maffia Meaning in Odia (Oriya). ( maffia ଶବ୍ଦର ଓଡିଆ ଅର୍ଥ)
ମାଫିଆ,
ଯୁକ୍ତରାଷ୍ଟ୍ରରେ ଏକ ଅପରାଧ ସିଣ୍ଡିକେଟ୍ |, ସିସିଲିଆ ମାଫିଆର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଅଛି ବୋଲି ବିଶ୍ୱାସ କରିବା |, ପରିବାରରେ ସଂଗଠିତ |,
People Also Search:
maffickmafficked
mafficker
mafficking
mafficks
mafflins
mafia
mafias
mafic
mafiosi
mafioso
mag
magalog
magalogs
magazine
maffia తెలుగు అర్థానికి ఉదాహరణ:
ପରେ ପରେ ପୁରି ଜଗନ୍ନାଧଙ୍କ ନିର୍ଦ୍ଦେଶିତ ବିଜିନେସମ୍ୟାନ ଚଳଚ୍ଚିତ୍ରରେ ମାଫିଆମାନଙ୍କର ସର୍ଦ୍ଦାର ଭାବେ ନାୟିକା କାଜଲ ଅଗ୍ରୱାଲଙ୍କ ସହ ଅଭିନୟ କରିଥିଲେ ।
|ରାମାୟଣର ରାବଣ ଓ ଫିଲ୍ମ ରାବଣର କାହାଣୀର ତଥ୍ୟରେ ସମାନତା|ପୁରାଣ ଯୁଗରେ ରାବଣ ରାମଙ୍କ ପତ୍ନୀଙ୍କୁ ଅପହରାନ କରି ନେଇ ପ୍ରତିଶୋଧ ନେବାର ଦୃଷ୍ଟାନ୍ତ ପାରି ଏଥିରେ ମଧ୍ୟ ମୁଖ୍ୟ ଅଭିନେତା , ଯିଏ କି ଜଣେ ଦୁର୍ଦ୍ଧଶ ପୋଲିସ ଅଫିସର ଭୂମିକାରେ ଅପରାଧୀ ତଥା ମାଫିଆ ନେତାଙ୍କ ସହ ସଙ୍ଗର୍ଷ ରତ ଥିଲେ ଓ ଅପରାଧୀ ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇ ପୋଇସ ଅଫିସରଙ୍କ ଉପରେ ଚାପ ପକେଇବାକୁ ସତତ ଉଦ୍ୟମ କରିଥିଲା ।
|୨୦୧୧ରେ ପ୍ରକାଶିତ ହୁସେନ ଜୈଦୀଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ ମୁମ୍ବାଇରେ ଗଙ୍ଗୁବାଈଙ୍କ ଜୀବନୀ ଲେଖା ହୋଇଛି ।
୨୦୨୦ରେ ଯମୁନା ଓ ଚାମି ମୁର୍ମୁ ଏକାଠି ହୋଇଥିଲେ ଝାଡ଼ଖଣ୍ଡର ଜଙ୍ଗଲକୁ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ ।
ମୁମ୍ବାଇ ସହରର ପୋଲିସ୍ କମିଶନର ଅଜୟ ଭରଦ୍ୱାଜ ଦାୟିତ୍ୱ ନେବାପରେ ମୁମ୍ବାଇ ସହର ମାଫିଆ ମୁକ୍ତ କରିବାରେ ପ୍ରଚେଷ୍ଟାରେ ସଫଳ ହୋଇ ମୁମ୍ବାଇ ସହର ମାଫିଆମାନଙ୍କ ଅଧିନରୁ ମୁକ୍ତ ବୋଲି ଘୋଷଣା କରିବାପରେ ସୁରିୟା ମୁମ୍ବାଇ ଆସିଥିଲା ।
ପରେ ଶଙ୍କରଙ୍କର ପୁଅ ଅଜୟ (ମହେଶ ବାବୁ) ଜଣେ ପୋଲିସ୍ ଅଧିକାରୀ ଭାବରେ ମୁମ୍ବାଇରେ ଯୋଗଦେଲେ ଏବଂ ମାଫିଆମାନଙ୍କ ବିରୁଦ୍ଧରେ ସେ କାର୍ଯ୍ୟ କରୁଥିଲେ ।
ଡ୍ରଗ କାରବାର ବନ୍ଦ କରିବା ସହ ଡ୍ରଗ ମାଫିଆ ସିଂଘାଣିଆର ମେନେଜର ଡନ (ସାହାରୁଖ ଅଭିନୀତ)କୁ ଧରିବା ଥିଲା ଲକ୍ଷ୍ୟ ।
|ଅସଲ ଡନ ମରିଯାଏ ହେଲେ ନକଲି ଡନ ବିଜୟ ଦଳରେ ଡନ୍ ନାମରେ ରହି ଡ୍ରଗ ମାଫିଆର ସମସ୍ତ ତଥ୍ୟ ହାସଲ କରିବାକୁ ଚେଷ୍ଟା କରେ ।
ଏବଂ ସେହି ସମୟରେ ଗଣମାଧ୍ୟମର ବିଭିନ୍ନ ପ୍ରକାରର ପ୍ରଚାର ହୋଇଥିଲା କି, ଅତ୍ୟଧିକ ନିଶା ପାଇଁ ଏପରି ହୋଇଥିଲା, କେହି ପଛରୁ ଧକ୍କା ଦେଇଥିଲେ, ଆତ୍ମହତ୍ୟା, ତାଙ୍କର ସ୍ୱାମୀ ଏବଂ ମାଫିଆଙ୍କରଦ୍ୱାରା ଏହି ସବୁ ହୋଇଥିଲା ।
ମୁମ୍ବାଇରେ ପୂର୍ବରୁ ମାଫିଆ ରାଜ ବହୁତ ଚାଲିଥିଲା, କିନ୍ତୁ ଧୀରେ ଧୀରେ ମୁମ୍ବାଇ ପୋଲିସ ସବୁ ମାଫିଆମାନଙ୍କୁ ନିଜ ଅକ୍ତିଆର ଆଣିବାରେ ଲାଗିଥିଲା ।
ଥରେ ନାୟକ ନାମକ ଜଣେ ମାଫିଆ ତାଙ୍କୁ ଭେଟିବାକୁ ଅସିଲେ ଏବଂ ତାଙ୍କ ସହିତ କିଛି ବେପାର କରିବାର ପ୍ରସ୍ତାବ ରଖିଲେ, ମାତ୍ର ସେ ରାଜି ନ ହେବାରୁ ତାଙ୍କୁ ଗୋଟିଏ କାର ଦୁର୍ଘଟଣାରେ ହତ୍ୟା କରିବାର ଯୋଜନା କଲେ ।
ଆନ୍ତ ରାଜ୍ୟ ଡ୍ରଗ ମାଫିଆ ବୋରିସ ଦୁଇ ସହଯୋଗୀ ମଧ୍ୟରୁ ସିଂଘାଣୀଆ ଅନ୍ୟତମ ।
maffia's Usage Examples:
Book (Svensk maffia) page: 166 Polisen är övertygade, Fitzpatrick delaktig i polismordet Book (Svensk maffia) page: 168 Book (Svensk maffia) page: 158 Mördare.
Santo Bambino di Aracœli slutligen stulits av maffian (1996) Myrstigar : figurer för skrift och läsning i antikens Grekland (1999) Installation med miniatyrflagga.
Synonyms:
organized crime, mafioso, Sicilian Mafia, gangland, Mafia, gangdom,
Antonyms:
parent, child, buy,