listener Meaning in Odia (Oriya). ( listener ଶବ୍ଦର ଓଡିଆ ଅର୍ଥ)
ଶ୍ରୋତା, ଦର୍ଶକ,
Noun:
ଦର୍ଶକ |,
People Also Search:
listenerslistening
listening device
listenings
listens
lister
listeria
listeriosis
listerise
listerism
listerize
listers
listing
listings
listless
listener తెలుగు అర్థానికి ఉదాహరణ:
ଶ୍ରୋତା ନିକଟରେ ପହଞ୍ଚୁଥିବା ବିଭିନ୍ନ ତରଙ୍ଗ ମଧ୍ୟରେ ବେଶୀ ସମୟ ବ୍ୟବଧାନ ରହେ ନାହିଁ ଓ ତରଙ୍ଗର ଆବୃତ୍ତି ବଢ଼ିଯାଏ ।
'ସମ୍ବାଦ', ଆକାଶବାଣୀର ଅନ୍ୟତମ ବୃହତ ଶ୍ରୋତା ସୃଷ୍ଟିକାରୀ କାର୍ଯ୍ୟକ୍ରମ ଅଟେ ।
ଷ୍ଟେଜରେ ଗୀତ ଗାଇବା ପରେ ଆର୍ୟନ (ସଲୀଲ ଅଚାର୍ଯ୍ୟ ଅଭିନୀତ) ସହ ତାଙ୍କର ଗଣ୍ଡଗୋଳ ହୁଏ ଏଇଥି ପାଇଁ ଯେ ରାହୁଲର ସଂଗୀତର ଯାଦୁରେ ବିମୋହିତ ଶ୍ରୋତା ଆଜି ଆର୍ୟନର ସଂଗୀତକୁ ଆଉ ଭଲ ପାଉ ନାହାନ୍ତି ।
| ସଂଗୀତ ଜୀବନ |ଅଭିଜିତ ମଜୁମଦାରଙ୍କର ନିର୍ଦ୍ଦେଶନାରେ ଇସ୍କ ତୁ ହି ତୁ ଚଳଚ୍ଚିତ୍ରର ମୁଖ୍ୟ ଗୀତଟି ଗାଇଥିଲେ ଯାହା ତାଙ୍କୁ ଶ୍ରୋତାଗଣରେ ଲୋକପ୍ରିୟ କରାଇପାରିଥିଲା ।
ତେଣୁ ଧ୍ୱନି ତରଙ୍ଗ ଉତ୍ସ ଶ୍ରୋତା ଆଡ଼କୁ ଯାଉଥିବା ସମୟରେ ପରିଲକ୍ଷିତ ଆବୃତ୍ତି ପ୍ରକୃତ ଆବୃତ୍ତିଠାରୁ ଅଧିକ ଜଣାପଡ଼େ ଓ ଅପରପକ୍ଷେ ଧ୍ୱନି ଉତ୍ସ ଶ୍ରୋତାଠାରୁ ଦୂରକୁ ଯାଉଥିବା ସମୟରେ ପରିଲକ୍ଷିତ ଆବୃତ୍ତି ପ୍ରକୃତ ଆବୃତ୍ତିଠାରୁ କମ୍ ଥିବା ପରି ଜଣାପଡ଼େ ।
ପ୍ରତ୍ୟେକ ସ୍ଥାନରେ ସହସ୍ର ସହସ୍ର ଉତ୍ସାହୀ ଓ ଶ୍ରଦ୍ଧାଳୁ ଶ୍ରୋତାଙ୍କ ସଭାରେ ତାଙ୍କୁ ବକ୍ତୃତା ଦେବାକୁ ହେଲା ।
ଏହା ଫଳରେ ପ୍ରତ୍ୟେକ ତରଙ୍ଗକୁ ଶ୍ରୋତା ପାଖରେ ପହଞ୍ଚିବାକୁ କମ୍ ସମୟ ଲାଗେ ।
"ଅନୁଚିନ୍ତା" କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ସେ ଶ୍ରୋତାମାନଙ୍କ ନିକଟରେ ପରିଚିତ ।
ମଜାର କଥା ଯେ ରେଡ଼ିଓ ଶ୍ରୋତାମାନେ ଭାବିଥିଲେ ନିକ୍ସନ ଏହି ତର୍କରେ ଜିତିଲେ କିମ୍ବା ଏହା ଅନିର୍ଣ୍ଣିତ ରହିଲା ।
ଶବ୍ଦ ସହ ବିଶେଷ ପରିଚିତ ନ ଥିବା ଶ୍ରୋତାଟିଏ ଏହାକୁ କେବଳ ‘ପ୍ରେମ’ର ଭାଷାରେ ହିଁ ବୁଝିପାରିବ ।
|ମାଧ୍ୟମରେ ଶ୍ରୋତା ସ୍ଥିର ହୋଇ ରହିଥିଲେ ଓ ଉତ୍ସ f_\text{0} ଆବୃତ୍ତିର ତରଙ୍ଗ ବିକିରଣ କରି ଗତି କରୁଥିଲେ, କେବଳ ତରଙ୍ଗ ଦୈର୍ଘ୍ୟ ବଦଳେ, ସଞ୍ଚାରିତ ତରଙ୍ଗର ବେଗ ଏକ ସ୍ଥିରାଙ୍କ \text{--} ଓ ତରଙ୍ଗର ବେଗ ଓ ଉତ୍ସର ବେଗ ମଧ୍ୟରେ କୌଣସି ସମ୍ପର୍କ ନାହିଁ ।
|ଉତ୍ସ ବା ଶ୍ରୋତା ପରସ୍ପରଠାରୁ ଦୂରକୁ ଯାଉଥିଲେ ଆବୃତ୍ତି ହ୍ରାସ ପାଇଥାଏ ।
କୀର୍ତ୍ତନ ଧ୍ୱନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପଆନ୍ତି ।
listener's Usage Examples:
The auditory filters are associated with points along the basilar membrane and determine the frequency selectivity of the cochlea, and therefore the listener's discrimination between different sounds.
