longlost Meaning in Odia (Oriya). ( longlost ଶବ୍ଦର ଓଡିଆ ଅର୍ଥ)
ଲମ୍ବା ସମୟ,
Adverb:
ସବୁଠୁ ଲମ୍ବା |,
People Also Search:
longlylongness
longs
longship
longshore
longshoreman
longshoremen
longsome
longspun
longstanding
longsuffering
longueur
longueurs
longwall
longway
longlost తెలుగు అర్థానికి ఉదాహరణ:
ଏହା ୮୯୦ ଦିନର ନାଟକୀୟ ଦୌଡ ସହିତ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ଦକ୍ଷୀଣ ଭାରତୀୟ ଫିଲ୍ମ ଥିଲା ।
ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ ।
|ଏହି ଏଣ୍ଡୁଅ ଲମ୍ବା ସମୟ ପାଇଁ ନୁହେଁ ବରଂ ଅଳ୍ପ ସମୟ ପାଇଁ ଉଡ଼ିପାରେ ।
ହିମଯୁଗର ଶେଷଭାଗ ଆଡ଼କୁ ଲମ୍ବା ସମୟ ପର୍ଯ୍ୟନ୍ତ ସମଜାତୀୟ ପ୍ରଜନନ ଯୋଗୁଁ କିଛି ବ୍ୟତିକ୍ରମ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।
ଲମ୍ବା ସମୟ ଧରି ଅଳ୍ପ ରକ୍ତସ୍ରାବ ହେଲେ ଲୌହ ଅଭାବ ଆନିମିଆ ହୋଇ ଥକ୍କାଣ, ହୃତ୍ପିଣ୍ଡ ସମ୍ବନ୍ଧିୟ ଛାତି ଯନ୍ତ୍ରଣା ହୁଏ ।
| ନିଦାନଶରୀରତତ୍ତ୍ୱ |କୁଷ୍ଠ ରୋଗ କିପରି ସଂକ୍ରମିତ ହୁଏ ତାହାର ସଠିକ୍ ପଦ୍ଧତି ଏ ପର୍ଯ୍ୟନ୍ତ ଅଜଣା ଅଛି କିନ୍ତୁ ଲମ୍ବା ସମୟ ଧରି ଉଠାବସା କଲେ ଓ ନାକରୁ ନିର୍ଗତ ଟୋପାଦ୍ୱାରା (droplet infection) ଏହା ସମ୍ଭବ ବୋଲି ବିଶ୍ୱାସ କରାଯାଏ ।
ଲମ୍ବା ସମୟ ଧରି ଯଦି ଜଣେ ଅବସାଦଗ୍ରସ୍ତ ରହୁଛନ୍ତି ଏବଂ ଏଥି ସହ ବାକି ଲକ୍ଷଣଗୁଡିକ ମଧ୍ୟ ଯଦି ଦେଖାଯାଉଛି ତେବେ ଚିକିତ୍ସାଳୟରେ ଯାଇ ଦେଖାଇବା ଉଚିତ ।
|ଦୁଇ ମୁଖ୍ୟପ୍ରକାରର ପ୍ରଜନନ ବେଙ୍ଗ, ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଜନନ ଓ ବିସ୍ଫୋଟକ ପ୍ରଜନନରେ ହୋଇଥାଏ ।
|ବୃତ୍ତି ଜନିତ ସଂସ୍ପର୍ଶ|କର୍ମଭୂମିରେ ଅତ୍ୟଧିକ ଓ ଲମ୍ବା ସମୟ ଧରି ଧୁଳି, ରାସାୟନିକ ପଦାର୍ଥ ଓ ଧୂଆଁ ସଂସ୍ପର୍ଶରେ ଆସିଲେ ସି.ଓ.ପି.ଡି. ସଙ୍କଟ ବଢେ, ସେ ଧୂମ୍ରପାୟୀ ହେଉ ବା ନ ହେଉ ।
ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ତାଙ୍କର ପରବର୍ତ୍ତୀ ରାଜାମାନେ ଲମ୍ବା ସମୟ ଯାଏଁ ଏହି ବିଶାଳ ସାମ୍ରାଜ୍ୟ ନିଜ ଅଧୀନରେ ରଖିବାକୁ ସମର୍ଥ ହୋଇଥିଲେ ।
| ଧୈର୍ଯ୍ୟ |ଏକ ଲମ୍ବା ସମୟର ଲକ୍ଷ ପାଇଁ ଜଣଙ୍କର ଜିଦ ଓ ଉତ୍ସାହକୁ ଧୈର୍ଯ୍ୟ କୁହାଯାଇଥାଏ ।
ଏହାଦ୍ୱାରା ତନ୍ଦୁରର ସମସ୍ତ କାନ୍ଥ ଠିକ୍ ଭାବେ ତାପ ପାଇବା ଏବଂ ଲମ୍ବା ସମୟ ସକ୍ରିୟ ରହିବା ପାଇଁ ଏପରି କରିବା ଅତ୍ୟନ୍ତ ଆବଶ୍ୟକ ।
longlost's Usage Examples:
com/content/dam/thestar/entertainment/movies/2014/12/12/disneys_longlost_first_christmas_film_turns_up_near_the_arctic_circle/empty_socks.