litho Meaning in Odia (Oriya). ( litho ଶବ୍ଦର ଓଡିଆ ଅର୍ଥ)
ଲିଥୋ,
Noun:
ଲିଥୋ |,
People Also Search:
lithogenouslithoglyph
lithograph
lithographed
lithographer
lithographers
lithographic
lithographing
lithographs
lithography
lithologic
lithological
lithologies
lithologist
lithology
litho తెలుగు అర్థానికి ఉదాహరణ:
ଅନ୍ୟ ପ୍ରକାରର ଉଦ୍ଭିଦ ସବୁ ହେଲେ ଜଳଜ ଉଦ୍ଭିଦ (ଆକୁଆଟିକ ପ୍ଲାଣ୍ଟ), ଏପିଫାଇଟିକ (ଉଦ୍ଭିଦରେ ବଢୁଥିବା ଉଦ୍ଭିଦ), ଲିଥୋଫାଇଟ୍ସ (ପଥରରେ ବଢୁଥିବା ଉଦ୍ଭିଦ) ।
| ଆଧାର |ବାହାର ତଥ୍ୟ|ଉଦ୍ଭିଦ ଜଗତ|ଔଷଧୀୟ ଗଛ ଲିଥିୟମ (ଏହା ଗ୍ରୀକ ଶବ୍ଦ ଲିଥୋସ୍ / Lithosରୁ ଅସିଛିମାନେ 'ପଥର') ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା ଧାତୁ ଯାହାର ପ୍ରତୀକ Li ଓ ପରମାଣୁ କ୍ରମାଙ୍କ ୩ ।
ବଡ଼ ପଥର ଥିଲେ ଲିଥୋଟ୍ରିପସି (extracorporeal shock wave lithotripsy), ୟୁରେଟେରୋସ୍କୋପି (ureteroscopy) ବା ନେଫ୍ରୋଲିଥୋଟୋମି (percutaneous nephrolithotomy) ଅପରେଶନ କରାଯାଏ ।
ଦ୍ୱିତୀୟତଃ ସେ ତାଙ୍କର କଳାକୃତିକୁ ଲିଥୋଗ୍ରାଫି ସାହାଯ୍ୟରେ ଜନସାଧାରଣଙ୍କୁ ଉପଲବ୍ଧ କରେଇଥିଲେ ଯାହା ଫଳରେ ତାଙ୍କୁ ସାର୍ବଜନୀନ ପ୍ରସିଦ୍ଧି ମିଳିଥିଲା ।
ପ୍ରାରମ୍ଭିକ କିଛି ବର୍ଷ ଏହି ପକ୍ଷୀକୁ ଜୀବବିଜ୍ଞାନୀମାନେ ମର୍ଲିନ୍ ଚିଲର ଶ୍ରେଣୀ ଏସାଲନ୍ ଓ ପରବର୍ତ୍ତୀ ସମୟରେ ଲିଥୋଫାଲ୍କୋ ପ୍ରଜାତି ବୋଲି ମଧ୍ୟ କହିଆସୁଥିଲେ ।
|ବିଟାପ୍ରୋଟିଓବ୍ଯାକ୍ଟେରିଆମାନେ ଚୟାପଚୟ ଦୃଷ୍ଟିରୁ ବହୁ ପ୍ରକାରର ଯଥା - କେମୋଲିଥୋସ୍ୱଭୋଜୀ, ଫୋଟୋସ୍ୱୋଭୋଜୀ, ଏବଂ ପରଭୋଜୀ ।
ପୁରତତ୍ତ୍ୱବିଦ ମାନେ ସଙ୍କରଜଙ୍ଗ (ଓଡ଼ିଶାର ହାଇଲ୍ୟାଣ୍ଡସ)ରେ ଏକ ୩୦୦୦ ବର୍ଷୀୟ , ୨୦-କୁଞ୍ଜୀ, ଧ୍ୟାନ ରୂପେ ପୋଲିସ୍ଡ ବସଲ୍ଟ ଲିଥୋଫୋନର ଖୋଜିବା ଲାଗି ସୂଚନା ଦେଇଛନ୍ତି ।
ଏହାର ଜୀବାଶ୍ମ ଆର୍କିଓପ୍ଟେରିକ୍ସ ଲିଥୋଗ୍ରାଫିକା ଯାହାକୁ କି ପ୍ରଥମ ପକ୍ଷୀ ବୋଲି ଧରାଯାଏ, ତାହାଠୁ ଏକ କୋଟି ବର୍ଷ ପୁରାତନ ।
ଅପରେଶନ ସମ୍ଭବ ହେଉ ନ ଥିବା ଲୋକଙ୍କର ପଥର ତରଳେଇବାକୁ ଔଷଧ ଦିଆଯାଏ ବା ସକ୍ ୱେଭ ଲିଥୋଟ୍ରିପ୍ସି (shock wave lithotripsy) ଦିଆଯାଏ ।
litho's Usage Examples:
These small alkalic volcanoes are small percent melts of asthenosphere that exploit bending-related lithospheric faults to reach the seafloor.
the mineral diopside Coccolithophore, a class of phytoplankton (alga) Coccolith, a platelet formed by coccolithophore, found in chalk This disambiguation.
Podochilus australiensis, commonly known as the native stream orchid, is a species of epiphytic or lithophytic orchid.
lithographic challenge can be found in directed self-assembly of block copolymer films which has recently evolved as a viable technique to achieve sub-20nm.
These processes further thin the lithosphere in saturated areas, making the thinning lithosphere behave like a mid-ocean ridge.
January 1858 – 9 August 1929) was a German illustrator, caricaturist, lithographer and photographer.
perhaps an enantiornithine, from the Lower Cretaceous La Pedrera de Rubies lithographic limestone of Spain.
Dropping out of school, he became a respectable lithographer and from 1826 he worked as a draftsman for Josiah R.
and civil engineer who discovered the light–sensitive properties of bichromated gelatin and invented both the photolithography and collotype processes.
printmaking processes, such as line engraving, aquatint, drypoint, etching, mezzotint, monotype, lithography, and screen printing (silk-screen, serigraphy).
ophthalmological surgery, the first ovariotomy, the first lithocystotomy, the first etherization, and the first pathological anatomy in China.
It contained 250 lithographs by Louis Haghe of Roberts"s watercolor sketches.
also a prolific printmaker, producing a large number of lithographs and monotypes throughout his career.