lionesses Meaning in Odia (Oriya). ( lionesses ଶବ୍ଦର ଓଡିଆ ଅର୍ଥ)
ସିଂହୀ,
Noun:
ସିଂହୀ,
People Also Search:
lionetlionets
lionise
lionised
lionises
lionising
lionism
lionize
lionized
lionizes
lionizing
lionly
lions
lip
lip deep
lionesses తెలుగు అర్థానికి ఉదాహరణ:
|ପ୍ରଜନନ|୪ବର୍ଷ ବୟସ ପରେ ସିଂହ ପ୍ରଜନନକ୍ଷମ ହୋଇଥାଏ,ସିଂହୀ ଯେବେ ଗର୍ଭଧାରଣ ପାଇଁ ଇଚ୍ଛାକରେ ତ ସେତେବେଳେ ସେ ଏକାଧିକ ସିଂହମାନଙ୍କ ସହ ମିଳନ କରେ ।
ସିଂହୀମାନେ ଏକତ୍ର ଶିକାର କରନ୍ତି ଓ ଶିକାରକୁ ମିଳିମିଶି ଗ୍ରହଣ କରନ୍ତି କିନ୍ତୁ ସିଂହ ଯେବେ ଶିକାର କରେ କମ ପରିମାଣରେ ଦେଖା ଯାଇଛି ଯେ ଶିକାରକୁ ବାଣ୍ଟି ଖାଇବାରେ ।
ଅଧିକାଂଶ ଶିକାର ସିଂହୀମାନେ କରନ୍ତି ଓ ଏମାନେ ଦଳ କରି ଶିକାର କରନ୍ତି,ପୁରୁଷମାନେ ଶିକାର କମକରନ୍ତି କାରଣ ଓଜନ ଶରୀର ଓ ଲମ୍ବା କେଶରୀ ଏମାନଙ୍କ ପାଇଁ ଶିକାରରେ ବାଧା ସୃଷ୍ଟି କରନ୍ତି ।
ଏଥିରୁ ଜଣାପଡ଼େ ଯେ ଜାଗୁଆରର ମେଲାନିନ୍ ଆଧିକ୍ୟ ବହନକାରୀ ଜିନ୍ ସିଂହୀର ସାଧାରଣ ରଙ୍ଗର ଜିନ୍ ଅପେକ୍ଷା ପ୍ରଭାବଶାଳୀ ।
|ଓଣ୍ଟାରିଓ (କାନାଡ଼ା)ର ବେରିସ୍ଥିତ ବେର୍ କ୍ରିକ୍ ବନ୍ୟପ୍ରାଣୀ ଅଭୟାରଣ୍ୟରେ “ଡାୟାବ୍ଲୋ” ନାମକ ଏକ କଳା ଜାଗୁଆର ସହିତ “ଲୋଲା” ନାମକ ଏକ ସିଂହୀର ଶଂକରରେ ଏକ କୋଇଲା ପରି କଳା ମାଈଛୁଆ ଓ ଚିତାଦାଗ ଥିବା ଈଷତ୍ ଖଇରିଆ ଅଣ୍ଡିରାଛୁଆର ଜନ୍ମ ହୋଇଥିଲା ।
ଗୋଟିଏ ସିଂହୀ ୫ କିଗ୍ରା ପର୍ଯ୍ୟନ୍ତ ମାଂସ ଗୋଟିଏ ଦିନରେ ଓ ଗୋଟିଏ ସିଂହ ପ୍ରାୟ ୭କିଗ୍ରା ମାଂସ ଗୋଟିଏ ଦିନରେ ଖାଇଥାଏ ।
୧୯୫୩ ମସିହାରେ ଜାପାନର ନିଶିମୋନିଆସ୍ଥିତ ହାନ୍ଶିନ୍ ଉଦ୍ୟାନରେ ଏକ କଲରାପତରିଆ ବାଘ ଓ ଏକ ସିଂହୀର ମିଳନ କରାଯାଇଥିଲା ।
ବେଢ଼ାର ଦକ୍ଷିଣରେ ବରାହୀ, ପଶ୍ଚିମରେ ଗଣେଶ ଏବଂ ଉତ୍ତରରେ ନରସିଂହୀ ବିଦ୍ୟମାନ ।
ଦଶାଶ୍ୱମେଧ ଘାଟ ଉପରେ ଅବସ୍ଥିତ ସପ୍ତମାତୃକା ମନ୍ଦିରରେ ଥିବା ମାତୃକାମାନେ ହେଲେ ଚାମୁଣ୍ଡା, ବାରାହୀ, ଇନ୍ଦ୍ରାଣୀ, ବୈଷ୍ଣବୀ, ବ୍ରହ୍ମୀ, କୌମାରୀ, ମାହେଶ୍ୱରୀ, ନରସିଂହୀ ।
ସିଂହୀର ଗର୍ଭଧାରଣ ସମୟ ୧୧୦ ଦିନ ହୋଇଥାଏ ଓ ୧-୪ଟି ପର୍ଯ୍ୟନ୍ତ ଶାବକ ଜନ୍ମଦିଏ ।
ଯଦି ସିଂହୀମାନେ ମିଳିମିଶି ସିଂହକୁ ପରାଜୟ କରିଦିଅନ୍ତି ତ ବାଧ୍ୟ ହୋଇ ସିଂହକୁ ଦଳ ଛାଡି ଯିବାକୁ ହୁଏ ଅନ୍ୟଥା ସିଂହ ନିଜ ପ୍ରଭୁତ୍ୱ ବଜାୟ ରଖେ ।
lionesses's Usage Examples:
Elder"s work by reaffirming that pards were the sires of leopards from lionesses.
In modern times, it was named after the relief sculpture of two lionesses in a heraldic pose that stands above the entrance.
African lionesses in Mangani, the fictional language of the great apes in the Tarzan novels of Edgar Rice Burroughs.
In Burroughs" works several lionesses appear.
cippus of Horus Museum of Fine Arts, Boston) Luristan bronze horse bit cheekpiece with "Master of Animals" motif, about 700 BC confronting lionesses and.
lionesses, most things connected to warfare in Egypt were depicted as leonine, and Menhit was no exception, being depicted as a lioness-goddess.
Synonyms:
Panthera leo, lion, king of beasts,