manageresses Meaning in Odia (Oriya). ( manageresses ଶବ୍ଦର ଓଡିଆ ଅର୍ଥ)
ପରିଚାଳକ,
Noun:
ନିର୍ଦ୍ଦେଶକ,
People Also Search:
managerialmanagerially
managers
managership
managerships
manages
managing
managing director
managing editor
managua
manakin
manakins
manal
manama
manana
manageresses తెలుగు అర్థానికి ఉదాహరణ:
ବର୍ଣ୍ଣାଡ୍ କିଲଗୋରେ ୧୯୪୧ ମସିହାରେ କମ୍ପାନୀର ପରିଚାଳକ ସମ୍ପାଦକ ଏବଂ ୧୯୪୫ ମସିହାରେ ସି ଇ ଓ ହେଲେ ଓ ତା' ସହିତ ଜର୍ଣ୍ଣାଲ୍ର ମୁଖ୍ୟ ଭାବେ ନିଜର ୨୫ ବର୍ଷର ବୃତ୍ତି ମଧ୍ୟ ପୂର୍ଣ୍ଣ କରିଥିଲେ ।
ସେ ଆଈ.ବି.ଏମ(IBM) କମ୍ପାନୀର ଏବେକାର ମୁଖ୍ୟ ସଭାପତି ଓ ପରିଚାଳକ।
| ବଜାରରେ ସ୍ଥାନ || ଖେଳ(ଗେମ )ରେ ବ୍ୟବହାର || ପ୍ରଥମ ବ୍ୟକ୍ତି ଶୂଟର |ଘରୋଇ ଉପଯୋଗ|୧୯୮୮ରେ ଭି.ଟେକ ସକ୍ରେଟିସ ,ଏକ ଶିକ୍ଷଣୀୟ ଭିଡିଓ ଗେମ ବ୍ୟବସ୍ଥା ଯାହା ବେତର ମାଉସକୁ ପ୍ରଥମେ ବଜାରକୁ ଆଣିଥିଲା ଓ ତା ସହିତ ଏକ ମାଉସପ୍ୟାଡ ମଧ୍ୟ ଆସିଥିଲା ,ଏହି ମାଉସ ଗେମ ଗୁଡ଼ିକର ଅତିରିକ୍ତ ପରିଚାଳକ ଥିଲା।
|୨୦୦୯-୧୦ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ କ୍ଲବ୍ ଓଲନ୍ଦାଜ ପରିଚାଳକ ଲୁଇ ଭାନ୍ ଗାଲ୍ ଓ ଓଲନ୍ଦାଜ ଫରୱାର୍ଡ୍ ଆର୍ୟେନ୍ ରୋବେନଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା ।
ଏ ଏଫ ସିର ଅଧ୍ୟକ୍ଷ ରୂପେ ତାଙ୍କର ଶୁଣାଣି ପୂର୍ବରୁ, ସେ ବହରିନ ଫୁଟବଲ ଆସୋସିଏସନ ପରିଚାଳକ ଥିଲେ, ଏବଂ ପରେ ଏସିଆଇ ଫୁଟବଲ ପରିସଂଘ ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ ଫୀଫା ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।
ସେ "ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ବୋର୍ଡ଼ ଅଫ ପରିଚାଳକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକମାନଙ୍କୁ ରଖାଯାଇଥାଏ ।
ସେ ଜିନ କ୍ୟାମ୍ପେନ ଅଣସରକାରୀ ଅନୁଷ୍ଠାନର ପରିଚାଳକ ।
ପିତା ପାନ ସିଂହ ମେକନ୍ କମ୍ପାନୀରେ କନିଷ୍ଠ ପରିଚାଳକ ରୂପେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଉତ୍ତରାଖଣ୍ଡରୁ ରାଞ୍ଚି ସ୍ଥାନାନ୍ତର ହେବାକୁ ପଡ଼ିଥିଲା ।
ଫ୍ଲିକ୍ଙ୍କ ତତ୍ତ୍ୱାବଧାନରେ ବାଏର୍ଣ୍ଣର ପ୍ରଦର୍ଶନରେ ଉନ୍ନତି ଆସିବାରୁ ତାଙ୍କୁ ୨୦୨୩ ପର୍ଯ୍ୟନ୍ତ ପରିଚାଳକ ଭାବେ ରଖିବାର ଚୁକ୍ତି କରାଗଲା ।
|ତାଙ୍କ ବାପା ସର୍ଗେ ଆଣ୍ଡ୍ରେୟେଭିଚ ଗୋର୍ବାଚୋଭ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କମ୍ବାଇନଡ ହାର୍ଭେଷ୍ଟର ପରିଚାଳକ ଥିଲେ ।
Synonyms:
director, managing director, manager,