<< linger lingered >>

linger over Meaning in Odia (Oriya). ( linger over ଶବ୍ଦର ଓଡିଆ ଅର୍ଥ)



ଅଧିକ ସମୟ,

Verb:

ବିଳମ୍ବ,

People Also Search:

lingered
lingerer
lingerers
lingerie
lingeries
lingering
lingeringly
lingerings
lingers
lingier
lingo
lingoes
lingot
lings
lingua

linger over తెలుగు అర్థానికి ఉదాహరణ:

ବଡ଼ ପଞ୍ଝା ଓ ଗୋଡ଼ର ହାଡ଼ର ଗଠନ ଏମାନଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଦୌଡ଼ିବା ଓ ଅଧିକ ସମୟ ପର୍ଯ୍ୟନ୍ତ ୧୬ କି.ମି./ଘଣ୍ଟାର ହାରାହାରି ବେଗରେ ଦୌଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ ।

ଅଧିକ ମାତ୍ରାର ଔଷଧ ୧୦ ମିନିଟରୁ ଅଧିକ ସମୟ ଦିଆଯାଏନାହିଁ ।

ପରିବାରରେ ଏହି ରୋଗ ଥିବାର ଇତିହାସ, ଅଧିକ ସମୟ ଗୃହରେ ରହିବା ଓ କୌଣସି ବସ୍ତୁକୁ ନିରୀକ୍ଷଣ କରି କର୍ମ କରୁଥିବା ଲୋକର ଏହି ରୋଗ ସଙ୍କଟ ଅଧିକ ରହେ ।

କ୍ଷୀର ଅପେକ୍ଷା ଛେନା ଅଧିକ ସମୟ ରହିପାରେ କିନ୍ତୁ ପ୍ୟାକେଟ ଖୋଲିବାର ୩ରୁ ୫ ଦିନ ମଧ୍ୟରେ ଖାଇବା କଥା ।

|ଅନ୍ୟାନ୍ୟ ଔଷଧ|ଦୁଇ ବର୍ଷ ବା ତା’ଠାରୁ ଅଧିକ ସମୟ ଧରି ରୋଗ ଥିଲେ ଏରିଥ୍ରୋମାଇସିନ ଭଳି ମାକ୍ରୋଲାଇଡ ଆଣ୍ଟିବାୟୋଟିକ ତାହାର ମଝିରେ ମଝିରେ ବୃଦ୍ଧି ହେଉଥିବା ସମୟସୀ ମାକୁ (frequency) ଲମ୍ବା କରିଦିଏ ।

ଉସୁନା ଚାଉଳ ହୋଇଥିଲେ ଭାତ ହବା ପାଇଁ ଅଧିକ ସମୟ ନେଇଥାଏ ।

ଏହି ପଦବୀରେ ସେ ଛଅ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ।

ଏଥିରେ ଚାଉଳକୁ ଗରମ ବାମ୍ଫରେ ପ୍ରସ୍ତୁତ ନ କରି କମ୍ ଜାଳରେ ଅନ୍ୟ ପନିପରିବା (ଜିର୍ଭାକ୍) ଓ ମାଂସର ଷ୍ଟ୍ୟୁ ସହିତ ଅଧିକ ସମୟ ଯାଏଁ ରନ୍ଧାଯାଏ ।

|ବାର୍ଷିକ ୩ ମାସ ବା ଅଧିକ ସମୟ ଧରି ଅତି କମରେ ଦୁଇ ବର୍ଷ ପର୍ଯ୍ୟନ୍ତ କାଶ ସ‌ହିତ କଫ (Chronic bronchitis) ପଡ଼ିଲେ କ୍ରନିକ ବ୍ରୋଙ୍କାଇଟିସ ବା କ୍ରନିକ ଶ୍ୱାସନଳୀ ପ୍ରଦାହ ରୋଗ କୁହାଯାଏ ।

ଅଧିକନ୍ତୁ ଏହା ହୃତ୍‌ପିଣ୍ଡ ଭଲ ଭାବରେ ସ୍ଫିତ ହେବାପରେ ସଙ୍କୋଚନ ହେବା ନିମନ୍ତେ ଅଧିକ ସମୟ ଦିଏ ।

linger over's Usage Examples:

Coffee shop talkCoffee shop talk is a phrase used to describe gossip because it is often a familiar sight at kopi tiams where a group of workers or senior citizens would linger over cups of coffee and exchange news and comments on various topics including national politics, office politics, TV dramas, sports and food.


dominant tone was "elegiac rather than exciting", explaining: "Passages linger over the aftermath of destruction—a house’s splintered remains, a charred.


website Archived 10 September 2015 at the Wayback Machine "Differences linger over salary scale ordeal".


"Nicole Holofcener throws a bunch of issues on the table and takes time to linger over them, without worrying much about where her story"s going or even if.


Camera angles zoom in over gyrating hips and linger over bare waists as blatantly as the eyes of the ogling men with no subtlety.


Disputes also linger over the degree to which governments and corporations seek to mask and embellish.


Jobs was notoriously obsessed with design and style, rumored to linger over appliances at Macy"s for inspiration and together with Manock set about.


quick-and-dirty clashes between armies, use the mass combat rules; if you want to linger over every scratch and scrape, use the critical hit tables.


April 1, 25 2004 "Rumours linger over N Korea blast".


The poem allows the reader to linger over the possibility of colors, strangeness and unusual dreams.


The gaze of the viewer will then tend to linger over these points of interest, elements are arranged with consideration of.


profound at times" and that "the prose occasionally invites readers to linger over a description".


He also explores deviations of sexual aims, as in the tendency to linger over preparatory sexual aspects such as looking and touching.



Synonyms:

dwell on, hesitate, waffle, waver,

Antonyms:

devoice, stand still,

linger over's Meaning in Other Sites