<< magnanimity magnanimous >>

magnanimosity Meaning in Odia (Oriya). ( magnanimosity ଶବ୍ଦର ଓଡିଆ ଅର୍ଥ)



ମହାନତା,

Noun:

ଉଚ୍ଚତା, ଦୟା, ମହାନତା, ଉଦାରତା, ଉଦାରବାଦୀ |,

magnanimosity తెలుగు అర్థానికి ఉదాహరణ:

ସନାତନ ଧର୍ମର ମହାନତାର ପ୍ରସାର ସହ ସାମାଜିକ ସଂସ୍କାର କାର୍ଯ୍ୟରେ ନିୟୋଜିତ ମାଲବ୍ୟ ବିଭିନ୍ନ ସଂଗଠନ ପ୍ରତିଷ୍ଠା କରିଥିଲେ ଏବଂ ଅନେକ ପତ୍ରିକାର ସମ୍ପାଦନା କରିଥିଲେ ।

ଏଥିରେ ସମାଜର ସକଳଶ୍ରେଣୀ ସକ୍ରିୟ ଅଂଶଗ୍ରହଣ କରି ମହାନତାରେ ଉଦବୁଦ୍ଧ ହୋଇଥାନ୍ତ୍ରି।

ଏକ ପକ୍ଷରେ ନିଜର ଦୃଢ଼ ଆତ୍ମବିଶ୍ୱାସ ଓ ସ୍ୱାମୀଙ୍କର ମହାନତା ପୂର୍ଣ୍ଣ ସହଯୋଗ ତାଙ୍କୁ ନୂତନ ପ୍ରେରଣା ଯୋଗାଇଥିଲା ।

ଏହାର ସବୁ ରଙ୍ଗ ମହାନତାର ପ୍ରତିକ ଅଛି ।

ଏସିଆ ଓ ୟୁରୋପ ମହାଦେଶର ବିଭିନ୍ନ ଦେଶ ଗ୍ରସ୍ତ କରି ଏହି ଦମ୍ପତି ଓଡ଼ିଶୀ ନୃତ୍ୟ ସଙ୍ଗୀତ ପରିବେଷଣ ପୂର୍ବକ ଓଡ଼ିଶା ସଂସ୍କୃତିର ମହାନତା ପ୍ରଦର୍ଶନ କରିଥିଲେ ।

୮୧୨ ଖ୍ରୀଷ୍ଟାବ୍ଦ ସମୟର ବରୋଦା ଶିଳାଲେଖରେ ଏହି "ଗହ୍ୱରର ମହାନତା" ଓ "କୃଷ୍ଣରାଜଙ୍କ ସମୟରେ ଏଲାପୁରରେ ଏହି ଗହ୍ୱରର ଖୋଦନ ବା ନିର୍ମାଣ" ବିଷୟର ଉଲ୍ଲେଖ ମିଳେ ।

ସମାଜସେବା, ଗ୍ରାମ ସଂଗଠନ, ନିଶା ନିବାରଣ, ଦାରିଦ୍ର୍ୟ-ଅଶିକ୍ଷାରୋଗ ବିରୋଧୀ ଆନ୍ଦୋଳନ, ଜମିଦାର ବିରୋଧୀ ଆନ୍ଦୋଳନ, କୁଷ୍ଠ ନିରାକରଣ ଆଦି କ୍ଷେତ୍ରରେ କାର୍ଯ୍ୟ ତାଙ୍କ ମହାନତାର ପରିଚୟ ଦିଏ ।

magnanimosity's Meaning in Other Sites