In linguistics, givenness is a phenomenon in which a speaker assumes that contextual information of a topic of discourse is already known to the listener.
He further wrote that the listener is transported back when Don't Look Back in Anger was released.
The show features: Sparks, Graig Salerno, Izzy and loyal listeners which they call the 5th Man.
In a memo issued July 1, 2020, WBUR CEO Margaret Low announced that the show would be reduced to one hour from two; no longer have live call-in from listeners; feature more highly produced, pre-recorded portions; and no longer have David Folkenflik as host of the show on Fridays, leaving Meghna Chakrabarti as sole host.
frequency measurement is defined by assigning a perceptual pitch of 1000 mels to a 1000 Hz tone, 40 dB above the listener"s threshold.
2013, following the example of a particular listener experience that resonated with the audience, it has featured a segment called "Thank You".
It operates on the premise of making a Dream Ticket or Ultimate Gig requested by its listeners, and carefully chosen and drawn by the producer and staff from the BBC music session and live performance archives.
Communications) purchased the station from H " D Entertainment Incorporated saddening and upsetting listeners who listened to Top 40 music in the Utica-Rome.
Mike Boehm wrote in the Los Angeles Times that Stefani's lyrics of irony and indirection make the serious subject matter of Just a Girl more appealing to the listener.
Meyer writes that listeners bring with them a vast body of musical experiences that, as one listens to a piece, conditions one's response to that piece as it unfolds.
mentioned, under discussion, implied or otherwise presumed familiar to listeners, readers or speakers.
The listener heard a chorus of low-roaring snoring, punctuated occasionally with something that sounded like laughing mixed with crying.
Synonyms:
audience, perceiver, percipient, eavesdropper, observer, beholder, attender, auditor, hearer,
Antonyms:
undiscerning,