leprosity Meaning in Odia (Oriya). ( leprosity ଶବ୍ଦର ଓଡିଆ ଅର୍ଥ)
କୁଷ୍ଠରୋଗ,
Noun:
କୁଥ୍ |, କୁଷ୍ଠରୋଗ,
People Also Search:
leprosyleprous
lept
lepta
leptin
leptocephalus
leptocephaluses
leptome
lepton
leptonic
leptons
leptorrhine
leptosome
leptospira
leptospirosis
leprosity తెలుగు అర్థానికి ఉదాహరణ:
ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ ।
ସୁତରାଂ ୫୧୧୩ ବର୍ଷ ପୂର୍ବେ ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ପୌଷମାସ ଦଶମୀଠାରୁ ମାଘ ମାସ ସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ ।
| ପୌରାଣିକ ଉପାଖ୍ୟାନ ୨ |ବ୍ରହ୍ମାଙ୍କ ପାଞ୍ଚ କୁମାର ମରୀଚି, ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ଅଙ୍ଗିରା ଇନ୍ଦ୍ରଙ୍କ ପାଞ୍ଚ ପୁଅ ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୁରସେନ, ଗନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର, ସୁକୁବେର ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତିଙ୍କଠାରୁ ବିଦ୍ୟାଶିକ୍ଷା କରି ଫେରୁଥିବା ସମୟରେ ପିତୃଲୋକଙ୍କୁ ଜଳଦାନ କରୁଥିବା ଋଷି କର୍ତୃଙ୍କୁ ଦେଖି ହସିବାରୁ ଶାପିତ ହୋଇ କୁଷ୍ଠରୋଗାକ୍ରାନ୍ତ ହେଲେ।
ଫଳରେ ରାଜାଙ୍କୁ କୁଷ୍ଠରୋଗ ହୋଇଗଲା ।
ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା ।
ତାହାଙ୍କ ଝିଅ ରାଧୀକି କୁଷ୍ଠରୋଗ ହେଲା ।
|ବ୍ରଣ, ବିଚର୍ଚ୍ଚିକା, କଣ୍ଡୁ, ଦଦ୍ରୁ, ପ୍ରମେହ, ଉପଦଂଶ, ବାତରକ୍ତ ଓ କୁଷ୍ଠରୋଗ ଆଦିରେ ଏହାର ଛେଲିକୁ ଜଳରେ ସିଝାଇ କ୍ୱାଥ ପ୍ରସ୍ତୁତ କରି ସେହି କ୍ୱାଥ ସହିତ, କିମ୍ବା ଏହାର ଛେଲିକୁ ଛେଚି ଚିପୁଡି ମହୁ ବା ମିଶ୍ରିଗୁଣ୍ଡ ମିଶାଇ ସେବନ କରାଯାଏ।
ପିତାଙ୍କ ଅଭିଶାପରୁ କୁଷ୍ଠରୋଗାକ୍ରାନ୍ତ ହୋଇ ସାମ୍ବ ଏଠାକୁ ଆସି ୧୨ ବରଷକାଳ କଠୋର ତପସ୍ୟା କରିଥିଲେ।
କୃଷ୍ଣ ନିଜର ପୁତ୍ର ଶାମ୍ବଙ୍କୁ କୁଷ୍ଠରୋଗରୁ ମୁକ୍ତି କରିବା ପାଇଁ ମୈତ୍ରେୟଙ୍କ ଆଶ୍ରମକୁ ପଠାଇଥିଲେ ।
ସେ ଭକ୍ତି ଭାବରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନକରି କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ ।
ଫଳରେ କୁଷ୍ଠରୋଗରେ ରୋଗାକ୍ରାନ୍ତ ହୋଇ ଗଳିତ ଅଙ୍ଗ ହେବା ବେଳକୁ ସନ୍ୟାସୀଙ୍କ ଅଭିଶାପ କଥା ମନେପଡ଼ିଲା ।
ଏହା ଶୁଣି କାକୁଡିଆମାନେ ରାଜାଙ୍କୁ କୁଷ୍ଠରୋଗ ହେଉ ବୋଲି ଅଭିଶାପ ଦେଲେ ।