<< livens liver cancer >>

liver Meaning in Odia (Oriya). ( liver ଶବ୍ଦର ଓଡିଆ ଅର୍ଥ)



ଯକୃତ, ହୃଦୟ, ଯକୃତ ଯନ୍ତ୍ରଣା,

Noun:

ଯକୃତ |, ହୃଦୟ, ଯକୃତ ଯନ୍ତ୍ରଣା,

liver తెలుగు అర్థానికి ఉదాహరణ:

ଏହା ଯୋଗୁ କ୍ୱଚିତ୍ ଯକୃତ୍ ବିଷକ୍ରିୟା (liver damage), ଓ ଫୁସଫୁସ ବିଷକ୍ରିୟା (lung toxicity) ଦେଖାଯାଇପାରେ ।

|ସବୁଠାରୁ ବିଷ୍ମୟକର ବିଷୟ ଏହି ଯେ: ଯକୃତରେ କିଛି ସ୍ପୋରୋଜଏଟ ହିପ୍ନୋଜଏଟରେ ପରିଣତ ହୁଅନ୍ତି ଓ ଯକୃତରେ ୭ରୁ ୧୦ ମାସ ବା ବର୍ଷ ବର୍ଷ ଧରି ରହନ୍ତି ।

ମେଡିକାଲ ଇମେଜିଙ୍ଗ, ରକ୍ତ ପରୀକ୍ଷା ଏବଂ ଯକୃତ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ ।

|ଧୁମ୍ରପାନ, ପ୍ରତିରୋଧ ଅକ୍ଷମତା, ମଦ୍ୟାଶକ୍ତ, ଅବରୋଧକାରୀ ଫୁସଫୁସ୍ ରୋଗ, ପୁରାତନ ବୃକ୍‌କ ରୋଗ ଓ ଯକୃତ ରୋଗ ଇତ୍ୟାଦି ନିମୋନିଆର ବାହକ ରୂପେ ପରିଚିତ ।

ଭାଇଭାକ୍ସ ପାରାସାଇଟର ଦୁଇ ସ୍ତରିୟ ଚିକିତ୍ସା କରାହୁଏ: ରକ୍ତ ପାରାସାଇଟ ଓ ଯକୃତ ପାରାସାଇଟ ନିମନ୍ତେ ।

ସାଂଘାତିକ ପ୍ରତିକ୍ରିୟାରେ ରକ୍ତରେ ଅଧିକ୍କ ଲାକ୍ଟେଟ ସ୍ତର, ଅଗ୍ନାଶୟ ପ୍ରଦାହ ଓ ବର୍ଦ୍ଧିତ ଯକୃତ ଦେଖାଯାଏ ।

|ଅତି କମରେ ୩ ବର୍ଷ ପାଇଁ ପ୍ରେଡନିସୋନ ଏବଂ ଆଜାଥାଇଓପ୍ରିନ ଔଷଧର ମିଶ୍ରଣ ଦେଇ ଚିକିତ୍ସା କରାଯାଏ | ଯକୃତ ବିଫଳତା ଥିଲେ ଯକୃତ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ | ଯକୃତ ପ୍ରତିରୋପଣ ପରେ ମଧ୍ୟ ପ୍ରାୟ ୩୩% ରୋଗର ପୁନରାବୃତ୍ତି ହୁଏ | ବିନା ଚିକିତ୍ସାରେ ୧୦ ବର୍ଷ ବଞ୍ଚିବା ହାର ପ୍ରାୟ ୧୦% ଅଟେ।

ଏ.ଏସ.ଟି. ଓ ଏ.ଏଲ.ଟି. ସ୍ତର ଏ.ଏଲ.ପି. ଓ ଜି.ଜି.ଟି. ଅପେକ୍ଷା ଅଧିକ ରହେ ତାହେଲେ ଯକୃତ ସମ୍ବନ୍ଧୀୟ କାରଣ ଥାଏ ।

ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।

କ୍ଷତ, ଧବଳଛଉ, ଯକୃତ ରୋଗରେ ଏହାର ଉପଯୋଗ ହୋଇଥାଏ।

liver's Usage Examples:

delivers a lariat onto their knee.


Plot synopsisJulia and her husband, Roddy Davenant, along with their young son, Oliver, and Roddy's cousin, Eleanor, are temporarily living at Mrs.


Oliver de Ingham gist icy et Dame Elizabeth sa compagne que luy Dieux de les almes eit mercy (Sir Oliver Ingham lies here and Dame Elizabeth his wife; may.


Oliver Cromwell had this demolished.


TimelineOctober 1892: The Pullman Company delivers five six-car trainsets for the California Limited.


The first customer delivery was in 1962, a 1301 sold to the University of London.


Iran–Contra Affair In the 1980s, Ghorbanifar's principal American contacts were National Security Council agents Oliver North and Michael Ledeen.


He delivered a number of notable speeches in his lifetime, particularly on the topic of Global Warming.


A year or two after the Pirates moved to PNC Park, Oliver Onion was added and Potato Pete dropped, though Potato Pete continued to make occasional appearances.


drug, or other substance, in which the substance is delivered into the vitreous humor of the eye.


After that defeat he retired to Kilmarnock, and on 24 May was ordered by the Council to deliver the castell, tour, and fortalice of Kilmarnock, and also the tour and fortalice of Law, which he did.



Synonyms:

arteria hepatica, biliary ductule, hepatic lobe, gastrointestinal system, systema alimentarium, vena hepatica, cardiovascular system, venae interlobulares hepatis, common bile duct, internal organ, hepatic artery, Kupffer"s cell, hepatic duct, viscus, systema digestorium, hepatic vein, circulatory system, bile duct, digestive system,

Antonyms:

female, adult, worker, debtor, male,

liver's Meaning in Other Sites