<< let down let fly >>

let fall Meaning in Odia (Oriya). ( let fall ଶବ୍ଦର ଓଡିଆ ଅର୍ଥ)



ଖସିଯିବା, ଏହାକୁ ଖସିଯାଉ, ଶୁଣିବାକୁ,

let fall తెలుగు అర్థానికి ఉదాహరణ:

|ଏହାର କାରଣ: ପାଦ ମୋଡ଼ିହେଲେ, ଯେପରିକି କ୍ରୀଡାରେ, ଖେଳିବା ସମୟରେ, କିମ୍ବା ଉଚ୍ଚତାରୁ ଖସିଯିବା ପରି ଅଧିକ ଗୁରୁତର ଆଘାତରେ ହୁଏ | ସାଧାରଣତଃ ଏହାର ନିର୍ଦ୍ଦିଷ୍ଟ ବିପଦ ସଙ୍କଟ ନଥାଏ, ଯଦିଓ ମଧୁମେହ ରୋଗୀ ଅଧିକ ପ୍ରଭାବିତ ହୁଅନ୍ତି | ଓଜନ ଉଠେଇଲା ବେଳର ରଞ୍ଜନରଶ୍ମି ବା ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ ।

|ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି।

ସେମାନେ ଖସିଯିବାକୁ ମଧ୍ୟ ଚେଷ୍ଟା କରନ୍ତି ।

ଦୌଡିବା ବେଳେ ଚିତାବାଘର ପଞ୍ଝା ଓ ଦିଗ ବଦଳାଇବା ବେଳେ ଏହାର ଲାଞ୍ଜ ଭାରସାମ୍ୟ ରଖିବାରେ ସହାୟକ ହୁଅନ୍ତି ଓ ବାରମ୍ବାର ଦିଗ ବଦଳାଇ ଖସିଯିବା ପାଇଁ ଚେଷ୍ଟିତ ଆଣ୍ଟିଲୋପ୍ ହରିଣମାନଙ୍କୁ ଧରିବାରେ ସହାୟତା କରନ୍ତି ।

ଲୁଟ୍ୟନ୍ସଙ୍କ ଯୋଜନା ଅନୁସାରେ ଭବନ ଏକାକୀ ଉଞ୍ଚାରେ ସ୍ଥିତ ହୋଇଥାନ୍ତା , ଯେପରି ସଚିବାଳୟ କାରଣରୁ ନିଜ ମୂଳ ଯୋଜନାରୁ ପଛକୁ ଖସିଯିବାକୁ ପଡିଲା , ତା'ସହ ଆଗରେ ଦୁଇ ସଚିବାଳୟଙ୍କୁ ଛିଡା ହେବାକୁ ପଡିଲା ।

କେବଳ ମହାନଦୀ ନୁହେଁ ରାଜ୍ୟର ଅନ୍ୟ ନଦୀର ଜଳସମ୍ପଦକୁ ସୁବିନିଯୋଗ ନକରି ରାଜ୍ୟ ସରକାର ଅନ୍ୟ ଉପରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି ଓ କେବଳ ନିର୍ବାଚନ ପାଇଁ ବିଜେଡି ମହାନଦୀ ପ୍ରସଙ୍ଗକୁ ଉଠାଇ ଲୋକଙ୍କୁ ବିଭ୍ରାନ୍ତି କରି ଚାଲିଛି ବୋଲି ବିଜେପି ପକ୍ଷରୁ ସମାଲୋଚନା କରାଯାଇଥିଲା ।

୧୯୬୯ରେ ଗର୍ଡନ ବୁସଙ୍କ ସହାୟତାରେ କାରାଗାରରୁ ଖସିଯିବାକୁ ଏକ ଯୋଜନା ହୋଇଥିଲେ ମଧ୍ୟ, "ସାଉଥ ଆଫ୍ରିକାନ ବ୍ୟୁରୋ ଅଫ ଷ୍ଟେଟ ସିକ୍ୟୁରିଟି"ର ଜଣେ କର୍ମକର୍ତ୍ତାଙ୍କଠାରୁ ଖବର ପାଇଁ ଏହା ମଣ୍ଡେଲା ରଦ୍ଦ କରିଦେଥିଲେ; କାରଣ ସେ ଖସିଯିବା ସମୟରେ ତାଙ୍କୁ ଗୁଳିମାରି ଦିଆଯିବାର ଯୋଜନା ଥିଲା ।

