<< lineate lineation >>

lineated Meaning in Odia (Oriya). ( lineated ଶବ୍ଦର ଓଡିଆ ଅର୍ଥ)



ରେଖା,

Adjective:

ମୁକ୍ତ,

People Also Search:

lineation
lineations
linebacker
linebackers
lined
lined snake
lined up
linefeed
lineker
lineman
linemen
linen
linen draper
linen paper
linens

lineated తెలుగు అర్థానికి ఉదాహరణ:

ସୁବର୍ଣ୍ଣରେଖା ମୁହାଣରେ ଥିବା ଏହି ମନ୍ଦିରକୁ ଏଠାରେ ଥିବା ଶିବ ଲିଙ୍ଗ ଆଗ କାଳରେ ଜାହାଜରେ ଅଣାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।

ତାଙ୍କ ବାପାଙ୍କ ନାମ ନଟବର ସାହୁ ଓ ପତ୍ନୀଙ୍କ ନାମ ଶଶିରେଖା ସାହୁ ।

ଏହାପରେ ସେ ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ଜୀବନସାଥୀ, ସିଂହବାହିନୀ, ରାମ ଲକ୍ଷ୍ମଣ ଆଦି କଥାଚିତ୍ରର ପ୍ରଯୋଜନ କରିଥିଲେ ।

|ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ସୁଜାତା ଆନନ୍ଦ, ହର ପଟ୍ଟନାୟକ, ମିହିର ଦାସ, ଦେବୁ ବୋଷ, ଜୟୀରାମ ସାମଲ, ଅନୁରାଧା, ରେଖା ଜୈନ, ବ୍ରଜ ସିଂହ, ଡିସ୍କୋ ଶାନ୍ତି, ଦୁଃଖିରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୧୯୯୪ ମସିହାରେ ନାଜ୍‍କା ରେଖାଗଣଙ୍କୁ ୟୁନେସ୍କୋ (UNESCO) ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଥିଲା ।

ପ୍ରତ୍ନତତ୍ତ୍ୱବିତମାନଙ୍କୁ ମିଳିଥିବା ପାରାକାସ୍ ସଂସ୍କୃତିର ମୃତ ଶରୀର (ମମ୍ମି) ଦେହରେ ଗୁଡ଼ା ହୋଇଥିବା ପ୍ରାଚୀନ କନାର ନାଜ୍‍କା ରେଖା ସହିତ ସମ୍ପର୍କ ରହିଥିବା ବିଷୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ ।

|ପ୍ରକାରାନ୍ତରେ ସଂଖ୍ୟାଦ୍ୱୟ ବା ସମ୍ବନ୍ଧିତ ବିନ୍ଦୁଦ୍ୱୟ ମଧ୍ୟରେ ସଂଖ୍ୟାରେଖାର ବାମ ଆଡକୁ ରହୁଥିବା ସଂଖ୍ୟାଟି ସାଧାରଣତଃ ଅନ୍ୟ ସଂଖ୍ୟାଠାରୁ କ୍ଷୁଦ୍ରତ୍ତର ହୋଇଥାଏ ।

ସେହି ମମତା ଆତ୍ମୀୟସ୍ୱଜନମାନଙ୍କ ସୀମାରେଖାକୁ ଅତିକ୍ରମ କରି ପ୍ରବାହିତ ହେଉଥିଲା ଦୁଃଖୀ-ଦରିଦ୍ରମାନଙ୍କ ପ୍ରତି ସେବାରୂପେ ।

୧୯୧୪ ମସିହାରେ ସିମଳାରେ ସୀମାରେଖାକୁ ନେଇ ତତ୍କାଳୀନ ବ୍ରିଟିଶ୍ ଶାସନାଧୀନ ଭାରତ ଓ ତିବ୍ୱତ୍ ମଧ୍ୟରେ ଚୁକ୍ତି ହୋଇ ମ୍ୟାକ୍-ମୋହନ ରେଖା ନିରୂପିତ ହୋଇଥିଲା ।

ଏହି ରେଖା ଦ୍ୱୟ ବୃତ୍ତର କେନ୍ଦ୍ର ବିନ୍ଦୁରେ ପରସ୍ପରକୁ ଛେଦ କରିବେ ।

|ଚୀନ‍ର ବିଦେଶ ମନ୍ତ୍ରୀ ଗେଂଗ୍ ଶୁଆଂଗ୍ ତ୍ରିରାଷ୍ଟ୍ରୀୟ ମିଳନ ସ୍ଥଳ ସମ୍ପର୍କରେ ଭାରତୀୟ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର କିଛି ଏପରି ଭାବେ ରଖିଥିଲେ : ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁ ଏକ ବିନ୍ଦୁ, ରେଖା ନୁହେଁ, ତେଣୁ ଏକ ଅତି ଛୋଟ କ୍ଷେତ୍ର ।

lineated's Usage Examples:

The oral pontine reticular nucleus, or rostral pontine reticular nucleus, is delineated from the caudal pontine reticular nucleus.


As delineated here, following the Amphibian Species of the World, it is a large family.


Some geologists assert that the Neogene cannot be clearly delineated from the modern geological period, the Quaternary.


lineata (Vigors, 1831) – lineated pheasant – southern Myanmar to northwestern Thailand Males have a total.


The various Burgundy AOCs are classified from carefully delineated grand cru vineyards down to more non-specific regional appellations.


Built" Close-up showing crosshatchings, mixed colours in the meadow, a pale hued sea, delineated sunrays, slight colour squash, and solid colours on the.


More recently, Carroll Izard at the University of Delaware factor analytically delineated 12 discrete emotions labeled: Interest, Joy, Surprise, Sadness.


cymbals, 2 wood blocks Britten delineated the three tiers of characters, the rustics being given folk-like "simple" music, the lovers a more romantic sound-world.


event along the Martian northern mid-latitudes, citing the presence of lineated valley fills, lobate debris aprons, and concentric crater fills.


ClassicoThe classico zone was first delineated by Veneto authorities in 1927 and originally encompassed of hillside vineyards within the Soave zone.


the Martian surface, consisting of complex ridges found on lobate debris aprons, lineated valley fill and concentric crater fill.


complex ridges found on lobate debris aprons, lineated valley fill and concentric crater fill.



lineated's Meaning in Other Sites