<< lunar year lunars >>

lunarian Meaning in Odia (Oriya). ( lunarian ଶବ୍ଦର ଓଡିଆ ଅର୍ଥ)



ଚନ୍ଦ୍ରଗ୍ରହଣ, ଚନ୍ଦ୍ର ଜ୍ୟୋତିର୍ବିଜ୍ଞାନ,

People Also Search:

lunars
lunary
lunas
lunate
lunated
lunatic
lunatic asylum
lunatic fringe
lunatics
lunation
lunations
lunch
lunch break
lunch hour
lunch meeting

lunarian తెలుగు అర్థానికి ఉదాహరణ:

|୨୦୦୮ ମସିହାରେ ସୋହାନାଙ୍କ ଅଭିନୀତ ୩ୟ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଚନ୍ଦ୍ରଗ୍ରହଣ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ଫଲାନି ଭୂମିକାରେ ଅଭିନୟ କରିଥିଲେ ।

ସିଂହରାଶିର ଲୋକେ ଗୁରୁବାର ଦିନ ଗୋମତୀରେ ସ୍ନାନ କରିବା, କୁମ୍ଭରାଶିର ଲୋକେ କେଦାରନାଥଙ୍କୁ ଦର୍ଶନ କରିବା ଏବଂ ବଦ୍ରିକା ଆଶ୍ରମରେ ବାସ କରିବା ଫଳରେ ଯେଉଁଫଳ ମିଳେ ଅଥବା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ କୁରୁକ୍ଷେତ୍ରରେ ସ୍ନାନକଲେ ଯେଉଁ ପୁଣ୍ୟଫଳ ମିଳେ, ତାହା କେବଳ ଏହି ଏକାଦଶୀ ବ୍ରତ ପାଳନ ଫଳରେ ମିଳିଥାଏ ।

|ଏହା ଏହି ମାସର ତିନି ଗ୍ରହଣର ଶୃଙ୍ଖଳାରୁ ଦ୍ୱିତୀୟ ହୋଇଛି , ଯେଉଁଥିରୁ ଅନ୍ୟ ଦ୍ୱୟ ୭ ଜୁଲାଇ ୨୦୦୯ ଚନ୍ଦ୍ରଗ୍ରହଣ ତଥା ୬ ଅଗଷ୍ଟ ୨୦୦୯ ଚନ୍ଦ୍ରଗ୍ରହଣ ଅଟେ ।

ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଏକା ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ସେହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି , ସେହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ ।

| ଆଂଶିକ ଚନ୍ଦ୍ରଗ୍ରହଣ |ଆଂଶିକ ଗ୍ରହଣରେ, ଚନ୍ଦ୍ର ଉପରେ ପୃଥିବୀର ଛାଇ କିଛି ମାତ୍ରାରେ ପଡିଥାଏ ।

| ଆଧାର |ମହାକାଶ ବିଜ୍ଞାନ|ବିଜ୍ଞାନ ଏକ ସମୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୭ ଜୁଲାଇ ୨୦୧୮ରେ ହୋଇଥିଲା ।

| ଚନ୍ଦ୍ରଗ୍ରହଣର ପ୍ରକାର |ପୃଥିବୀର ଚନ୍ଦ୍ର ଉପରେ ପଡୁଥିବା ଛାଇ ଅନୁସାରେ ଚନ୍ଦ୍ରଗ୍ରହଣକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

|ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ।

ଏବର୍ଷ ହେବାକୁ ଥ‌ିବା ଏହିଭଳି ଗତି ଭିତରେ ରହିଛି:| ଏ ବର୍ଷର ବିଶେଷ ଘଟଣା | ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ | ଉଲ୍‌କା ବର୍ଷା |(ଉଲ୍‌କା ବର୍ଷାଗୁଡ଼ିକର ନାଁ ଗୋଟିଏ ଲେଖାଏଁ ତାରାମଣ୍ଡଳ ଅନୁସାରେ ରହିଛି।

|ସ୍ଥାନ ଅନୁସାରେ ଦୃଶ୍ୟମାନ|ଆଧାର|ବାହାର ଆଧାର|Where to see the eclipse and public events (Go Stargazing)|Hermit eclipse: 2018-07-27|ଚନ୍ଦ୍ରଗ୍ରହଣ|ସୌରଜଗତ ଅଥାର ପିଠା ସିଝା ହେବା ପାଇଁ ବ୍ୟବହୃତ ଏକ ମାଟିହାଣ୍ଡି ।

୧୮ତମ ଶତାବ୍ଦୀର ବୈଜ୍ଞାନିକ ଗୁଇଲୌମେ ଲେ ଜେଣ୍ଟିଲଙ୍କ ମତରେ ୩୦ ଅଗଷ୍ଟ ୧୭୬୫ରେ ହୋଇଥିବା ଚନ୍ଦ୍ରଗ୍ରହଣ ବାସ୍ତବିକ ଗଣନା ଠାରୁ ଆର୍ଯ୍ୟଭଟୀୟ ଗଣନା ଅନୁସାରେ କେବଳ ୦.୨%(୪୧ ସେକେଣ୍ଡ) କମ ଅଟେ।

ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ୱୀପରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଶଚୀଦେବୀ ଓ ଜଗନ୍ନାଥ ମିଶ୍ରଙ୍କ ପୁତ୍ର ରୂପେ ଦୋଳପୂର୍ଣ୍ଣମୀ ସଂଧ୍ୟା ଚନ୍ଦ୍ରଗ୍ରହଣ ସମୟରେ ୧୪୮୬ ଖ୍ରୀଷ୍ଟାବ୍ଦ ଫେବୃଆରୀ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

| ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ |ସମ୍ପୂର୍ଣ୍ଣ ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାଇରେ ସମ୍ପୂର୍ଣ୍ଣ ଭାବରେ ଲୁଚିଯାଇଥାଏ ।

lunarian's Usage Examples:

her sailing-account, and again, in the matter of lunars, even expert lunarians are considered as doing clever work when they average within eight miles.


balloon, in which Pfaall lives for five years on the Moon with lunarians and sends back a lunarian to earth.



lunarian's Meaning in Other Sites