lovingness Meaning in Odia (Oriya). ( lovingness ଶବ୍ଦର ଓଡିଆ ଅର୍ଥ)
ସ୍ନେହ,
ଏକ ସ୍ନେହପୂର୍ଣ୍ଣ ଅନୁଭବ |,
People Also Search:
lovingslow
low archipelago
low backed
low beam
low blueberry
low born
low bred
low budget
low cal
low caste
low church
low class
low cost
low countries
lovingness తెలుగు అర్థానికి ఉదాహరణ:
ପିଲାଟି ରାଜାଙ୍କ ଅନାବିଳ ସ୍ନେହ ପାଇ ରାଜପୁତ୍ରଭାବରେ ବଢ଼ିଲା ।
ମାନସ ପ୍ରୀତମ, ଲିଜା ପାତ୍ର, ସ୍ନେହଲତା ବେହେରା, ଟି. ସୌରୀ, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।
ଯୋଗନଦୀ (ଏବେ ବିଲୁପ୍ତ) କୂଳରେ ମୁନିଋଷିମାନଙ୍କ ଗହଣରେ ରହୁଥିବା ଏମିତି ବହୁ ବନ୍ୟପ୍ରାଣୀଙ୍କ ଭିତରେ ସ୍ନେହ ବନ୍ଧନର ଭାବ ରହି ଆସିଥିଲା ।
ସେ ଦୁଇପାହୁଣ୍ଡ ଆଗେଇଯାଇ ମହିଳାଟିକୁ କୁଣ୍ଢାଇ ପକାଇ ଅତି ଆଦର ଓ ସ୍ନେହ ଗଦ୍ଗଦ କଣ୍ଠରେ କହିଲେ, ‘ଆସ, ମା’, ଘର ଭିତରକୁ ଆସ ।
କେତେକ କ୍ଷେତ୍ରରେ ଅଧିକ ସ୍ନେହସାର ଜାତୀୟ ଖାଦ୍ୟ ଖାଇଲେ, ଶରୀରର ନିଜସ୍ୱ କୋଲେଷ୍ଟ୍ରଲ ସୃଷ୍ଟି କ୍ଷମତା ହ୍ରାସ ପାଇଥାଏ ।
|ଅଭିନୟ|ଚୌଧୁରୀ ଜୟପ୍ରକାଶ ଦାସ|ଦୁର୍ଗା ମହାପାତ୍ର|ପୃଥ୍ୱୀରାଜ ମିଶ୍ର|ବିଜୟିନୀ ମିଶ୍ର|ପୁଷ୍ପା ପଣ୍ଡା|ଜୟୀରାମ ସାମଲ|ସ୍ନେହାପ୍ରଭା ସାମନ୍ତରାୟ|କାହାଣୀ|ଗୀତ ଏବଂ ସଙ୍ଗୀତ|ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁମନ୍ତ ମହାନ୍ତି ।
ବନ୍ଧୁତା|ବନ୍ଧୁତା ଦୁଇ କିମ୍ବା ଅଧିକ ଲୋକଙ୍କ ମଧ୍ୟରେ ଥିବା ସ୍ନେହର ଏକ ସମ୍ପର୍କ ।
ଏଥିପ୍ରତି ତାଙ୍କର ସ୍ନେହ ଓ ବିଶ୍ୱାସ ଜାଗ୍ରତ ହୋଇଥିଲା।
ବିଶ୍ୱକବି ରବିନ୍ଦ୍ରନାଥ ତାଙ୍କୁ ସ୍ନେହରେ ମିନୁ ଓ ଗାନ୍ଧୀଜୀ ତାଙ୍କୁ ତୁଫାନୀ ନାମରେ ଡାକୁଥିଲା ବେଳେ ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ପରିଚିତ ଥିଲେ ।
ଶ୍ରୀସାରଦାଦେବୀ ଯଦି ଗୋଟିଏ ଦୁଇଟି ସନ୍ତାନର ମାଆ ହୋଇଥାଆନ୍ତେ, ତାହାହେଲେ କଅଣ ସେ ଆଜି ବିଶ୍ୱଜନନୀ ହୋଇପାରିଥାଆନ୍ତେ ! ସମସ୍ତେ କ’ଣ ତାଙ୍କର ସ୍ନେହମୟ ଅଭୟ କୋଳରେ ସ୍ଥାନ ପାଇଥାଆନ୍ତେ !!|ଶ୍ରୀଶ୍ରୀମା’ଙ୍କ ମଧ୍ୟରେ ବିଶ୍ୱମାତୃତ୍ୱର ବିକାଶ ସମସ୍ତଙ୍କୁ ଚମତ୍କୃତ କରେ ।
|ପରବର୍ତ୍ତୀ ସମୟରେ ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ସ୍ନେହାଙ୍ଗିନୀ ପୁଣିଥରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
| ଜନ୍ମ, ପରିବାର ଓ ଶିକ୍ଷା |ସ୍ନେହାଙ୍ଗିନୀ ଛୁରିଆ ୧୯୬୮ ମସିହା ଡିସେମ୍ବର ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ଆମର ଶୋଳ ଜଣିଆ ଦଳରେ ଭିନ୍ନ ଭିନ୍ନ ବିଭାଗରୁ ଆସିଥିଲେ, ସେମାନଙ୍କର ଅନୁରକ୍ତି ଭିନ୍ନ ଥିଲା କିନ୍ତୁ ଆମେ ପରସ୍ପର ପ୍ରତି ସଙ୍ଗେ ସଙ୍ଗେ ସ୍ନେହ ଭାବ ଆସିଗଲା ।
lovingness's Usage Examples:
the end of the task his anger issues subside and he shows a newfound lovingness towards her.
Synonyms:
love, warmheartedness, caring, warmth,
Antonyms:
hate, unemotional, cool, dislike, unconcern,