<< levitate levitates >>

levitated Meaning in Odia (Oriya). ( levitated ଶବ୍ଦର ଓଡିଆ ଅର୍ଥ)



ଉତ୍ତୋଳନ, ଭାସମାନ,

Verb:

ଭାସମାନ |,

levitated తెలుగు అర్థానికి ఉదాహరణ:

1921 ମସିହାରେ ଏଠାରେ ଏମ/ସ ଭିଲ୍ଲୀଏର୍ସ କମ୍ପାନୀଦ୍ୱାରା ହାଣ୍ଡିଧୁଆ କୋଇଲାଖଣି ଖୋଲା ଯାଇ କୋଇଲା ଉତ୍ତୋଳନ ଆରମ୍ଭ ହେଲା ପରେ NCDC ତରଫରୁ ଅନେକ କୋଇଲାଖଣି ଆରମ୍ଭ ହେଲା ।

|୨୦୧୨ ଏପ୍ରିଲ ୨୬ ଦକ୍ଷିଣ କୋରିଆର ପେଙ୍ଗଟେକରେ ଅନୁଷ୍ଠିତ ଏସିଆନ ଭାର ଉତ୍ତୋଳନ ଚାମ୍ପିଆନଶିପରେ ୬ଷ୍ଠ ସ୍ଥାନ।

୧୯୯୭ ଓ ୧୯୯୮ ମସିହାରେ ଷ୍ଟ୍ରଙ୍ଗ୍ ଓମେନ୍ ଅଫ୍ ଓଡ଼ିଶା ହୋଇ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିବା ମନ୍ଦାକିନୀ ୧୯୯୯ ମସିହାରେ ଲକ୍ଷ୍ମୌଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ନ୍ୟାସ୍‌ନାଲ୍‌ ପାଓ୍ବାର୍ ଲିଫ୍‌ଟିଂ ଚାମ୍ପିଅନ୍‌ସିପ୍‌ରେ ୪୮ କିଲୋ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଓଡ଼ିଶାର ଏହି ଖେଳାଳି ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଏସୀୟ ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

ଏହି ସମୟରେ କ୍ୟାସିନି ରିଆର ଅନେକ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇଥିଲା ।

|ସମ୍ମାନ ଓ ପୁରସ୍କାର|ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ଭାରତ ଭାରତୀ ସଂସ୍ଥା ବିଶ୍ୱର ସର୍ବୋଚ୍ଚ ଶିଖର ଏଭରେଷ୍ଟ ପର୍ବତରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା ଏହି ଭିନ୍ନକ୍ଷମ ମହିଳାଙ୍କୁ ସୂର୍ଯ୍ୟପୁର ରତ୍ନ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା ।

ଜୟୀ ରାଜଗୁରୁ ପାଇକମାନଙ୍କ ମଧ୍ୟରେ ଦେଶ ପାଇଁ ଜାଗରଣ ଭାବନା ସୃଷ୍ଟି କରି ଇଂରେଜମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବା ନିମନ୍ତେ ସାଧନା କରିଥିଲେ।

|୨୦୧୧ ଏପ୍ରିଲ ୧୫ରେ ଚୀନର ଟୋଙ୍ଗଲିଙ୍ଗରେ ଅନୁଷ୍ଠିତ ସିନିୟର ଏସିଆନ ଭାର ଉତ୍ତୋଳନ ଚମ୍ପିଆନଶିପର ୬୯ କେଜି ବିଭାଗରେ ୩ଟି ବ୍ରୋଞ୍ଜ ପଦକ।

ଏହା ହିନ୍ଦୁ ସମାଜର ପୌତଳିକତା, ଜାତିବାଦ ଓ ବାହ୍ୟ ଉପଚାର ଆଦି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ।

ଏହା ପରେ ସେହି ସ୍ଥାନର ରକ୍ଷଣ ବେକ୍ଷଣ ଏବଂ ସେହି ସ୍ଥାନରେ ଥିବା ପୁରାତନ ଭୌଗଳିକ ସମ୍ପତିର ଅନୁସନ୍ଧାନ ଓ ଉତ୍ତୋଳନ ହୋଇଥିଲା ।

ଇଂରେଜଶାସନର ନିଷ୍ପତ୍ତି ବିରୋଧରେ ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକମାନଙ୍କୁ ଧରି ସ୍ୱର ଉତ୍ତୋଳନ କରିବା ହେତୁ ୧୮୪୦ ମସିହାରେ ଦକ୍ଷିଣ-ପଶ୍ଚିମ ସୀମାନ୍ତର ତତ୍କାଳୀନ ଇଂରେଜ ଏଜେଣ୍ଟ କର୍ଣ୍ଣେଲ ଆଉସ୍ଳେଙ୍କ ସହାୟତାରେ ସମ୍ବଲପୁରର ଦେହୁରୀପାଲିରୁ ସୁରେନ୍ଦ୍ର ସାଏ, ଉଦ୍ଦ୍ୟନ୍ତ ସାଏ ଓ କାକା ବଳରାମ ସିଂହଙ୍କୁ ଇଂରେଜମାନେ ଗିରଫ କରିଥିଲେ ।

ପ୍ରମୁଖ ନେତାଙ୍କ ଗିରଫ ହେତୁ ଜଣେ ଯୁବକ ଏବଂ ସେପର୍ଯ୍ୟନ୍ତ ଅପେକ୍ଷାକୃତ ଅଜ୍ଞାତ ଅରୁଣା ଆସଫ ଅଲି ଅଗଷ୍ଟ ୯ରେ AICC ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଏବଂ ପତାକା ଉତ୍ତୋଳନ କରିଥିଲେ; ପରେ କଂଗ୍ରେସ ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ଏହାଛଡ଼ା କୂଅରୁ ଜଳ ଉତ୍ତୋଳନ ବେଳେ ମଧ୍ୟ କତା ଦଉଡି ବ୍ୟବହାର ହୋଇଥାଏ ।

ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ସମାଜ ଭଳି ଅନ୍ୟ ଏକ ସଂସ୍ଥା ବ୍ରାହ୍ମ ସମାଜ ମଧ୍ୟ ହିନ୍ଦୁଧର୍ମୀ ପୌତ୍ତଳିକତା ଓ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥାଏ ।

levitated's Usage Examples:

Johnson filed a patent for a wheel-less "high-speed railway" levitated by an induced magnetic field.


With enough thrust, very large objects can be levitated using this method.


and other substances were successfully levitated.


accounts of Hindu Yogis who levitated in the course of their meditation.


I swear to this day he actually levitated to get back in bounds.


The car was designed to be levitated by magnets, and was intended to be developed for high-speed transportation.


nuclear fusion reactor design using a superconducting torus which is magnetically levitated inside the reactor chamber.


argued that the Pentagon would be literally levitated, while the others only claimed it would be "levitated" for shock value.


Phantograms, also known as Phantaglyphs, Op-Ups, free-standing anaglyphs, levitated images, and book anaglyphs, are a form of optical illusion.


The use of the levitated core had been proposed during the planning.


magnetic levitation whereby a spinning magnet or array of magnets is levitated via magnetic forces above another magnet or array of magnets, and stabilised.


The Levitated Dipole Experiment (LDX) was an experiment investigating the generation of fusion power using the concept of a levitated dipole.


researcher at Brookhaven National Laboratory (BNL), thought of using magnetically levitated transportation.



Synonyms:

come up, lift, arise, hover, go up, move up, uprise, rise,

Antonyms:

decrease, descent, descend, stay in place, fall,

levitated's Meaning in Other Sites