<< literalizing literalness >>

literally Meaning in Odia (Oriya). ( literally ଶବ୍ଦର ଓଡିଆ ଅର୍ଥ)



ସିଧା ସଳଖ, ବସ୍ତୁତଃ,

Adverb:

ବସ୍ତୁତଃ,

literally తెలుగు అర్థానికి ఉదాహరణ:

ଉଭୟ ରାଜ୍ୟ ସରକାରଙ୍କର ବଜେଟ ଏବଂ ସାଧାରଣ ଜନତାଙ୍କର ସିଧା ସଳଖ ଅବଦାନରୁ ଏଥିରେ ପାଣ୍ଠି ଯୋଗାଡ଼ ହୋଇଥାଏ ।

| ଏନରିଚମେଣ୍ଟ ମିଡିଆ |୧ ଆଲକାଲାଇନ ପେପଟୋନ ଜଳ ପି.ଏଚ ୮.୬ (Alkaline peptone water at pH 8.6)|୨ ମନସୁର ଟରୋକୋଲେଟ ଟେଲ୍ୟୁରା ଇଟ ଜଳ ପି.ଏଚ. ୯.୨ (Monsur's taurocholate tellurite peptone water at pH 9.2) | ପ୍ଲେଟ ମିଡିଆ |ଆଲକାଲାଇନ ବାଇଲ ସଲ୍ଟ ଅଗର|ଜି.ଟି.ଟି. ଅଗର|ଟି.ସି.ବି.ଏସ. ମିଡିଅମ|କଲେରା ଜୀବାଣୁ ଦେଖିବା ନିମନ୍ତେ ସିଧା ସଳଖ ଅଣୁବିକ୍ଷଣ ଯନ୍ତ୍ରରେ କେଖିଲେ ଜଣାପଡ଼େ ନାହିଁ ।

କେତେକ ସିଧା ସଳଖ ଉଦ୍ଭିଦରୁ ଆସିଥାଏ ଓ ଆଉ କେତେକ ପ୍ରାଣୀମାନଙ୍କୁ ବୃକ୍ଷ ଜାତ ଖାଦ୍ୟ ଖୁଏଇ ସଂଗ୍ରହ କରାଯାଏ ।

ଏହି ପରଜୀବୀ ସିଧା ସଳଖ ମୃତ୍ୟୁର କାରଣ ହୁଏନି କିନ୍ତୁ ଇମ୍ମ୍ୟୁନିଟି କମ୍ ଥିବା ସ୍ଥାନରେ ସର୍ବଦା ନିମୋନିଆ, ଯକ୍ଷ୍ମା ଓ ଡିସେଣ୍ଟେରି ରହୁଥିବାରୁ ଓ ଏଚଆଇଭି/ଏଡସ ଭଳି ସୁବିଧାବାଦୀ ଡୋନୋଭାନି ସଂକ୍ରମଣ ଯୋଗୁ ରୋଗ ବଢ଼ିଯାଇ ମୃତ୍ୟୁ ହୁଏ ।

ଏହା ସୁସ୍ୱାଦୁ ହେବା ସହ ଅତ୍ୟନ୍ତ ଭିଟାମିନ ଯୁକ୍ତ ଫଳ ଯାହା ସିଧା ସଳଖ ଖାଇ ହେବା ସହ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର ହୁଏ ।

ରୋଗ ନିର୍ଣ୍ଣୟ କରିବା ନିମନ୍ତେ ସର୍ବାଧିକ ସଠିକ ଉପାୟ ହେଉଛି ସିଧା ସଳଖ ଏପିଗ୍ଲଟିସକୁ ଦେଖିବା ।

ସେହିପରି ମୋଟର୍ ଗାଡ଼ିର ବହୁଳ ପ୍ରଚ଼ଳନ ସିଧା ସଳଖ ବାୟୁମଣ୍ଡଳରେ ନାଇଟ୍ରୋଜେନ୍ ଅକ୍ସାଇଡ୍ ପରିମାଣ ବୃଦ୍ଧି କରାଇବାରେ ସହାୟତା କରେ ।

