luxuriation Meaning in Odia (Oriya). ( luxuriation ଶବ୍ଦର ଓଡିଆ ଅର୍ଥ)
ବିଳାସ,
ଏକ କାର୍ଯ୍ୟକଳାପ ଯାହା ଅତ୍ୟଧିକ ଆନନ୍ଦ ଏବଂ ଉପଭୋଗ କରିଥାଏ |,
People Also Search:
luxuriationsluxuries
luxurious
luxuriously
luxuriousness
luxurists
luxury
luxury liner
luzern
luzon
lvov
ly
lyam
lyams
lyart
luxuriation తెలుగు అర్థానికి ఉదాహరణ:
| ରାଘବ ବିଳାସ |ରାଘବ ବିଳାସ ରାମାୟଣ ଆଧାରିତ କାବ୍ୟ ।
ବିଳାସବ୍ୟସନ ଓ ଚାକଚକ୍ୟକୁ ବର୍ଜନ କରି ନିରାଡମ୍ବର ଭାବେ ସେ ଜୀବନ ବିତାଇବାକୁ ଚାହୁଁଥିଲେ ।
|ଓଡ଼ିଆ ସାହିତ୍ୟକୁ ଅବଦାନ|ସବିତା|ମରିଚିକା|କନକାଞ୍ଜଳି|ସଞ୍ଚୟନ|ଝରା ଶିଉଳି|ପ୍ରତିଘାତ|ମାଟିର ମଣିଷ|ବିଳାସି|ଖଦେଆତିକା କବି|ବିଦ୍ୟୁତ ପ୍ରଭା ଗ୍ରନ୍ଥାବଳୀ|ପୁରସ୍କାର ଓ ସ୍ୱୀକୃତି|ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସଞ୍ଚୟନ), ୧୯୬୨ | ଆଧାର |୧୯୨୬ ଜନ୍ମ|୧୯୭୭ ମୃତ୍ୟୁ|ଓଡ଼ିଶାର ଲୋକ|ଓଡ଼ିଆ କବି କୃଷ୍ଣମୋହନ ମହାନ୍ତି (୧୫ ଅଗଷ୍ଟ ୧୯୧୯ - ୧୯ ଜୁଲାଇ ୨୦୧୩), ଜଣେ ଓଡ଼ିଆ ସାହିତ୍ୟିକ ତଥା ଅନୁବାଦକ ।
| ସାଇରକ୍ୟୁସିଆ |ଗ୍ରୀକ ଲେଖକ ଆଥେନିଅସ (Athenaeus)ର ନଉକ୍ରାଟିସ (Naucratis) ବର୍ଣ୍ଣନା କରିଥିଲେ କିପରି ରାଜା ହାଇରୋନ ଦ୍ୱିତୀୟ (King Hieron-II) ସାଇରକ୍ୟୁସିଆ ନାମକ ଏକ ବଡ଼ ଜାହାଜ ନିର୍ମାଣ କରିବା ପାଇଁ (ଯାହା ବିଳାସପୂର୍ଣ୍ଣ ଜଳଯାତ୍ରା ସମୟରେ ଜିନିଷପତ୍ର ନେଇପାରିବ ଏବଂ ନୌସେନାରେ ମଧ୍ୟ ଯୁଦ୍ଧ ଜାହାଜ ରୂପେ ବ୍ୟବହୃତ ହୋଇପାରିବ) ତାଙ୍କୁ ଏକ ହୁକୁମନାମା ଦେଇଥିଲେ ।
ତୁଳା ରାଶିରେ ଜନ୍ମିତ ବ୍ୟକ୍ତି ଶାନ୍ତିପ୍ରିୟ, ସୁବିଧାବାଦୀ ତଥା ବିଳାସପ୍ରିୟ ହୋଇଥାନ୍ତି ।
ମାଦଳାପାଞ୍ଜି ସମ୍ପର୍କରେ ଏତିକି କୁହାଯାଇପାରେ ପାଞ୍ଜିକାରଗଣ ସାହିତ୍ୟିକ ନହେଲେହେଁ ସେମାନଙ୍କର କଳ୍ପନା ବିଳାସ ଓ କାହାଣୀ ବଖାଣ କଳା ଆଜି ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଥିବାରୁ ଏହାର ସାହିତ୍ୟିକ ଅବଦାନକୁ ଅସ୍ୱୀକାର କରାନଯାଇପାରେ ।
ଜାହାଙ୍ଗୀର ମ୍ଦ୍ୟପାନ ଓ ବିଳାସ ବ୍ୟସନରେ କାଳାତିପାତ କରିବାରୁ ନୂରଜାହାନ ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ସର୍ବେସର୍ବା ହୋଇଉଠିଲେ ।
ତେବେ ପାଠ ପଢ଼ା ଅଧାରୁ ଛାଡି ସେ ନିଜ ଜନ୍ମ ସ୍ଥାନ ୟାସ୍ନାୟା ପୋଲ୍ୟାନ୍ୟା ଫେରି ଆସିଲେ ଏବଂ ସେଠାରେ ଏକ ବିଳାସ ତଥା ଆଳସ୍ୟପୂର୍ଣ ଜୀବନ ବିତାଇବାକୁ ଲାଗିଲେ ।
| ବୈଦେହୀଶ ବିଳାସ |ଉପେନ୍ଦ୍ର ନିଜର ଆରାଧ୍ୟ ରାମସୀତାଙ୍କର ଲୀଳାକୁ ନେଇ ଗୋଟିଏ ସୁନ୍ଦର କାବ୍ୟ ଲେଖି ତା'ର ନାଁ ଦେଲେ "ବୈଦେହୀଶ ବିଳାସ" ।
Synonyms:
pleasure,
Antonyms:
unpleasantness, pain,