏଙ୍ଗଲାଣ୍ଡଙ୍କୁ ଦେଖାକରି କେପ ଟାଉନ ଫେରିଯାଇଥିଲେ ।
ମଣ୍ଡେଲାଙ୍କୁ ନଅ ବର୍ଷ ହୋଇଥିବା ସମୟରେ ତାଙ୍କ ବାପା କୁନୁ ଗ୍ରାମରେ ପରିବାର ସହ ବସବାସ କରିବାକୁ ଆସିଥିଲେ ଓ ଏକ ଅଜଣା ଶ୍ୱାସ ରୋଗରେ ପ୍ରାଣ ହରାଇଥିଲେ ।
ଏହାପରେ ଅକ୍ଟୋବର ୯ରେ ପ୍ରିଟୋରିଆ ସୁପ୍ରିମ କୋର୍ଟରେ ମଣ୍ଡେଲା ଓ ତାଙ୍କର ଚାରି ସହଯୋଗୀଙ୍କୁ ଅନ୍ତର୍ଘାତୀ କାର୍ଯ୍ୟ ଓ ସରକାର ବିରୁଦ୍ଧରେ ଷଡ଼ଯନ୍ତ୍ରରେ ଅଭିଯୁକ୍ତ କରାଯାଇଥିଲା ।
ଡିସେମ୍ବର ମାସରେ ୬ ମାସ ପାଇଁ ମଣ୍ଡେଲାଙ୍କୁ କୌଣସି ପ୍ରକାର ସାଧାରଣ ସଭାରେ ଯୋଗ ଦେବାକୁ ଅନୁମତି ଦିଆଯାଇ ନଥିଲା ଓ କୌଣସି ସମୟର୍ ମାତ୍ର ଜଣଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଇଥିଲା ।
|ରୋବେନ ଦ୍ୱୀପ:୧୯୬୨-୧୯୮୨|ମଣ୍ଡେଲା ଓ ତାଙ୍କ ସହଯୋଗୀମାନଙ୍କୁ ପ୍ରିଟୋରିଆରୁ ରୋବେନ ଦ୍ୱୀପକୁ ନିଆଯାଇଥିଲା, ଏବଂ ପରବର୍ତ୍ତୀ ୧୮ବର୍ଷ ପର୍ଯ୍ୟନ୍ତ ସେଠାରେ ରହିଥିଲେ ।
ଅଗଷ୍ଟ ୧୯୫୩ରେ ମଣ୍ଡେଲା ଓ ତାଙ୍କ ବନ୍ଧୁ ଅଲିଭର ଟାମ୍ବୋ ମିଳିତ ଭାବେ ନିଜସ୍ୱ "ଟାମ୍ବୋ ଏଣ୍ଡ ମଣ୍ଡେଲା" ସଂସ୍ଥା ଜୋହାନ୍ସବର୍ଗରେ ଆରମ୍ଭ କରିଥିଲେ ।
ସେମାନଙ୍କର ଶୁଣାଣିକୁ ସେମାନେ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ; ମଣ୍ଡେଲାଙ୍କ ଏକ ଭାଷଣ କାଷ୍ଟ୍ରୋଙ୍କ "ହିଷ୍ଟୋରି ୱିଲ ଆବଜର୍ଭ ମି"ଦ୍ୱାରା ଅତି ମାତ୍ରାରେ ପ୍ରଭାବିତ ଥିଲା - ଯାହା ସରକାରୀ ନିଷେଧାଦେଶ ସତ୍ତ୍ୱେ ଗଣମାଧ୍ୟମରେ ପହଞ୍ଚିଯାଇଥିଲା ।
ଜୁଲାଇ ୧୯୭୮ରେ ନିଜର ୬୦ତମ ଜନ୍ମବାର୍ଷିକୀ ପାଳନ କରିବା ସମୟରେ ମଣ୍ଡେଲାଙ୍କୁ ନୂଆକରି ପ୍ରଥମ ଭାବେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଥିଲା ।
mandela's Usage Examples:
Hypomanganates may be prepared by the careful reduction of manganates with sulfite, hydrogen peroxide or mandelate.
2) is a bacterial enzyme which catalyzes the interconversion of the enantiomers of mandelate via an enol intermediate.
A popular waterfall, Kimmandela – so named because even from a distance it resembles a candle (Kandela is the Ilocano term for candle) is a remarkable sight.
Synonyms:
Nelson Rolihlahla Mandela, Nelson Mandela,