ଲୋକମାନଙ୍କ ମଧ୍ୟରେ ଏହା ସିଧା ସଳଖ ବ୍ୟାପେ ନାହିଁ ଓ ଜୀବାଣୁ ସଂସ୍ପର୍ଶରେ ଆସିଲେ ମଧ୍ୟ ଅଧିକାଂଶ ଲୋକ ସଂକ୍ରମିତ ହୁଅନ୍ତି ନାହିଁ ।

ଅଧିକାଂଶ ସମୟରେ ଦୀର୍ଘ ସମୟ ଧରି ସଂସ୍ପର୍ଶରେ (ଯେପରି ଯୌନ ସମ୍ପର୍କ) ରହିଲେ ରୋଗୀ ଚର୍ମରୁ ସିଧା ସଳଖ ସୁସ୍ଥ ଲୋକକୁ ବ୍ୟପିବା ଦେଖାଯାଏ ।

|କାଫ ମାଂସପେଶୀ କର୍ମରତ ଥିବାବେଳେ ହଠାତ୍ ପାଦ ଡର୍ସିଫ୍ଲେକ୍ସ (bending up of the foot) ହେଲେ, ସିଧା ସଳଖ ଆଘାତପ୍ରାପ୍ତ ହେଲେ ବା ଦୀର୍ଘସ୍ଥାୟୀ ଟେଣ୍ଡୋନାଇଟିସ (tendonitis) ରୋଗ ଥିଲେ ଏହି ଟେଣ୍ଡନ ଛିଣ୍ଡିଯାଏ ।

ସବ୍-ସାହାରା ଆଫ୍ରିକାରେ ମ୍ୟାଲେରିଆର ସିଧା ସଳଖ ଏଚ୍.ଆଇ.ଭି. ବଢିବା ସହ ସମ୍ପର୍କ ଅଛି ।

ମାତ୍ର ବଡ଼ ସହରରୁ ଏଠାକୁ ସିଧା ସଳଖ ସଂଯୋଗ ନାହି ।

୧୯୮୩ରେ ଆରମ୍ଭ ହେଇଥିବା ସମ୍ବଲପୁର-ତାଳଚେର ଲାଇନ ୧୯୯୮ରେ ସମ୍ପୂର୍ଣ୍ଣ ହେଲା ପରେ ଏହି ଲାଇନଦ୍ୱାରା ସମ୍ବଲପୁରରୁ ଭୁବନେଶ୍ୱରକୁ ସିଧା ସଳଖ ଯୋଗାଯୋଗ ସମ୍ଭବ ହେଇ ପାରିଛି ।

literally's Usage Examples:

Swedish phrase which means "damn it!" As literally translated, the title of book is An Animal Has a Soul, (a Cat) Damn It! This book was created in the.


the wind, in which case the plant is described as anemophilous (literally wind-loving).


literally "Jew cookie", plural jodenkoeken) is a big, flat, round shortbread cookie with a diameter of about 10 centimeters (4").


in a nom de guerre or a nickname, without literally referring to a son or a daughter.


Puruṣārtha (Sanskrit: पुरुषार्थ) literally means an "object of human pursuit".


Sudah dimulaimi itu ulangan? -> 'Has the exam started?', literally, 'Has-been started-the exam?'Ji is also often used in the end of words.


Doctor was intended to be a literally younger version of the First; biological time would turn back, and several hundred years would get taken off the.


In Japanese folklore, Kitsune (狐, キツネ, IPA: [ki̥tsɯꜜne] (listen), literally the Japanese word for fox) are intelligent foxes that possess paranormal abilities.


The term violone ([vjoˈloːne]; literally "large viol" in Italian, "-one" being the augmentative suffix) can refer to several distinct large, bowed musical.


The nightingale, or suffering lover, is often seen as situated—both literally and figuratively—in the world, while the rose, or beloved, is seen as being in the rosegarden.


One of the most frequently used hyperboles in English is the word literally.


Yanari (家鳴, 家鳴り, 鳴家, or 鳴屋, literally "house creak") is a paranormal phenomenon told about in legends in various places in Japan where the house or furniture.


Some of the grades trace their name back to the Middle Ages, for instance the rank of chorąży literally means a flag bearer or an Ensign.



literally's Meaning in Other Sites