lineally Meaning in Odia (Oriya). ( lineally ଶବ୍ଦର ଓଡିଆ ଅର୍ଥ)
ଧାଡ଼ିରେ,
ଗୋଟିଏ ଧାଡି ରେ,
People Also Search:
lineamentlineaments
linear
linear accelerator
linear equation
linear perspective
linear regression
linear unit
linearised
linearities
linearity
linearize
linearized
linearly
lineate
lineally తెలుగు అర్థానికి ఉదాహరణ:
|ସ୍ପେସବାର କିପ୍ୟାଡର ସବା ତଳ ଧାଡ଼ିରେ ଥାଏ ଯାହା ସବୁଠୁ ଲମ୍ବା "କି"।
ପ୍ରତି ଧାଡ଼ିରେ ୭ଟି ଗାତ ଥାଏ, କିନ୍ତୁ ୬ଟି ଗାତରେ ୧୨ ଖଣ୍ଡି ଲେଖାଏ ସାର ରଖାଯାଏ, ଧାଡ଼ିର ଶେଷ ମୁଣ୍ଡର ଗାତଟି ଖେଳାଖିର କାଞ୍ଜିଗାତ ବା ବୋଇତ ନାମରେ ଜଣା ।
ପରବର୍ତ୍ତୀ ସମୟରେ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତ୍ତି ହେବାପରେ ତାଙ୍କ ପ୍ରଶଂସକମାନେ ଡାକ୍ତରଖାନା ବାହାରେ ତାଙ୍କ ଶୁଭକାମନା କରିବା ପାଇଁ ଲମ୍ବା ଧାଡ଼ିରେ ଠିଆହୋଇ ରହୁଥିଲେ ।
ଏହି ଚକଡ଼ାଗୁଡ଼ିକ ଦେହର ଯେ କୌଣସି ଗୋଟିଏ ପାଖରେ ବା ମୁହଁରେ ଗୋଟିଏ ଧାଡ଼ିରେ ଦେଖାଯାଏ ।
| ହାତୀଗୁମ୍ଫା ଶିଳାଲେଖ |{| class"toccolours" style"float:right; margin:0 0 1em 1em;"|| style"background:#f8eaba; text-align:center;"||ଖାରବେଳ||-||||-||||-||}|ଏହି ଶିଳାଲେଖଟି ଉଦୟଗିରି ପାହାଡ଼ରେ ଥିବା ହାତୀଗୁମ୍ଫା ନାମକ ଏକ ପ୍ରାକୃତିକ ଗୁମ୍ଫାରେ ବ୍ରାହ୍ମୀ ଲିପିରେ ପଥରେ ଖୋଦେଇ କରି ସତର ଧାଡ଼ିରେ ଲେଖା ହୋଇଛି ।
ସେ ସମୟକୁ ପୂର୍ବ ଆକାଶରେ ବୃହସ୍ପତି ଗ୍ରହ ପ୍ରାୟ ୩୭ ଡିଗ୍ରି ଉପରେ, ତା' ପଛକୁ ମଙ୍ଗଳ ଗ୍ରହ ପ୍ରାୟ ୩୦ ଡିଗ୍ରି ଉପରେ ଏବଂ ବୁଧ ଗ୍ରହ ୨୨ ଡିଗ୍ରି ଉପରେ ଆଗପଛ ହୋଇ ଗୋଟିଏ ଧାଡ଼ିରେ ସଜାଇ ହୋଇ ରହିଥିବେ।
ଏହା ୨୩ତମ ଧାଡ଼ିରେ ରହିଥିବା ଭଣିତାରୁ ପ୍ରାପ୍ତ ହୁଏ ।
ଦ୍ୱିତୀୟ ଧାଡ଼ିରେ ମେଫ୍ଲୋକ୍ୱିନ, ଲୁମେଫାଣ୍ଟ୍ରିନ କିମ୍ବା ସଲ୍ଫାଡକ୍ସିନ/ପାଇରିମେଥାମିନ ଦିଆଯାଏ ।
କେତେକ ଦେଶରେ ଏହି ବୟସ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଅଟେ, ଯଦିଓ ଏହା ନିକଟରେ କେତେକ ଦେଶରେ ଚ୍ୟାଲେଞ୍ଜ ହୋଇଛି (ଉଦାହରଣ ସ୍ୱରୂପ ଅଷ୍ଟ୍ରିଆ) ଏବଂ କେତେକ ଦେଶରେ ଯୁଗକୁ ଧାଡ଼ିରେ ରଖାଯାଉଛି ।
ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ଇସିଜି) (electrocardiogram) ଚିତ୍ରରେ ହୃଦ୍ଗତି ହାର ୧୨୦ ବିପିଏମ ଓ ଗୋଟିଏ ଧାଡ଼ିରେ ଅତି କମରେ ୩ତି ଚଉଡ଼ା କ୍ୟୁଆରଏସ କମ୍ପ୍ଲେକ୍ସ ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।
|ବିହାରଗୁଡ଼ିକରେ ପ୍ରସ୍ତର ସ୍ତମ୍ଭ ମାନ ଧାଡ଼ିରେ ନିର୍ମିତ ହୋଇ ଏକ ବର୍ଗାକାର ଅଗଣା, ପ୍ରାର୍ଥନାଗୃହ ବା ସଭାଗୃହ ସୃଷ୍ଟି କରନ୍ତି ।
ଏମାନଙ୍କ ମଧ୍ୟରୁ ଭାରତ, ଆମେରିକା, ଓ ମେକ୍ସିକୋରେ ଏହା ଅଧିକ ଉତ୍ପାଦିତ ହେଉଥିଲେହେଁ ଇଥିଓପିଆ, କାଜାକସ୍ତାନ, ଚୀନ,ଆରବ୍ୟ ଦେଶ ସମୂହ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଆଦି ଦେଶ ମଧ୍ୟ ଏହାର ଉତ୍ପାଦନରେ ଆଗଧାଡ଼ିରେ ରହିଛନ୍ତି।
lineally's Usage Examples:
Surnames are inherited either patrilineally or matrilineally, while given names are usually chosen by a person"s parents.
Among several problems, the house of King Harald I became patrilineally extinct already when Harald"s grandson Harald II died in 970.
seven Persians who slew the usurper Bardiya in 521 BCE, and to have been lineally descended from Atossa, the sister of Cambyses, who was the father of Cyrus.
Surnames are inherited either patrilineally or matrilineally, while given names are usually chosen by a person"s.
Contemplations, Speculations, and several curious and industrious Inspections, lineally drawn from.
mtDNA), the most recent woman from whom all living humans are descended matrilineally.
Social and political organization Most Tiv have a highly developed sense of genealogy, with descent being reckoned patrilineally.
Guujaaw is a Haida matrilineally descended from Gakyaals Kiiqawaay, a family of the Raven moiety from.
His family became patrilineally extinct with the death of his great-grandson, Benedetto di Ratta, Marquis.
traditionally inherited (patrilineally) Malay titles and sometimes matrilineally, are used and often incorporated into the naming system as the first.
James whom the present Lord Torphichen, who still lives at Calder, is lineally descended.
inherited deities (spirits) who govern guide and protect their 12 clans patrilineally.
CAR offers membership to anyone under the age of 22 who is lineally descended from someone who served in the Continental Army or gave material.