୧୯୫୨ ମସିହାରେ ଘୋଡାରୁ ଖସିଯିବା ପରେ ସେନାନାଇକେଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁତ୍ର ତତ୍କାଳୀନ କୃଷି ମନ୍ତ୍ରୀ ଡୁଡଲି ସେନାୟାକେଙ୍କ ଉତ୍ତରାଧିକାରୀ ହୋଇଥିଲେ ।

ଯଦି କୌଣସି ଚୋର ଏହି ଲେଜର କିରଣକୁ ଭେଦ କରି ଭିତରକୁ ପ୍ରବେଶ କରେ, ଘର ପରିସୀମାରେ ଖଞ୍ଜାଯାଇଥିବା ପରିଧି ବାହାରି ଚୋରଟିକୁ ଖସିଯିବାକୁ ଦିଏ ନାହିଁ ।

କୋକିଶିଆଳ ଖୋଳିଥିବା ଗାତ ବଡ଼ ଓ ତାହା ମଧ୍ୟରେ ଅନେକ ଗୁଡ଼ିଏ ପ୍ରକୋଷ୍ଠ ଓ ବିପଦ ପଡ଼ିଲେ ଖସିଯିବା ପାଇଁ ଗଳାବାଟ ପ୍ରଭୃତି ମଧ୍ୟ ରହିଥାଏ ।

| ଖସିଯିବା |ସନ୍ଦର୍ଶଙ୍କୁ ହତ୍ୟା କରିବା ପରେ ଦଳଟି ଡି.ଏ.ଭି. କଲେଜର ଗେଟ ଦେଇ ବାହାରକୁ ଖସିଗଲେ ।

ତା’ଛଡ଼ା ୬ଟି ବିଭିନ୍ନ ପ୍ରକାରର ଖଞ୍ଜା ଖସିଯିବା ଓ ତା’ର ସମାଧାନ, ୧୨ ପ୍ରକାର ହାଡ଼ ଭାଙ୍ଗିବାର ଦୃଷ୍ଟାନ୍ତ, ଅସ୍ଥିର ପ୍ରକାର ଭେଦ ଓ ପରଳ ପରି ଆଖି ସମ୍ବନ୍ଧୀୟ ରୋଗ ବିଷୟରେ ମଧ୍ୟ ସୁଶ୍ରୁତ ସଂହିତାରେ ଲେଖାଅଛି ।

let fall's Usage Examples:

bowl of porridge is on the floor along with some other items the boy has let fall.


with passion and with love, she wept liquid pearls; my eyelids let fall cornelians, and both formed a necklace on her bosom.


commissioned by the City of Sydney to create Yininmadyemi - Thou didst let fall, a public work for Hyde Park, Sydney.


When Kippenberger's mother was killed by a pallet falling off a truck, he inherited enough money to live on.


She loved to compose poetry, and every time she let fall her brush it was like a fleet horse prancing along unable to talk.


folk who had tended Hephaestus in Lemnos after the lame smith god was let fall to earth; the Sintians "of wild speech" (ἀγριόφωνοι agriophonoi) also appear.


sebil or sabil comes from the Arabic verb root sabala (سبل) meaning "to let fall, drop, to let hang down, to close eyes or to shed tear".


The incense was taken out of the acerra and let fall upon the burning altar; hence, we have the expression de acerra libare.


paresis comes from the Ancient Greek: πάρεσις "letting go" from παρίημι "to let go, to let fall".


and his colleague Maximinus (also reported as Maximos or Maximus) they let fall at a banquet comments on the emperor"s laws against the Christians, "Does.


Yininmadyemi - Thou didst let fall is a sculptural artwork by Indigenous Australian artist Tony Albert located in Hyde Park, Sydney.


It was perfect weather to protect the valuable droppings that the skies let fall over Norway.


comes from the Ancient Greek: πάρεσις "letting go" from παρίημι "to let go, to let fall".



Synonyms:

move, travel, come down, locomote, go, precipitate,

Antonyms:

stay in place, fast, interesting, smart, quickly,

let fall's Meaning in Other Sites