leonardo Meaning in Odia (Oriya). ( leonardo ଶବ୍ଦର ଓଡିଆ ଅର୍ଥ)
ଲିଓନାର୍ଡୋ,
Noun:
ଲିଓନାର୍ଡୋ |,
People Also Search:
leoneleones
leonid
leonidas
leonides
leonine
leonis
leontief
leopard
leopardess
leopardesses
leopards
leopardskin
leora
leos
leonardo తెలుగు అర్థానికి ఉదాహరణ:
ଲିଓନାର୍ଡୋଙ୍କୁ ୧୬ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କର ପିତା ଫ୍ରାନ୍ସେସ୍କା ନାମ୍ନୀ ଜଣେ କୋଡ଼ିଏ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଥିଲେ ।
ଲେଖକ ଆନୋନିମୋ ଗାଡ୍ଡିଆନୋ ଅନୁସାରେ ୧୪୮୦ ମସିହାରେ ଲିଓନାର୍ଡୋ ରହୁଥିଲେ ମେଡିସିଙ୍କ ସାଥିରେ ଓ ଫ୍ଲୋରେନ୍ସର ପ୍ଲାଜ୍ଜା ସାନ୍ ମାର୍କୋରେ କାମ କରୁଥିଲେ ।
ଲିଓନାର୍ଡୋ ୧୫୦୦ ମସିହାରେ ଫ୍ଲୋରେନ୍ସକୁ ଫେରି ଗୋଟିଏ ମୋନାସ୍ଟେରିରେ ଅତିଥି ହୋଇ ରହିଲେ ଓ ତାଙ୍କୁ ଗୋଟିଏ କର୍ମଶାଳା ଦିଆଗଲା ।
"Richtige Grund-Sätze der Friction-Berechnung" ("ଘର୍ଷଣ ଗଣନାର ସଠିକ ଆଧାର"), ୧୭୩୭, ( ଜର୍ମାନ)ରେ ଓ ଲିଓନାର୍ଡୋ ଇଉଲର (୧୭୫୦), ଯେ ଏକ ଆନତ ସମତଳରେ ବସ୍ତୁର ବିଶ୍ରାମ କୋଣକୁ ବାହାର କରିଥିଲେ ଏବଂ ସ୍ଥିର ଓ ଗତିଜ ଘର୍ଷବ ମଧ୍ୟରେ ପ୍ରଥମେ ପାର୍ଥକ୍ୟ ଦେଖାଇଥିଲେ ।
ସେହି ସମୟରେ ସେ ଇଞ୍ଜିନିଅରିଙ୍ଗ ଓ ପେଣ୍ଟିଙ୍ଗ ସହ ଅନେକ ପ୍ରକାର ବିବିଧ କର୍ମ ଜାଣିଛନ୍ତି ବୋଲି ଲୁଡୋଭିକୋଙ୍କୁ ଗୋଟିଏ ଚିଠିରେ ଲିଓନାର୍ଡୋ ଲେଖିଥିଲେ |।
| ବ୍ୟବସାୟୀକ ଜୀବନ |ଭେର୍ରୋଚିଓ କର୍ମଶାଳା ଓ ନିଜ ପିତାଙ୍କ ଘର ଲିଓନାର୍ଡୋ ତ୍ୟାଗ କଲେ ।
|ମିଲାନରେ ଲିଓନାର୍ଡୋ ୧୪୮୨ରୁ ୧୪୯୯ ମସିହା ପର୍ଯ୍ୟନ୍ତ କାମ କରିଥିଲେ ।
|ଲାଟିନ ଓ ଜ୍ୟାମିତିରେ ଲିଓନାର୍ଡୋ ଅଣ ପାରମ୍ପରିକ ଶିକ୍ଷା ଲାଭ କରିଥିଲେ ।
| ଭେର୍ରୋଚିଓ କର୍ମଶାଳା, ୧୪୬୬-୭୬ |ଲିଓନାର୍ଡୋ ଚଉଦ ବର୍ଷ ବୟସରେ ଚିତ୍ରକର ଆଣ୍ଡ୍ରିଆ ଦି ସିଓନ୍ଙ୍କ ଶିଷ୍ୟତ୍ତ୍ୱ ଗ୍ରହଣ କଲେ ଯିଏ ସେତେବେଳେ ଭେର୍ରୋଚିଓ ନାମରେ ଜଣାଶୁଣା ଥିଲେ ଫ୍ଲୋରେନ୍ସରେ ତାଙ୍କର କର୍ମଶାଳା ସବୁଠାରୁ ଭଲ ଥିଲା ।
ଡିସେମ୍ବର ୧୯ ତାରିଖ ଦିନ ବୋଲୋନାରେ ପୋପ୍ ଲିଓ ୧୦ ଓ ଫ୍ରାନ୍ସିସ ଏକ ଦ୍ୱୟଙ୍କ ଭେଟ ବେଳେ ଲିଓନାର୍ଡୋ ଉପସ୍ଥିତ ଥିଲେ ।
|ଲିଓନାର୍ଡୋଙ୍କ ମୃତ୍ୟୁର ୨୦ ବର୍ଷ ପରେ ବେନେଭେନୁଟୋ ସେଲିନିଙ୍କ(ବଣିଆ ଓ ସ୍ଥପତି) ଅନୁସାରେ ଫ୍ରାନସିସ୍ କହିଥିଲେ, "ପୃଥିବୀରେ ଲିଓନାର୍ଡୋଙ୍କ ଭଳି ପେଣ୍ଟିଙ୍ଗ, ସ୍ଥପତି ବିଦ୍ୟା, ମୂର୍ତ୍ତି ନିର୍ମାଣ ବିଷୟରେ ଏତେ ଅଧିକ ଜ୍ଞାନ ସହ ବିରାଟ ଦାର୍ଶନିକ ଅନ୍ୟ କୌଣସି ଲୋକ ନ ଥିଲେ ।
ଗୋଟିଏ ମେକାନିକାଲ ସିଂହ ତିଆରି କରିବାକୁ ଲିଓନାର୍ଡୋଙ୍କୁ ଫ୍ରାନ୍ସିସ ତାଙ୍କୁ ନିଯୁକ୍ତ କଲେ ଯେପରି ସିଂହ ଆଗକୁ ଯିବ ଓ ଛାତି ଖୋଲି ଭିତରେ ଥିବା ଲିଲି ପୁଷ୍ପ ଗୁଚ୍ଛ ଦେଖେଇବ ।
leonardo's Usage Examples:
leonardoi ranges from at least 1300 m above sea level to the summit of Schom-carp at 1490 m.
org/ard2014-speakers/16-speakers/session-d-speakers/122-dr-leonardo-a-gonzalesCarlo Guieb - athlete, cyclist winner of 1993-1994 Marlboro Tour of Luzon.
leonardoi and may be conspecific with it.
us/bios/leonardo-squadrone/ Leonardo.
com/the-hand-of-leonardo-da-vinci-in-all-jesuitic-churches/ Front of the ruins of Saint Paul"s: The ruins of the original.
Synonyms:
Leonardo da Vinci, da Vinci,